ଆର୍ଟିଓୱାରୀ ଓ ଅଧିକାରୀୱାରୀ ଇ-ଚାଲାଣ ଆଦାୟ ଟାର୍ଗେଟ୍ ଦିଆଯାଇଥିବା କହିଛି ଏସଟିଏ। ଇ-ଚାଲାଣ ଜରିମାନା ଆଦାୟ ପାଇଁ ପରିବହନ ବିଭାଗର ଏଭଳି ଟାର୍ଗେଟ୍ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟ୍ରାଫିକ୍ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ୨୫୦ ଟଙ୍କା ଫାଇନ୍ କାଟିଛନ୍ତି ।