• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ajab Gajab Temple
୬ ବିଚିତ୍ର ମନ୍ଦିର, ଅଜବ ପରମ୍ପରା ! ଠାକୁରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ, ଠେଙ୍ଗା ଧରି ମାରପିଟ୍

ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।

 Meet this councillor
‘ମୋ ସୁହାଗ ସିନ୍ଦୂର ବଞ୍ଚିଲା, ବିଜୟ ଭାଇ ମୋ ଭଗବାନ’

ଲୋକେ କୁହନ୍ତି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ.. କିନ୍ତୁ ଏମାନଙ୍କ ପାଇଁ କାଉନସିଲର୍ ବିଜୟ ଭାଇ ହିଁ ଦ୍ୱିତୀୟ ଈଶ୍ୱର..

Ambulance Driver
କିଡନୀ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର୍‌

ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ ।

Know what the local people of Arunachal Pradesh
ଚୀନ୍ ସୀମାରେ ଭାରତୀୟ ଗାଁ

ପାହାଡ଼ ଭିତରେ ଥିବା ଏଇ ଗାଁଠାରୁ ମାତ୍ର କିଛି ବାଟରେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା। ଯେତେବେଳେ ସେ ଖବର ଏ ଗାଁରେ ପହଞ୍ଚିଲା, ଏମାନେ କଣ ଭାବିଲେ? ଭାରତୀୟ ସେନା ପ୍ରତି ଏମାନଙ୍କର ଦୃଷ୍ଟିଭଙ୍ଗୀ କେମିତିକା? ଆନନ୍ତୁ ଭେଟିବା କିଛି ଲୋକଙ୍କୁ।

Woman turns barren land
ସରୋଜିନୀଙ୍କୁ ସାଲ୍ୟୁଟ୍, ଟାଙ୍ଗରା ଭୂଇଁରେ ଭରିଛନ୍ତି ଜୀବନ

ଦିନେ ଏ ସ୍ଥାନରେ ଦୂବ ବି କଅଁଳୁ ନଥିଲା.. ଆଜି କିନ୍ତୁ ଏଠି ହୋଇଛି ଜଙ୍ଗଲ.. ଏ ଜଙ୍ଗଲର ନାୟିକାଙ୍କ ହେଉଛନ୍ତି ସରୋଜିନୀ ମହାନ୍ତି

Wood worth lakhs of rupees gutted as massive fire breaks out at saw mill in Puri
ଜଳିଗଲା ସ’ ମିଲ୍‌, ଆଖି ସାମ୍ନାରେ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ପୁରୀ ନବକଳେବର ରୋଡ୍ ସ୍ଥିତ ଶ୍ରୀଜଗନ୍ନାଥ ଟିମ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶାଳ, ପିଆଶାଳ, ଆକାଶିଆ ଭଳି ବହୁ ମୂଲ୍ୟବାନ କାଠ ପୋଡ଼ି ପାଉଁଶ ହୋଇ ଯାଇଛି।

People district deprived of govt schemes
ଏମାନେ କାହିଁକି ଅଯୋଗ୍ୟ ?

ଆମେ ବି ତୁମ ଭୋଟର.. ଇଲେକ୍ସନ ବେଳେ ଆସୁଛ.. ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛ.. ଇଲେକ୍ସନ ସରିଗଲେ ଆମେ କିଏ ତୁମେ କିଏ ? କୁହ ସରକାର.. ଆମେ କାହିଁକି ଅଯୋଗ୍ୟ ?

News Fuse
ମୁଁ ଅର୍ଚ୍ଚନାର କିଛି ନୁହଁ..

ସିଏ ତ ଖାଲି ଗଳା ବାଟ ଖୋଜିଲେ..ୟେ ତ ଖାଲି ବୁମକୁ ଦିହରେ ଲଗେଇ ଦେଉଛନ୍ତି.. ସେ ଠେଲିବେନି..

High Court Bench vs Supreme Court
ଓଡ଼ିଶାରେ ହୋଇପାରିବନି ହାଇକୋର୍ଟର ସ୍ଥାୟୀ ବେଞ୍ଚ

ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Paddy Procurement
୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ

ପ୍ରତିବର୍ଷ ଚାଷ ଜମି କମୁଛି, ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି..ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର, ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି

Paddy Procurement
ସାଟେଲାଇଟ୍ ସର୍ବେକ୍ଷଣରେ ଚାଂଚଲ୍ୟକର ତଥ୍ୟ; ୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ

ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ ।

Son gifts father his- dream bike on his birthday
Viral Video: ଜନ୍ମଦିନରେ ବାପାଙ୍କୁ ସ୍ୱପ୍ନର ବାଇକ୍ ଦେଇ ଖୁସି କଲା ପୁଅ

ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ବାପା-ପୁଅଙ୍କ ଭଲ ପାଇବା। ଭିଡିଓରେ ବାପାଙ୍କୁ ତାଙ୍କ ସ୍ୱପ୍ନର ବାଇକ୍ ଦେଇ ପୁଅ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି।

Supreme Court Big Decision On Establishment Of Orissa High Court Bench
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି- ଆଉ ହେବନି ହାଇକୋର୍ଟ ବେଞ୍ଚ୍‌

ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।

Baitarani bridge in Annadapur
ବୈତରଣୀ ସେତୁ ଉପରେ ଗଡ଼ିବନି ଗାଡ଼ି : ପୁଣି ଦବିଲାଣି ୩୦ ବର୍ଷର ସେତୁ

ମାଇକ୍ ଯୋଗେ ସଚେତନ କରୁଛି ପୋଲିସ.. ପୁଣି ଦବିଲାଣି ସେତୁ.. ଆଜି ଗଡ଼ିବନି ଗାଡ଼ି..

Advocate Protest
ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।

Euthanasia Appeal
‘ଆଉ ସହିହେବନି, ଆମକୁ ମରିବାକୁ ଅନୁମତି ଦିଅନ୍ତୁ’

ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି ।

bhubaneswar is being beautified for hockey World cup
ସବୁଜ ପାଟ ଶାଢୀ ପିନ୍ଧିବ ରାଜଧାନୀ ଭୁବନେଶ୍ୱର

ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବୃହତ ଅଟ୍ଟାଳିକା ମାନ ଗଢ଼ି ଉଠୁଥିବା ବେଳେ ଏ ସୁନ୍ଦର ସହର କଂକ୍ରିଟ ଜଙ୍ଗଲରେ ପରଣିତ ହେବାକୁ ବସିଛି। 

 Locals pay last tribute to elephant
ହାତୀ ପାଇଁ ସାରା ଗାଁ ଉପାସ..

ପୂରା ଶୂନଶାନ ହୋଇପଡ଼ିଛି ଗାଁ.. କେହି ଜଣିଏ ବି ଦେଖା ଯାଉନାହଁନ୍ତି..ସଭିଏଁ ଏବେ ନିକଟ ଜଙ୍ଗଲ ମୁହାଁ..ଖବର ଆସିଛି ଗାଁ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି.. ଆଖିରେ ଆଖିଏ ଲୁହ ଧରି, ହାତରେ ଫୁଲ ଧୂପ ସିନ୍ଦୁର ନେଇ ସବୁ କାମ ଛାଡ଼ି ଧାଇଁ ଆସିଛନ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ

Shitilagna’s speech at Parliament
ସଂସଦରେ କୋରାପୁଟର ଝିଅ

ସଂସଦର ସେଣ୍ଟ୍ରାଲ ହଲ୍..ଯେଉଁଠି ଭାରତରତ୍ନ ପଣ୍ଡିତ ଜବାରହାରଲାଲ ନେହେରୁ ଭାଷଣ ଦେଇଥିଲେ..ସେଇଠି ଇଂରାଜୀରେ ଚମତ୍କାର ବକ୍ତବ୍ୟ ଦେଇ ଆଜି ଚର୍ଚ୍ଚାରେ କୋରାପୁଟର କୁନି ଝିଅ..

 Woman seeks govt assistance
ବାପା ଚାଲିଗଲେ.. କେମିତି ହେବି OAS ?

ବାପା ଯଦି ବଞ୍ଚିଥାନ୍ତେ.. ସବୁ ସୁଖ ଥାଆନ୍ତା.. ହୁଏତ OAS ହେବା ସ୍ୱପ୍ନ ବି ପୂରଣ ହୋଇଥାନ୍ତା.. ହେଲେ ଏବେ ଘରର ମେରୁଦଣ୍ଡ ଭାଙ୍ଗିଯାଇଛି.. ଚଳିବା ମୁସ୍କିଲ୍.. ପାଠ କଣ ପଢିବୁ..ବାପା.. ତୁମେ ଫେରିଆସ ନା

News Fuse
ଏଠି ସୀତା ପୂରା ‘ପୁଷ୍ପା ଝୁକେଗା ନେହିଁ..’

ହଇଓ ଭଉଣୀ.. ତୁମ ଦେହ ଭଲ ଅଛି ତ.. ଲଙ୍କାକୁ ଯାଉଛ ନା ପିକନିକ୍.. ଭୁଲିଯାଉଛ କି କୋଉ ଚରିତ୍ରରେ ଅଛ..

Sambalpur Kacheri Chhak turns battlefield
ପୁଣି କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ..ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ସତ୍ୟାଗ୍ରହ ବେଳେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

Sambalpur Kacheri Chhak turns battlefield
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ : କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ।

Vermicompost
ରୋଜଗାର ଦେଉଛି ଜିଆ ଖତ ! ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା

ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା

special story
ନିଆରା ଢ଼ଙ୍ଗରେ ନ୍ୟାୟ ପାଇଁ ଗୁହାରୀ ! ବେକରେ ଫଟୋ ଝୁଲାଇ ୨ କିମି ଚାଲିଲେ ବୃଦ୍ଧ

ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ଖଗେଶ୍ୱର