• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Water scarcity
ଜଳ ଯନ୍ତ୍ରଣାରେ ଦହଗଞ୍ଜ ହେଉଛନ୍ତି କୋରାପୁଟ ପଟ୍ଟାଙ୍ଗି ବ୍ଲକ ଜିଲ୍ଲାଗୁଣ୍ଠାର ନିରିହ ଜନତା

ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ପେଟ୍ରୁ ପଞ୍ଚାୟତର ଜିଲ୍ଲାଗୁଣ୍ଠା ବାସୀଙ୍କ ପାଇଁ ପାନୀୟ ଜଳ ଦିବା ସ୍ଵପ୍ନ । ଜଳ ସଙ୍କଟ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ସମାସ୍ୟାର ସମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଠାରୁ ସ୍ଥାନୀୟ ବିଧାୟକଙ୍କ ଯାଏ ନେହୁରା ହୋଇଥିଲେ ମଧ୍ୟ ଏଯାଏ ସମସ୍ୟାର ସମାଧାନ ହୋଇନାହିଁ...

mobile network issue
ପାହାଡ଼ ଉପରେ ଚାଲିଛି ଜନ ସେବା କେନ୍ଦ୍ର, ନେଟୱର୍କ ନ ଥିବାରୁ ଲୋକେ ହିନସ୍ତା

ଏବେ ବି ଅପହଞ୍ଚ ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ । ନେଟୱର୍କ୍ ନ ଥିବାରୁ ପାହାଡ ଉପରେ ଚାଲିଛି ଜନ ସେବା କେନ୍ଦ୍ର । ଜନ ସାଧାରଣ ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିମି ପାହାଡ ଚଢ଼ିବାକୁ ପଡୁଛି..

DNA Test Reveals The Truth Of Wife
DNA ଟେଷ୍ଟ ଖୋଲିଲା ପତ୍ନୀଙ୍କ କାରନାମା,୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗିଦେଲେ ସ୍ୱାମୀ...

କେବଳ ଏକ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ପାଇଁ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି।

Divyang
ଚାକିରି ଛଡ଼ାଇନେଲା କୋଭିଡ୍, ଫେରିବାଲା ସାଜିଲେ ଦିବ୍ୟାଙ୍ଗ

ହାତରେ ସାଇକେଲ.. ସାଇକେଲ ଉପରେ ଷ୍ଟେସନାରୀ ସାମଗ୍ରୀ.. ଆଉ ଏସବୁକୁ ବିକ୍ରି କରିବା ପାଇଁ ବାହାରିଛନ୍ତି ଦୃଷ୍ଟିବାଧିତ ଲକ୍ଷ୍ମଣ ଶବର.. ଗାଁ ଗାଁ ବୁଲି ବିକ୍ରି କରି ପଇସା ଆଣିଲେ ପରିବାର ଚଳିବ..

Bedridden man
ମେରୁଦଣ୍ଡ ଭଲ କରିଦିଅ..ନହେଲେ ମୋ ପରିବାର ଭାସିଯିବ..

ଅଚଳ ହୋଇପଡ଼ିଛି ପୂରା ଶରୀର.. ଏପଟେ ଅସହ୍ୟ ଯନ୍ତ୍ରଣା ସହିହେଉନି..ସ୍ତ୍ରୀ ପିଲାଙ୍କ ମୁହଁକୁ ଦେଖିଲେ ଛାତି ଫାଟିଯାଉଛି..ମେରୁଦଣ୍ଡ ଭଲ କରିଦିଅ ବୋଲି ହାତ ଯୋଡ଼ି କରୁଛନ୍ତି ଗୁହାରି..

News Fuse
ନେତା ହୋଇ ବି ଲାଇନରେ ରହିଲେ ହେଲେ ଅନ୍ନ ବେଳକୁ ନା ନା...

ନେତା ହୋଇ ବି ଲାଇନରେ ରହିଲେ ହେଲେ ଅନ୍ନ ବେଳକୁ ନା ନା...

  • Thursday, 27 April 2023
sattu distribution
ପିଲାଙ୍କୁ ସରକାର ଦେଉଛନ୍ତି ନିମ୍ନମାନର ଛତୁଆ, ଖାଉଛନ୍ତି ଗାଈ ଗୋରୁ

ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ। କୋମଳମତି ଶିଶୁଙ୍କ ପାଇଁ ସରକାର ଦେଉଥିବା ଛତୁଆ, ଖାଇବା ଉପଯୋଗୀ ନୁହେଁ। ଆସିଛି ଏମିତି ସାଂଘାତିକ ଅଭିଯୋଗ। ଏ ଛତୁଆକୁ ଶିଶୁଙ୍କ ବଦଳରେ ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଅଭିଭାବକ।

Naxal Attack In Chhattisgarh High Alert To 3 Districts Of Odisha
ଛତିଶଗଡ଼ରେ ରକ୍ତର ହୋଲି ଖେଳିଲେ ନକ୍ସଲ, ହାଇ ଆଲର୍ଟରେ ଓଡ଼ିଶାର ୩ ଜିଲ୍ଲା...

ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

2 missing
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ

ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।

Girl absconded with boyfriend father
ପୁଅକୁ ପ୍ରେମ ଜାଲରେ ଫସାଇଲେ, ହେଲେ ବାପା ସହ ଫେରାର ହୋଇଗଲେ ପ୍ରେମିକା...

ବୟଫ୍ରେଣ୍ଡ୍‌ର ବାପା ସହ ପ୍ରେମିକା ଫେରାର। ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍‌ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା।

Anganwadi running at veranda
୧୩ ବର୍ଷ ହେଲା ସରୁନି ଅଙ୍ଗନବାଡ଼ି ଘର

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !

cultivate apple
ଓଡ଼ିଶାର ଏଇଠି ଫଳୁଛି କାଶ୍ନିରୀ ଆପୁଲ୍

ଓଡ଼ିଶାର 45 ଡିଗ୍ରୀ ତାପମାତ୍ରାରେ ବି ଜମ୍ମୁକାଶ୍ମୀର ଭଳି ଆପୁଲ୍ ଫଳେଇ ପାରିଛନ୍ତି କାଳେଶ୍ୱର କାଣ୍ଡ.. କେମିତି ? ଆସନ୍ତୁ ଜାଣିବା..

Ratha Kattha
ଏଠି ନିଆରା ରଥଯାତ୍ରା, ରଥ ନିର୍ମାଣ ପାଇଁ ଆଜ୍ଞା ଦିଅନ୍ତି ଶ୍ରୀବଳଦେବଜୀଉ

ଅନ୍ୟସବୁ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ଆରମ୍ଭ ହୋଇଥାଏ ରଥ ନିର୍ମାଣ କାର୍ଯ୍ୟ.. ହେଲେ କେନ୍ଦୁଝରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି..

Chhattisgarh opens 17 gates of Kalma barrage to mislead tribunal
ଶୁଖିଲା ପଡ଼ିଥିଲା, ହଠାତ୍‌ ମାଡ଼ି ଆସିଲା ପାଣି...

ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି।

News Fuse
ଏମିତି ଟିଚର୍ ମୋଟରୁ ନେବେନି.. ଦରକାର ପଡ଼ିଲେ କିଛି ଦେବେ

ଅପରାଜିତା ମ୍ୟାଡାମ୍ ଏମିତି ପାଠ ପଢେଇଲେ ଯେ, ପିଲା ପୂରା ଚୁପ୍..

Know What To Do If You Lost YourPproperty Documents
ସମ୍ପତ୍ତି କାଗଜପତ୍ର ହଜିଗଲେ କ’ଣ କରିବେ ? କେମିତି ପାଇବେ ଡୁପ୍ଲିକେଟ୍‌ ଡକ୍ୟୁମେଣ୍ଟସ୍‌, ଜାଣନ୍ତୁ...

ସମ୍ପତ୍ତି କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବ୍ୟାଙ୍କ ଲକର୍‌ର ସହାୟତା ନିଆଯାଇଥାଏ। ଏହି କାଗଜପତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ବିନା କାଗଜପତ୍ରରେ ଆପଣ ଭବିଷ୍ୟତରେ ସମ୍ପତ୍ତି କାହାରିକୁ ବି ବିକ୍ରି କରିପାରିବେ ନାହିଁ।

  • Wednesday, 26 April 2023
୭ ହଜାର ବୟଫ୍ରେଣ୍ଡ୍‌ କରି ମାସକୁ ରୋଜଗାର କରୁଛନ୍ତି ୨ କୋଟି
୭ ହଜାର ବୟଫ୍ରେଣ୍ଡ୍‌ କରି ମାସକୁ ରୋଜଗାର କରୁଛନ୍ତି ୨ କୋଟି

ଅନେକ ଅଛନ୍ତି ଯେଉଁମାନେ ସ୍କୁଲ-କଲେଜରୁ ପ୍ରେମ ଚକ୍କରରେ ପଡିଯାଆନ୍ତି। ସେହିପରି ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ଚେଷ୍ଟା କରି ମଧ୍ୟ କାହାକୁ ପ୍ରେମରେ ପକେଇ ପାରନ୍ତି ନାହିଁ। ଜଣେ ୨୫ ବର୍ଷର ଯୁବତୀ କିନ୍ତୁ ୭ ହଜାର ପୁରୁଷଙ୍କ ଫସେଇ ସାରିଲେଣି।

Dairy product
BREAKING NEWS : ପହିଲାରୁ ବଢ଼ିବ ଛେନା,ପନିର ଦର

ପନିର କେଜି ୩୦ ଟଙ୍କା, ଖୁଆ କେଜି ୬୦ ଟଙ୍କା ବଢ଼ିବ

3 migrant labourers missing in ganjam
ଦାଦନ ଯାଇ ୩ ନିଖୋଜ, ଖସି ଆସିଥିବା ଶ୍ରମିକ କହିଲେ ଛାତିଥରା କଥା 

ପରିବାର ଲୋକଙ୍କ କହିବା କଥା ବର୍ତ୍ତମାନ ସେମାନେ ସେହି ସ୍ଥାନରୁ ପୁଣି ଲୁଚି ଆସିଛନ୍ତି କିନ୍ତୁ ତାଙ୍କ ପତ୍ତା ମିଳୁନି। କେଉଁଠି ଅଛନ୍ତି କିପରି ଅଛନ୍ତି ତାର ଖବର ନାହିଁ। ହେଲେ ସେଠାରୁ ଖସି ଆସିଥିବା ୨ ଜଣ ବ୍ୟକ୍ତି ସୁର ଦାସ ଏବଂ ପ୍ରଭକାର ଦାସ ସେଠାକାର ନିର୍ଯାତନାର କରୁଣ ଚିତ୍ର ବଖାଣିଛନ୍ତି।

Ratna Bhandar Key Missing Case
ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗ; ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ ।

Khariar
ବଜାରରେ ମହାଙ୍ଗା କାଜୁ, ହେଲେ ଚାଷୀଙ୍କ ପକେଟ୍ ଖାଲି

ପ୍ରାୟ ହଜାର ଟଙ୍କା ଦେଇ ଆମେ କାଜୁରେ ତିଆରି ମିଷ୍ଟାନ ଘରକୁ କିଣିକି ଆଣୁ..ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ.. କାଜୁ ଚାଷୀଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳେନି.. କଠିନ ପରିଶ୍ରମ ପରେ ଶାଗ ମାଛ ଦରରେ କାଜୁ ବିକ୍ରି କରି ହତାଶ ହୋଇପଡ଼ିଛନ୍ତି କାଜୁ ଚାଷୀ

Ganda baja artists
ଛାତି ଦୁଲୁକାଇ ଦିଏ ଗଣ୍ଡାବାଜା

ଏ ବାଦ୍ୟ ବାଜିଲେ ଛୋଟରୁ ବଡ ସମସ୍ତଙ୍କ ଛାତି ଦୁଲିକି ପଡେ..ବାହାଘର ହେଉ କି ଦେବଦେବୀ ପୂଜା ସବୁଠି ରହିଛି ଏହି ବଜାର ମହତ୍ୱ.. ଏ ହେଉଛି ଗଣ୍ଡାବଜା..ହଜାର ହଜାର ବର୍ଷ ପୁରୁଣା ଲୋକବାଦ୍ୟ

Samiti member appeals BDO
ବିଡିଓ ସାର୍, ଅନୁମତି ଦିଅ.. ମୁଁ ଦାଦନ ଖଟିବାକୁ ଯିବି

ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛି ଜଣେ ନାଚାର ଜନପ୍ରତିନିଧିଙ୍କ କଥା.. ପଦବୀ ଅଛି, କାମ କରିବାକୁ ଇଚ୍ଛାଶକ୍ତି ଅଛି ଆଉ କ୍ଷମତା ବି ଅଛି କିନ୍ତୁ ସେ ଅସହାୟ..

Cuttack Khannagar-Linkroad ring road to be expanded into 6-lane carriageway
ଆହୁରି ଚମକିବ ସିଲଭର୍‌ ସିଟି; କଟକ ରିଂ ରୋଡ୍ ହେବ ୬ ଲେନ୍

କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବାବେଳେ ଖାନନଗରଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

 Egg Identification
ଅଣ୍ଡା କିଣୁଥିଲେ ସାବଧାନ ! ଦିଅନ୍ତୁ ଏହିସବୁ ଦିଗ ପ୍ରତି ନଜର

ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।

  • Monday, 24 April 2023
  • Eggs