ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !
Published: Pallipuspa Samal
Last updated: 26 April 2023, 01:34 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।