ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି।
ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି ।
ରଥଯାତ୍ରା ଅବସରରେ ଗାଁ ଗାଁରେ ମୀନାବଜାର ପଡିଛି । ଯେଉଁଠି ଚାଲିଛି ରାମ ଦୋଳି, ଲକ୍ଷ୍ଣଣ ଦୋଳି ଏବଂ ବ୍ରେକ ଡ୍ୟାନ୍ସ ଭଳି ବିପଦପୂର୍ଣ୍ଣ ଦୋଳିଖେଳ । ପ୍ରଶାସନର ଅନୁମତି ନେଇ କେଉଁଠି ୧୫ ଦିନ ତ ଆଉ କେଉଁଠି ମାସେ ଯାଏଁ ଚାଲୁଛି ଯାତ୍ରା ।
ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ। ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।
ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ ।
୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି ।
ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ ।
କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ।
ଜାପାନୀଜ୍ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ ।
ଓ ଭାଇନା..ଓ... ଭାଇନା....ଲାଗିଛି ବିଜୁଙ୍କ ରଶି....୨୫ ବର୍ଷ ହେଲାଣି ଭକ୍ତ ଭିଡ଼ୁଛନ୍ତି କସି କସି... ହାତେ ହାତେ ପଦ୍ମ ଫୁଲ, ବିଜେପି ରଥକୁ ପଛରୁ ଠେଲ...ଓ ଭକତେ ଓ....
ଯଦି ବିଜେପି-ବିଜେଡ଼ି ମଧୁରେ ମଧୁରେ କୋଳାକୋଳି ହେଲେ ତାହାଲେ ଅସୁବିଧା କଣ? ଭୋଟ୍ ପରେ ପୋଡା ଟ୍ରାନ୍ସଫର୍ରୁ କଂରେଟ୍ କେମିତି ନେବ ବିଜେପି? ଶଙ୍କରାଚାର୍ଯ୍ୟ କଣ କହିଛନ୍ତି ମୁଁ ଜାଣିନାହିଁ...ମୁଁ ମିଛ କୁହେନି...ମୁଁ ବିବାଦୀୟଟ ହେବାକୁ ଚାହେଁନି : ବିଷ୍ଣୁ ସେଠୀ
ବିଶ୍ୱାସ ହେଉ ନଥିଲେ ବି ସତ। ମଣିଷ ନୁହେଁ ବରଂ କୁମ୍ଭୀରକୁ ବାହା ହେଲେ ମେୟର...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଘରର ଭିଡ଼ିଓ, ଦେଖନ୍ତୁ ବାହାଘରର କିଛି ଦୃଶ୍ୟ
ଭେଜାଲ ବିହନ ଯୋଗୁଁ କ୍ଷତିରେ ପଡ଼ିଲେ ଚାଷୀ...
ଫିଟ୍ ଆଣ୍ଡ ଫାଇନ ପାଇଁ ଏକ ନୂଆ ଦିଶା ଦେଇଛି ବନ ବିଭାଗ..ଭଳିକି ଭଳି ଔଷଧୀୟ ବୃକ୍ଷ ସହ ବିଭିନ୍ନ କିଷମର ଫଳ ଉଦ୍ୟାନ ସୃଷ୍ଟି କରି ସାଉଁଟିଛି ପ୍ରଶଂସା...
ବିବାହ ଭୋଜିରେ ଅଭାବନୀୟ ଘଟଣା । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ...
ଦିନେ ଅପରେସନ୍ ପାଇଁ ସାହାଯ୍ୟର ହାତ ବଢାଇଥିଲେ ସୋନୁ ସୁଦ୍। ଖେଳରେ ଗୋଲ୍ଡ ମେଡାଲ ଜିତିବା ପରେ ସେଇ ମେଡାଲକୁ ସୋନୁଙ୍କୁ ଉପହାର ଦେଲେ ଖେଳାଳି। ଖୁସିରେ ବିଭୋର ହୋଇ ଇନଷ୍ଟାରେ ଏମିତି ଲେଖିଲେ ସୋନୁ, ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ମହଙ୍ଗା ପଡିଲା ମୀନାବଜାର ବ୍ରେକ୍ ଡ୍ୟାନ୍ସ । ଖେଳିବା ସମୟରେ ହଠାତ୍ ଅଚେତ୍ ହୋଇ ୧୩ ବର୍ଷର ଝିଅ ମୃତ୍ୟୁ...
ଇଏ ଏତେ ଲମ୍ବା ବାଉଁଶ ଗୁଡାକ କିଏ ପକେଇଛି ଏଇଠି? ଆଲୋ ଆଲୋ ଇଏ କଣ? ବାଉଁଶ ଭିତରେ କଣ ପାଣି ଚାଲିଛି...କଥା ଟା କିଛି ବୁଝାପଡ଼ୁନି। ନାରଣ...ଏଇଠି ପରିଶ୍ରମର ଫଳ ଦେଖିବାକୁ ମିଳୁଛି। ବାଉଁଶକୁ ବାଉଁଶ ଯୋଡି ଦେଖୁନୁ କେମିତି ଜଙ୍ଗଲରୁ ପାଣି ନେଉଛନ୍ତି ଲୋକେ...ଆଉ ପ୍ରଶାସନ?
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଦୁର୍ଘଟଣା ପରେ ଜଳିଗଲା ଜଳିଗଲା ଯାତ୍ରୀବାହୀ ବସ୍...
ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ ।
ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।
ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ଆଜି ବି ସମାଜରୁ ହଟିନି ଅନ୍ଧବିଶ୍ୱାସ । ନାବାଳକକୁ ସାପ କାମୁଡିବାରୁ ଗୁଣିଗାରେଡିର ନେଲେ ସାହାରା ।
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ...