ଆମେ ବି ତୁମ ଭୋଟର.. ଇଲେକ୍ସନ ବେଳେ ଆସୁଛ.. ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛ.. ଇଲେକ୍ସନ ସରିଗଲେ ଆମେ କିଏ ତୁମେ କିଏ ? କୁହ ସରକାର.. ଆମେ କାହିଁକି ଅଯୋଗ୍ୟ ?
Published: Pallipuspa Samal
Last updated: 15 December 2022, 07:59 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।