• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Phulbani woman beggar donates
ମନ୍ଦିରକୁ ଦେଇଦେଲେ ୪୦ ବର୍ଷର ଭିକ୍ଷାବୃତ୍ତି ଟଙ୍କା

କାହା ପାଇଁ ଲକ୍ଷେ ଟଙ୍କା କିଛି ନୁହଁ.. ହେଲେ ଭିକ ମାଗି ଚଳୁଥିବା ମଣିଷ ପାଇଁ ଲକ୍ଷେ ଟଙ୍କା ସାତ ସ୍ୱପ୍ନ.. ଟଙ୍କେ ଟଙ୍କେ କରି ସଞ୍ଚିଥିଲେ ସବୁ ଜଗାକୁ ଦେଇଦେଲେ..

News Fuse
ନାରଣ.. ଏଠି ସବୁ ତାତିକି..

ଇଲୋ ହେଇଲୋ.. ମିଳିମିଳି ଖାଇଗଲେ ପିଲାଙ୍କ ଟଙ୍କା..

Mosquito menace in Cuttack & Bhubaneswar
ମଶା ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଟ୍ୱିନସିଟି

ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ।

woman beggar donates all her life savings to lord jagannath
ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ

ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ

State government responsible for what happened in Sambalpur : BJP
ମହରଗକୁ ଯାଇ କାନ୍ତାରରେ ପଡ଼ିଲେ ମହକିଲ: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ ଚିକୁ ବାରିକ। ୨୦୧୮ରେ ତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ଆଜି ତାରିଖରେ ତାଙ୍କୁ ହାଜର ହୋଇ ତଥ୍ୟ ପ୍ରମାଣ ରଖିବାକୁ କୋର୍ଟରୁ ସମନ ଥିଲା ହେଲେ ଓକିଲ ନଥିବାରୁ ଆର ମାସ ଏଇ ତାରିଖରେ ପୁଣି ହାଜର ପାଇଁ ତାଙ୍କୁ ସମୟ ଦିଆଯାଇଛି।

How to delete all unwanted WhatsApp photos, videos, and other media files at once
ହ୍ୱାଟ୍ସଆପ୍‌ରେ ଏକାଥରେ କିପରି ଡିଲିଟ୍ କରିବେ ଅଦରକାରୀ ଫଟୋ, ଭିଡିଓ

ଅନେକ ସମୟରେ ମୋବାଇଲ୍‌ରେ ଅନାବଶ୍ୟକ ଷ୍ଟୋରେଜ ସ୍ମାର୍ଟଫୋନକୁ ସ୍ଲୋ କରିଦିଏ। ଏହାକୁ ଦୃଷ୍ଟିରେ ରଖି ଆପ୍ ଏବେ ନୂଆ ଫିଚର ବାହାର କରିଛି। ଆପଣ ଏବେ ଏକା ଥରରେ ସେଭ୍ ହୋଇଥିବା ବଡ ଭିଡିଓ, ଫଟୋ, ଫାଇଲ୍ ପରି ଆପ୍ ଡାଟା ଡିଲିଟ୍ କରି ପାରିବେ, ଯାହା ଆପଣଙ୍କୁ ଆଉ ଦରକାର ନାହିଁ।

State government responsible for what happened in Sambalpur : BJP
ସମ୍ବଲପୁର କୋର୍ଟରେ ଜାରି ରହିଛି ଅଚଳାବସ୍ଥା: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି। 

Youth Kiss To Nurse In Karanjia
ଚିକିତ୍ସା ବେଳେ ନର୍ସଙ୍କୁ ଅସଦାଚରଣ କଲେ ଯୁବକ

ମହଙ୍ଗା ପଡ଼ିଲା ନର୍ସଙ୍କୁ ଅସଦାଚରଣ କରିବା। ଚିକିତ୍ସା କରୁଥିବା ଷ୍ଟାଫ୍‌ ନର୍ସଙ୍କୁ କିସ୍‌ କରି ବନ୍ଧା ହେଲେ ଯୁବକ।

  • Friday, 16 December 2022
loot
ଅଧ ରାତିରେ ସ୍ୱାମୀ ଡାକୁଛି ବୋଲି କବାଟ ଖୋଲିଦେଲେ, ଆଉ ଘରେ ପଶି...

ଅଧ ରାତିରେ ଠକ୍‌ଠକ୍‌ ହେଲା କବାଟ। ସ୍ୱାମୀ ଭାବି ଖୋଲିଦେଲେ କବାଟ... ସାମ୍ନାରେ ଥିଲେ ମୁଖାପିନ୍ଧା ୩ ଦୁର୍ବୃତ୍ତ। ଚାହୁଁ ଚାହୁଁ ଘରେ ପଶିଗଲେ, ଆଉ ତା’ପରେ ଯାହା ହେଲା...

  • Friday, 16 December 2022
  • Loot
Similipal Tusker Death Eyewitness Dies Under Treatment
ଶିମିଳିପାଳରେ ହାତୀ ମୃତ୍ୟୁ: ଯିଏ ସବୁ ଦେଖିଥିଲେ, ସେ ଆଜି ଆଖି ବୁଜିଲେ...

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।

200-year-old pond renovated in Odisha's Bhadrak
ଦିନେ କେହି ଆଡ଼ ଆଖିରେ ଚାହୁଁ ନଥିଲେ, ଆଜି ନୂଆ ରୂପ ନେବାକୁ ଯାଉଛି ୨୦୦ ବର୍ଷ ପୂର୍ବର ଡିଗି ପୋଖରୀ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।

Vigilance raid continues in crorepati sub-inspector's house
ପୋଲିସ୍ ବାବୁଙ୍କ ଅମାପ ସମ୍ପତ୍ତି: ଯେତେ ଖୋଜିଲେ, ସେତେ ବାହାରୁଛି...

ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି। 

Teacher Student Love
ପ୍ରେମରେ ଦିଦି ଉବୁଟୁବୁ, ଟ୍ୟୁସନ କରୁ କରୁ ଛାତ୍ର ସହ ଚମ୍ପଟ୍‌

ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଦିଦି। ସତ ଜଣାପଡିବା ପରେ ଘର ଲୋକ ବାରଣ କଲେ, ହେଲେ ଦିଦି କିଛି ଶୁଣିଲେନି। ପ୍ରେମ ଏମିତି ବାୟା କଲା ଯେ ଛାତ୍ରଙ୍କ ସହ ଫେରାର ମାରିଲେ

Viral Video
ଦିବ୍ୟାଙ୍ଗ ବାପା-ମାଆଙ୍କ ସେବାରେ ଝିଅ, ଭାଇରାଲ ହେଉଛି ଭିଡିଓ

ଝିଅ ହେବ ତ ଏମିତି। ବାପା-ମାଆ ଦୁହେଁ ଦିବ୍ୟାଙ୍ଗ, ଗୋଟିଏ ମିନିଟ୍‌ ବି ସେବାରୁ ନିବୃତ୍ତ ହେଉନି କୁନି ଝିଅ। ବଜାର ଘାଟ ସବୁଆଡେ ନେଉଛି, ପ୍ଲେଟ ଧରି ଖୁଆଇ ଦେଉଛି। ଭାଇରାଲ ହେଉଛି ଭିଡିଓ

Thief fear grips
ମେଡିକାଲକୁ ଯାଉଥିଲେ ସାବଧାନ ! ଚାହୁଁଚାହୁଁ ଗାଏବ ହେଉଛି ମୋବାଇଲ ଫୋନ୍‌

ଏଇ ମେଡିକାଲକୁ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ...କାରଣ ଚାହୁଁଚାହୁଁ ଗାଏବ ହୋଇଯାଉଛି ମୋବାଇଲ ଫୋନ୍‌

News Fuse
ମଡେଲଙ୍କ ହାତ ଧରିଲେ, ଫ୍ଲାଇଙ୍ଗ କିସ୍‌ ଦେଲେ

ପଦ୍ମପୁର ଭୋଟ୍‌ ଦେଖି ଆଉ କିଛି କହିବାକୁ ଚାହୁଁନାହାନ୍ତି ଭାଲୁ ଭାଇନା। ଇଏ ଆଉ ବସିପାରିବେନି ବେଶି ସମୟ, ଆଲୋ ଆଲୋ ଇଏ କଣ ମଂଚକୁ ଉଠିଗଲେ? ଆଜି ପଛରେ ପଡିବେ ମଡେଲ୍...

Fear grips villagers of Borigumma
ବୋରିଗୁମ୍ମାରେ ଶିଶୁ ମଡ଼କ! ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

କୋରାପୁଟର ବୋରିଗୁମ୍ମା ବ୍ଳକ୍‌ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି।

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ
ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ

ଏହା ଓଡ଼ିଶା ଆକାଶରେ ଦେଖାଦେଉଥିବାରୁ ଲୋକେ ଏନେଇ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍

ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହରର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍ 

ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।

 Old women spotted collecting sand from grand road in Puri
ତୋ ବଡ଼ଦାଣ୍ଡ ଧୂଳି ରଖିବି ସାଇତି... ମୁଣ୍ଡରେ ମାରିବି ନିଇତି...

ଏ ଧୂଳି ପରା ପବିତ୍ର । ଏ ମାଟି ପବିତ୍ର ।

Srimandir
ସେବାୟତ ହେଲେ ବି ସିଂହଦ୍ୱାରରେ ମୋବାଇଲ ଥୋଇବାକୁ ବାଧ୍ୟ

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

drones to tackle mosquito menace
ରାଜଧାନୀରେ ମଶାମରା କାମରେ ଲାଗିବ ଡ୍ରୋନ୍

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ

Woman gave birth 9 children at a time
ଏକାବେଳେ ୯ ଶିଶୁଙ୍କୁ ଜନ୍ମଦେଲେ ୨୬ ବର୍ଷୀୟ ମହିଳା; ସମସ୍ତେ ସୁସ୍ଥ

ଗୋଟିଏ ଥରରେ ୯ ସନ୍ତାନକୁ ଜନ୍ମ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ। ମା’ ସହିତ ସବୁ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ମଧ୍ୟ ଅଛନ୍ତି। ଏନେଇ ମା’ କରିଛନ୍ତି ବିଶ୍ୱ ରେକର୍ଡ।

Mobile saves lives of women
ଦୁଆର ମୁହଁରେ ଦନ୍ତା ! ରିଂ ହେଲା ମୋବାଇଲ, ବଞ୍ଚିଗଲା ଜୀବନ

ଫୋନ୍‌ ସ୍ୱିଚ୍‌ ଅଫ୍‌ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।