ସରକାରୀ ଯୋଜନା ବାବୁଲାଙ୍କ ପାଇଁ ସାତ ସପନ ।
ସକାଳ ପ୍ରାୟ ୧୧ଟା ସମୟରେ ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍ରେ ପହଞ୍ଚିବ ରାହୁଲ ।
ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର ।
ସରକାର କେତେ କେତେ ନୂଆ ଯୋଜନା କରୁଛନ୍ତି। ଇଏ ବୋଧେ ସେମିତି ଏକ ଯୋଜନା। ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କଟିଏ ତିଆରି ହୋଇଥିଲା, ଛେଳି ଚରିବାକୁ?
ଏ ଶପଥ ଶୁଣି ନାରଣ ମୁଣ୍ଡ ଟିଣ ହେଇଗଲା… ଡ୍ରାଇଭର ଭାଇମାନଙ୍କ ସଭା ଚାଲିଛି… ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି… ଆଉ ଶପଥ ନେଇ ଯାହା କହେଲ, ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ… ନାରଣରେ…
ମେଡିକାଲରୁ ଡିସଚାର୍ଜ ପରେ ଜିଲ୍ଲାପାଳଙ୍କୁ ଭେଟିବ ରାହୁଲ । ରାହୁଲକୁ ସ୍ୱାଗତ ପାଇଁ ଗାଁରେ ବ୍ୟାପକ ଆୟୋଜନ ହୋଇଛି । ୧୦୮ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ ।
ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଦିନେ ଅଟୋ ଚଳାଉଥିଲେ, ଏବେ ଛତୁ ଚାଷ କଲେ। ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେବାରୁ ଛତୁ ଚାଷ କରିବା ପାଇଁ ମନ ବଳାଇଲେ ପ୍ରଦୀପ୍ତ। ଏବେ ଏଇ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା..
୧୯୮୦ରୁ ତାଙ୍କର ଦେହାବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ । ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି ।
ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର ।
ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ବାବା ତୁମକୁ ତିନିତିନି ଥର ପ୍ରତିଶ୍ରୁତି ମିଳିବା ପରେ ବି କାହିଁକି ପ୍ରତାରଣାର ଶିକାର ହେଉଛନ୍ତି? ତୁଣ୍ଡ ନଖୋଲିଲେ କଣ ମୁଣ୍ଡ ରହିବ? ହୋଉ...ଯିଏ ଯାହା ନେଉଛି ନେଉ, ତୁମେ ଅନାଇ ଥାଅ
ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।
ଲକ୍ଷେ ନୁହେଁ ଦୁଇ ଲକ୍ଷ ନୁହେଁ ବରଂ ୧୦ କୋଟି ଟଙ୍କାରେ ବିକ୍ରି ହେଲା ନୋବେଲ ମେଡ଼ାଲ। ଜାଣନ୍ତୁ ନେଲା କିଏ?
ସତେ କି ଦୁଇ ଭଉଣୀ? ଆଃ କି ଦୃଶ୍ୟ ଦେଖିଲା ଏ ନୟନ? ରଜ ଦୋଳିରେ ବସି ମାଡାମ୍କୁ କିଏ ଝୁଲାଉଛି କିରେ? ଦେଖୁନୁ ନାରଣ....ସବୁ କଣ ଆମେ କହିବୁ?
ଭୁବନେଶ୍ୱର ରେଲ୍ୱେ ଷ୍ଟେସନ ପ୍ଲାଟ୍ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି। ୬ ନମ୍ବର ପ୍ଲାଟ୍ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ।
ମାଆ ଘରୁ ବାହାରିଲା ମାତ୍ରେ ମୁଁ ମହାପ୍ରଳୟ କରିଦେବି। କ’ଣ ଭାବୁଛ କି ମତେ? ବୋହୂ ତୁ ଏମିତି କାହିଁକି ହେଉଛୁ? ତୋ ନାଁରେ ପା’ ପୋଷ୍ଟ ଅଫିସ୍ରେ ଟଙ୍କା ରଖିଛି...
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସାରା ରାଜ୍ୟରେ ଏବେ ଆନନ୍ଦର ଲହରୀ...ସେଇ ଆନନ୍ଦମୟ ମୁହୂର୍ତ୍ତର କିଛି ଫଟୋ ଝଲକ୍...। ଆଜି ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି
ଶିଷ୍ୟ ହେବ ତ ଏମିତି ! ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ବୋହୁଛନ୍ତି ଗୁରୁଙ୍କୁ। ଦିନକୁ ୨୦ ରୁ ୨୫ କିମି ପର୍ଯ୍ୟନ୍ତ ଧର୍ମ ପ୍ରଚାର ପାଇଁ ଗୁରୁଙ୍କୁ ସାଙ୍ଗରେ ନେଉଛନ୍ତି...ଦେଖନ୍ତୁ ଏଇ ଭିଡ଼ିଓ
କଣ କରୁଛ ତୁମେ? ମାସ ଆସିକି ଶେଷ ହେଲାଣି କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ଟାର୍ଗେଟ୍ ଫୁଲ କଲନି? ଆମେ କଣ କରିବା, କେମିତି ଚଳିବା? ତୁରନ୍ତ କାହାକୁ ଗୋଟେ ମୋହରା ବନାଅ...ଦେଖନ୍ତୁ ବ୍ୟାଙ୍କ ଚାକିରି ନାଁରେ କେମିତି ଯୁବକଙ୍କୁ ଲଗାଇଲେ ଚୂନା...
ଜୀବନ ବଦଳାଇ ଦେଲା ଯୋଗ। ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲା, ରାସ୍ତାରେ ଗଲେ ଲୋକ ଭୟରେ ଥରୁଥିଲେ। ସିଏ ଯୋଗ ଶିକ୍ଷକ ହେବା ପରେ ଏବେ ତାଙ୍କଠାରୁ ଯୋଗ ଶିଖିବାକୁ ନିଇତି ଲୋକଙ୍କ ଲମ୍ବୁଛି ଲମ୍ବା ଲାଇନ୍। ଜେଲରେ ଥିବା ବେଳେ ଏମିତି ଯୋଗ କଲେ ଯେ, ଆଜି ଉଗ୍ର ମାନସିକତାରୁ ଶାନ୍ତ ସ୍ୱଭାବ ପାଇଁ ଚର୍ଚ୍ଚିତ ହେଲେ। ଏବେ ପୁଣି ବିଜେଡ଼ିରୁ ଟିକେଟ୍ ପାଇଁ କର୍ପୋରେଟ୍ର ହେଲେ.....
ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି।
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଇଏ ଏମିତି ସ୍କୁଲ ଯେ ୩୦୦ ପିଲାଙ୍କୁ ପଢାଇବାକୁ ଅଛନ୍ତି ମାତ୍ର ୬ ଜଣ ମାଷ୍ଟର। ପାଠ ପଢା ବେଳେ ଛାତରୁ ଖସି ପଡୁଛି ସ୍ଲାବ୍...ଟିକିଏ ବର୍ଷା ହେଲେ ପୂରା ଓଦା ହେଉଛନ୍ତି ପିଲା। ପ୍ରଶାସନ ପାଖରେ ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ପିଲା...
ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....