• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyang Man

Divyang student shines in Matric exam
ଶାରୀରିକ ଅକ୍ଷମତା ସତ୍ତ୍ୱେ ଜଗନ୍ନାଥଙ୍କ ସଫଳତା

ଶାରୀରିକ ଅକ୍ଷମତା, ଅନେକ ପ୍ରତିକୂଳତା, ତଥାପି ସେ ହାରି ନାହାନ୍ତି....ନିଜେ ନିଜେ ଚାଲୁଛନ୍ତି....ପାହାଚରେ ଚଢ଼ୁଛନ୍ତି....ଖାତାରେ ଲେଖୁଛନ୍ତି.....ବହି ଧରି ପଢ଼ୁଛନ୍ତି....ଏପରିକି ମୋବାଇଲ୍ ଚଳାଇପାରୁଛନ୍ତି ...ସବୁଥିରେ ପ୍ରତିଫଳିତ ହୋଇଛି ତାଙ୍କର ଦୃଢ଼ ଇଚ୍ଛାଶକ୍ତି... ସେ ପ୍ରମାଣିତ କରିଛନ୍ତି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସଫଳତା ମିଳେ....ଅସମ୍ଭବକୁ ସମ୍ଭବ କରିହୁଏ....

 Divyang youth passes Matriculation
ମାଟ୍ରିକ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଙ୍କ ସଫଳତା

ଅଦ୍ୟମ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଦିବ୍ୟାଙ୍ଗ ହୋଇଥିଲେ ବି ସଫଳତା ହାତ ମୁଠାରେ କରି ପାରିଛନ୍ତି। ହାତ ଗୋଡ଼ ନଥାଇ ବି ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର।

s
‘ମୁଁ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେଉ ନାହାନ୍ତି, ଜୀବନ ସାଥୀଟିଏ ଖୋଜି ଦିଅନ୍ତୁ’

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍କ ଯୁବକ ହେଲେ ଛେଣ୍ଡିପଦା ବ୍ଲକ୍‌ ଅନ୍ତର୍ଗତ ନୂଆପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜିବ ମହାପାତ୍ର।

ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?
ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?

ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି

Divyang man facing problem after drain water flows infront of his shop in Jajpur
ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?

ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି

IAS officer
ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ ଆଇଏଏସ୍‌...ସାଲ୍ୟୁଟ୍‌ ମାରିଲା ସୋସିଆଲ ମିଡ଼ିଆ

ଆଇଏଏସ୍‌ ହେବ ତ ଏମିତି ! ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ...ଏମିତି କାମ ପାଇଁ ସମସ୍ତେ କଲେ ପ୍ରଶଂସା । ସୋସିଆଲ ମିଡ଼ିଆ ବି ଜଣାଇଲା ସାଲ୍ୟୁଟ୍‌।

Divyang man Gadadhar Sahu wins bronze
ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ

ଟ୍ରେନ୍ ନେଇଗଲା ଦୁଇ ଗୋଡ଼, ତଥାପି ହାରିଲେନି ଗଦାଧର। ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ କେବଳ ସକ୍ଷମ ନୁହେଁ ସଫଳତା ତାଙ୍କୁ ଦେଇଛି ନୂଆ ପରିଚୟ। ନୂଆଦିଲ୍ଲୀରେ ଆୟୋଜିତ ୨୦ତମ ନ୍ୟାସନାଲ ପାୱାରଲିଫ୍ଟଙ୍ଗରେ ତୃତୀୟ ସ୍ଥାନ ସହ ପଦକ ହାସଲ କରିଛନ୍ତି ଶେରଗଡ଼ର ଗଦାଧର।

Euthanasia Appeal
‘ଆଉ ସହିହେବନି, ଆମକୁ ମରିବାକୁ ଅନୁମତି ଦିଅନ୍ତୁ’

ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି ।

Divyang Man
‘ମୁଁ ହାରିବା ଲୋକ ନୁହେଁ, ଥରେ ମୋ ବରା ଘୁଘୁନି ଖାଇକି ଦେଖ’

ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।

suicide
ପ୍ରଶାସନ ଉପରୁ ତୁଟିଲା ବିଶ୍ୱାସ ! ଜିଲ୍ଲାପାଳ ଓ ଏସ୍ପିଙ୍କ ସାମ୍ନାରେ ବିଷ ପିଇଦେଲେ ଅସହାହ

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

Odisha Divyang Man
ସ୍ୱାଭିମାନୀ ଶତ୍ରୁଘ୍ନ, ପିଲାଦିନୁ ଦିବ୍ୟାଙ୍ଗ, ଦେଢ଼ଟି ହାତରେ ଜିତିଛି ସଂସାର

ଏ ଦୁନିଆରେ ତ ବହୁତ୍ ଲୋକ ଅଛନ୍ତି, ଭଗବାନ ସବୁ କିଛି ଦେଲା ପରେ ବି ଅନ୍ୟ ପାଖରେ ହାତ ପାତୁଛନ୍ତି। ହେଲେ ଏନ୍ତୁଡ଼ିଶାଳରୁ ହାତ ହରାଇଥିବା ଶତ୍ରୁଘ୍ନ ସ୍ୱାଭିମାନର ସହ ବଞ୍ଚୁଛନ୍ତି। ଏତେ କର୍ମଠ ଯେ, ଏମିତି ଅବସ୍ଥାରେ ବି ଶତୁରା ନ ହେଲେ କାମ ଆଗେଇବନି। ଯାହାର ଘର କାମ ପଡ଼ିଲେ ଆଗ ଶତୁରାକୁ ଖୋଜା ପଡ଼େ। ଢେଙ୍କାନାଳରୁ ଦେଖନ୍ତୁ ଶତ୍ରୁଘ୍ନଙ୍କ ସଙ୍ଘର୍ଷର କାହାଣୀ...

Dibyanga Man
ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏକ ପାଇଖାନା ତିଆରିକୁ ନେଇ ହେମନ୍ତଙ୍କର ତାଙ୍କ ପଡ଼ୋଶୀଙ୍କ ସହ ବିବାଦ ରହିଛି। ଅଭିଯୁକ୍ତଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରୁଥିବାରୁ କିଛି ଅଭିଯୁକ୍ତ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି। ପୋଲିସ୍ କିଛି ନକରିବାରୁ ନିରାଶ ହୋଇ ସେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।