ନେତା ହୋଇ ବି ଲାଇନରେ ରହିଲେ ହେଲେ ଅନ୍ନ ବେଳକୁ ନା ନା...
Published: Manoranjan Behera
Last updated: 27 April 2023, 09:55 AM IST
ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ। କୋମଳମତି ଶିଶୁଙ୍କ ପାଇଁ ସରକାର ଦେଉଥିବା ଛତୁଆ, ଖାଇବା ଉପଯୋଗୀ ନୁହେଁ। ଆସିଛି ଏମିତି ସାଂଘାତିକ ଅଭିଯୋଗ। ଏ ଛତୁଆକୁ ଶିଶୁଙ୍କ ବଦଳରେ ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଅଭିଭାବକ।