ଆମେ ବି ତୁମ ଭୋଟର.. ଇଲେକ୍ସନ ବେଳେ ଆସୁଛ.. ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛ.. ଇଲେକ୍ସନ ସରିଗଲେ ଆମେ କିଏ ତୁମେ କିଏ ? କୁହ ସରକାର.. ଆମେ କାହିଁକି ଅଯୋଗ୍ୟ ?
ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।
ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଧାୟକଙ୍କୁ ହଟହଟା କଲେ ସାଧାରଣ ଲୋକେ। ବାଉଁଶରେ ପ୍ରତୀକାତ୍ମକ ମୋବାଇଲ୍ ଟାଓ୍ୱାର କରି ଉଦ୍ଘାଟନ ପାଇଁ ନିମନ୍ତ୍ରଣ କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଗାଁ ଲୋକେ।
"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ଯୋଗୁଁ ଅସନ୍ତୋଷ ଜାହରି କରିଛନ୍ତି । ଏହାସହ ଏହାକୁ ସରକାରୀ ବାବୁଙ୍କ ବିରୋଧରେ ଗାଁ ଲୋକ ମେଳି ଆରମ୍ଭ କରିଦେଲେଣି ।