ଅପରାଜିତା ମ୍ୟାଡାମ୍ ଏମିତି ପାଠ ପଢେଇଲେ ଯେ, ପିଲା ପୂରା ଚୁପ୍..
ସମ୍ପତ୍ତି କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବ୍ୟାଙ୍କ ଲକର୍ର ସହାୟତା ନିଆଯାଇଥାଏ। ଏହି କାଗଜପତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ବିନା କାଗଜପତ୍ରରେ ଆପଣ ଭବିଷ୍ୟତରେ ସମ୍ପତ୍ତି କାହାରିକୁ ବି ବିକ୍ରି କରିପାରିବେ ନାହିଁ।
ଅନେକ ଅଛନ୍ତି ଯେଉଁମାନେ ସ୍କୁଲ-କଲେଜରୁ ପ୍ରେମ ଚକ୍କରରେ ପଡିଯାଆନ୍ତି। ସେହିପରି ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ଚେଷ୍ଟା କରି ମଧ୍ୟ କାହାକୁ ପ୍ରେମରେ ପକେଇ ପାରନ୍ତି ନାହିଁ। ଜଣେ ୨୫ ବର୍ଷର ଯୁବତୀ କିନ୍ତୁ ୭ ହଜାର ପୁରୁଷଙ୍କ ଫସେଇ ସାରିଲେଣି।
ପନିର କେଜି ୩୦ ଟଙ୍କା, ଖୁଆ କେଜି ୬୦ ଟଙ୍କା ବଢ଼ିବ
ପରିବାର ଲୋକଙ୍କ କହିବା କଥା ବର୍ତ୍ତମାନ ସେମାନେ ସେହି ସ୍ଥାନରୁ ପୁଣି ଲୁଚି ଆସିଛନ୍ତି କିନ୍ତୁ ତାଙ୍କ ପତ୍ତା ମିଳୁନି। କେଉଁଠି ଅଛନ୍ତି କିପରି ଅଛନ୍ତି ତାର ଖବର ନାହିଁ। ହେଲେ ସେଠାରୁ ଖସି ଆସିଥିବା ୨ ଜଣ ବ୍ୟକ୍ତି ସୁର ଦାସ ଏବଂ ପ୍ରଭକାର ଦାସ ସେଠାକାର ନିର୍ଯାତନାର କରୁଣ ଚିତ୍ର ବଖାଣିଛନ୍ତି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ ।
ପ୍ରାୟ ହଜାର ଟଙ୍କା ଦେଇ ଆମେ କାଜୁରେ ତିଆରି ମିଷ୍ଟାନ ଘରକୁ କିଣିକି ଆଣୁ..ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ.. କାଜୁ ଚାଷୀଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳେନି.. କଠିନ ପରିଶ୍ରମ ପରେ ଶାଗ ମାଛ ଦରରେ କାଜୁ ବିକ୍ରି କରି ହତାଶ ହୋଇପଡ଼ିଛନ୍ତି କାଜୁ ଚାଷୀ
ଏ ବାଦ୍ୟ ବାଜିଲେ ଛୋଟରୁ ବଡ ସମସ୍ତଙ୍କ ଛାତି ଦୁଲିକି ପଡେ..ବାହାଘର ହେଉ କି ଦେବଦେବୀ ପୂଜା ସବୁଠି ରହିଛି ଏହି ବଜାର ମହତ୍ୱ.. ଏ ହେଉଛି ଗଣ୍ଡାବଜା..ହଜାର ହଜାର ବର୍ଷ ପୁରୁଣା ଲୋକବାଦ୍ୟ
ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛି ଜଣେ ନାଚାର ଜନପ୍ରତିନିଧିଙ୍କ କଥା.. ପଦବୀ ଅଛି, କାମ କରିବାକୁ ଇଚ୍ଛାଶକ୍ତି ଅଛି ଆଉ କ୍ଷମତା ବି ଅଛି କିନ୍ତୁ ସେ ଅସହାୟ..
କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବାବେଳେ ଖାନନଗରଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।
ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ।
ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
ଅଲିଭ ରିଡଲେ କଇଁଛଙ୍କ ପାଇଁ ଟ୍ରଲର ଚଳାଚଳ ଉପରେ ଲାଗିଛି ରୋକ୍, ଚିନ୍ତାରେ ମତ୍ସ୍ୟଜୀବୀ
ନିଶାମୁକ୍ତ ସମାଜର ବାର୍ତ୍ତା ନେଇ ରିକ୍ସାରେ ଭାରତ ଭ୍ରମଣ କରୁଛନ୍ତି ବୃଦ୍ଧ
ଏଇଠି ପୂଜା ପାଆନ୍ତି କୃଷକ ଦେବତା, ଭକ୍ତ ବି କୃଷକ ଭଗବାନ ବି କୃଷକ...ରାଜ୍ୟର ପ୍ରଥମ କୃଷକ ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା...
ବାଜା ବାଜୁଛି, ବିରାଟ ପଟୁଆର ଯାଉଛି..ପାଖରେ ପୁଣି ବାଘ ବୁଲୁଛି ଆଉ ନାଚୁଛନ୍ତି ଶିବ-ପାର୍ବତୀ
ବନ୍ଧାପଡ଼ିଛି ବିବେକ, ପ୍ରବଳ ଖରାରେ ଚାଲିଛି ଗଛକଟା..କାଳେ ପଞ୍ଚତାରକା ହୋଟେଲ ପାଇଁ ଅଡୁଆ ହୋଇଛି ଏହି ଗଛ ।
ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି। ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ, ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ। ଠକିଲେ, ତତ୍କାଳ ଅଭିଯୋଗ କରିି ପାରିବେ ଗ୍ରାହକ, ରହିବ ୨୪ ଘଣ୍ଟିଆ କଲ୍ ସେଣ୍ଟର।
ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜର ଆଉ ଏକ ଅଭାବନୀୟ କାହାଣୀ: ରାସ୍ତା ନଥିବାରୁ ଭାରରେ ବୁହା ହୋଇ, ଡଙ୍ଗାରେ ପାରି ହୋଇ ବ୍ୟାଙ୍କ ଯାଉଛନ୍ତି କେନ୍ଦ୍ରାପଡ଼ା ଏକମାଣିଆର ହିତାଧିକାରୀ। ଏଡିଏମ୍ କହିଲେ, ଏସବୁ ପ୍ରାୟୋଜିତ
ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।
ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।