• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anganwadi

 Anganwadi Recruitment
Anganwadi Post: ଅଙ୍ଗନବାଡି ଚାକିରି ପାଇଁ ଆଉ ଚଳିବନି ୧୦ମ ପାସ୍‌

ଅଙ୍ଗନବାଡ଼ି ପାଇଁ ଆସିଲା ନୂଆ ନିୟମ । ଏଣିକି ଆଉ ଚଳିବନି ୧୦ମ ପାସ୍‌ । ସୁପରଭାଇଜର ଯୋଗ୍ୟତା ରହିବ ଗ୍ରାଜୁଏସନ ।

Consuming Anganwadi Chhatua:
Consuming Anganwadi Chhatua: ବିଷ ପାଲଟିଲା ଛତୁଆ ନା ପାରିବାରିକ ବିବାଦରୁ ଅଘଟଣ ? ଲାଗିରହିଛି ରହସ୍ୟ...

ନିଷ୍ପାପ ଶିଶୁକନ୍ୟା ଦୁଇଟି। ଜାଣିନଥିଲେ ଦୁନିଆ କ’ଣ। ଜୀବନକୁ ଜାଣିବା ଆଗରୁ ମରଣ ତାଙ୍କୁ କୋଳେଇ ନେଲା। ମା’ କାନ୍ଦୁଛି ଛାତିଫଟାଇ, ଭାଙ୍ଗିଯାଉଛି ବାପର ଧୈର୍ଯ୍ୟ। 

Anganwadi worker
ସୁଭଦ୍ରା ଫର୍ମ ବାଣ୍ଟିବା ହେଲା କାଳ; ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ

ସୁଭଦ୍ରା ଯୋଜନା ଫର୍ମ ବାଣ୍ଟିବା ହେଲା କାଳ। ଶେଷରେ ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । 

Subhadra Yojana
ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ

ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Subhadra Yojna
ସୁଭଦ୍ରା ଯୋଜନାକୁ ନେଇ ପୁଣି ଆସିଲା ବଡ଼ ଖବର!! ଏମାନେ ବି କରିପାରିବେ ଆବେଦନ..

‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ବି କରିପାରିବେ ଆବେଦନ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Anganwadi Centre
ସରକାରଙ୍କ ଭିନ୍ନ ପ୍ରୟାସ; ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ଡା ସହ କୁକୁଡ଼ା ଚିଆଁ ଫ୍ରି...

ଦିନକୁ ଦିନ ସରକାର ଶିଶୁ ଓ ମହିଳାଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଏବେ ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ତା ସହ କୁକୁଡ଼ା ଚିଆଁ ଫ୍ରି । 

Anganwadi Centre
‘ଅଙ୍ଗନବାଡି କେନ୍ଦ୍ର ଭିତରକୁ ଯିବାକୁ ଡ଼ର ଲାଗୁଛି’

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ମମତା ଘରଟି ତିଆରି ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି। ଫଳରେ ଅଙ୍ଗନୱାଡ଼ି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି।

Anganwadi running at veranda
୧୩ ବର୍ଷ ହେଲା ସରୁନି ଅଙ୍ଗନବାଡ଼ି ଘର

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !

Anganwadi
ଏ ଛତୁଆ ଖାଇଲେ ପିଲା ବଞ୍ଚିବେ ତ?

ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ

Delhi Anganwadi
ଅଙ୍ଗନବାଡ଼ି ବି ଚାଲୁଛି ଅନ୍‌ଲାଇନ୍‌ରେ, ନିୟମିତ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ଭଲ ଖାଇବା !

ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ପରମଜିତ କହିଛନ୍ତି ଯେ, ଗତ ବର୍ଷ କରୋନା ପରେ ହୋଇଥିବା ଲକ୍‌ଡାଉନ୍‌ ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଅସୁବିଧା ହେଉଥିଲା ।