• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Salt Treatment To Minor Boy Bhadrak Superstitions
ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର, ଶବକୁ ଲୁଣରେ ପୋତି ଝଡ଼ାଫୁଙ୍କା କଲେ...

ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ଘୋଡ଼ାଇ ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

water atm
ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ : ହେଲେ ସବୁ ଅଚଳ ୱାଟର ଏଟିଏମ

ବର୍ଷ ବର୍ଷ ଧରି ଅନେକ ସ୍ଥାନରେ ଖତ ଖାଇଲାଣି ୱାଟର ଏଟିଏମ

Devotees walk on fire
ବିଶ୍ୱାସର ଯାତ୍ରା ନିଆଁ ପାଟଯାତ୍ରା, ମାନସିକ ପୂରଣ ପାଇଁ ନିଆଁରେ ଚାଲନ୍ତି ଶ୍ରଦ୍ଧାଳୁ

ବିଶ୍ୱାସର ଯାତ୍ରା ନିଆଁ ପାଟଯାତ୍ରା, ମାନସିକ ପୂରଣ ପାଇଁ ନିଆଁରେ ଚାଲନ୍ତି ଶ୍ରଦ୍ଧାଳୁ..

kundu fruit
କେବେ ଖାଇଛନ୍ତି କାଂଜିପାଣି ଘାଟିର କେନ୍ଦୁ

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଜଙ୍ଗଲୀ କେନ୍ଦୁ । କାଂଜାଘାଟି ଘାଟିର କେନ୍ଦୁ ଯିଏ ଖାଇଛି ଭୁଲିପାରିନି..

Stunning photo of forest
ଏମିତି ଏକ ଜଙ୍ଗଲ; ଦେଖିଲେ ଲାଗିବ କେବଳ ସୁନା ହିଁ ସୁନା

ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ ।

Stale food sold at roadside
ରାସ୍ତାକଡ଼ରେ ବାସିଖାଦ୍ୟର ପସରା ଧରିବାକୁ କେହିନାହିଁ

ରାସ୍ତାକଡ଼ରେ ବାସିଖାଦ୍ୟର ପସରା ଧରିବାକୁ କେହିନାହିଁ..ଜିଲ୍ଲାରେ ନାହାନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ।

Jajpur District Hospital
ଯାଜପୁର ମୁଖ୍ୟ ଚିକିତ୍ସାଳୟର ଏ କି ଅବସ୍ଥା ? ଗରମରେ ଆଉଟୁପାଉଟୁ ରୋଗୀ, ସମ୍ପର୍କୀୟ ଘରୁ ଆଣୁଛନ୍ତି ଫ୍ୟାନ୍‌

ଅଭିଯୋଗ କଲେ ନିଜ ଉଦ୍ୟମରେ ଫ୍ୟାନ କିଣି ଆଣି ଲଗାଇବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରାମର୍ଶ ଦେଉଥିବା ରୋଗୀ ଅଭିଯୋଗ କରିଛନ୍ତି । ସେପଟେ ସିଡିଏମଓ କହିଛନ୍ତି ୭୦ ରୁ ଊର୍ଦ୍ଧ୍ୱ ଫ୍ୟାନ ଖରାପ ହୋଇଛି ।

water problem
ପୀଢ଼ପୋଖରୀ ପୀଡ଼ା; ଇଏ ଏମିତକା ଏକ ଗାଁ ଯେଉଁଠିକି ଯିବାକୁ ନା ଅଛି ସବୁ ଦିନିଆ ରାସ୍ତା ନା ମିଳୁଛି ସର୍ବନିମ୍ନ ସୁବିଧା

ସ୍ଵାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା । ଗାଁକୁ ଯିବାକୁ ହେଲେ ଗୋଡି ମାଟି ଘାଟି ରାସ୍ତା ଦେଇ ପ୍ରାୟ ୭ କିମି ଗଲେ ଜଙ୍ଗଲ ଭିତରେ ପଡେ ଏହି ଗାଁ । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବଡ କାଳିମାଟି ପଞ୍ଚାୟତ ଅନ୍ତର୍ଗତ ପୀଢପୋଖରୀ ଗାଁର କଥା...

News Fuse
ନାରାଦେଲେ ସୁରଭାଇ ପାଳି ଧରିବାକୁ କେହିନାହିଁ

ନାରାଦେଲେ ସୁରଭାଇ ପାଳି ଧରିବାକୁ କେହିନାହିଁ

Sambalpur curfew Live Updates
ସୁଧୁରୁଛି ସମ୍ବଲପୁର; ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି ।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

Curfew Relaxation
ସୁଧୁରୁଛି ସ୍ଥିତି; ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ ।

Pension
ସରକାରୀ ବ୍ୟବସ୍ଥାକୁ ଉପହାସ, ଚଉକିକୁ ଆଶାବାଡ଼ି କରି ବୃଦ୍ଧା କୋଷେ ଦୂର ଯାଉଛନ୍ତି ! କିଏ ବୁଝିବ ଦୁଃଖ..?

ଖାଲି ପାଦରେ ପେନ୍‌ସନ୍‌ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।

OTV Cares
ଓଟିଭି କେୟାର୍ସ ପକ୍ଷରୁ ଡାଟା ଏଣ୍ଟ୍ରି ପାଇଁ କାଉନସେଲିଂ, ମେ ୧ରୁ କୋର୍ସ ଆରମ୍ଭ

ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...

ESMA
୬ ମାସ ଯାଏଁ ଷ୍ଟ୍ରାଇକ୍‌ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା ।

Olive Ridleys
ଏଥର ରେକର୍ଡ ସଂଖ୍ୟକ ଅତିଥି, ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ ଶେଷ

ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ଶେଷ...ଏଥର ଆସିଛନ୍ତି ରେକର୍ଡ ସଂଖ୍ୟକ ଅତିଥି...

growing strawberries
କୁଟିଆ ମହିଳାଙ୍କ କମାଲ, ଫଳାଇଲେ ଷ୍ଟ୍ରବେରୀ

ଦିନେ ଅଭାବ ଅସୁବିଧାରେ ଥିଲେ ଓ ଦାନାଗଣ୍ଡେ ପାଇଁ ସଂଘର୍ଷ କରୁଥିଲେ । ଏବେ କିନ୍ତୁ ନିୟମଗିରି ପାଦଦେଶରେ କୁଟିଆ ଜନଜାତି ମହିଳାଙ୍କ ଜୀବନ ସାଜିଛି ଷ୍ଟ୍ରବେରୀ ଚାଷ

News Fuse
ଇଏ କ’ଣ ଦେଖଦେଖୁ ଲାଜେଇ ଯାଉଛନ୍ତି ?

ହଇରେ ନାରଣ, ୟାର କ’ଣ କାରଣ …ଭାଇମାନେ କ’ଣ ମୁହଁ ଲୁଚେଇ ଚାଲିଛନ୍ତି…

Employee wins one year paid leaves in company lucky draw
ଭାଗ୍ୟଦେଲା ସାଥ୍, ଉଠିଲା ଲଟେରୀ...ବର୍ଷେ କାମ ନ କରି ପାଇବେ ପୂରା ଦରମା

ଆଜିକାଲି କର୍ମଚାରୀମାନଙ୍କୁ ଛୁଟି ଦେବା ନେଇ କର୍ପୋରେଟ୍ ଦୁନିଆ ପ୍ରାୟତଃ ଉଦାର ନୁହେଁ। ଗୋଟେ ଜରୁରୀ ଛୁଟି ପାଇଁ ବେଳେବେଳେ ତ ବସ୍‌ଙ୍କ ସହ ତେରିମେରି ବି ହୋଇଯାଏ। କିନ୍ତୁ ଏମିତି ଏକ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ବର୍ଷ ଛୁଟି ଦେଇଛି ତାହା ପୁଣି ପୂରା ଦରମା ସହିତ।

Biju Patnaik
ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ; ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା

ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।

Sambalpur violence
ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ।

Sambalpur News
ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

Lord Jagannath
ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ରଥଯାତ୍ରା ପୂର୍ବରୁ ଏହାଶେଷ ପଇତାଲାଗି । ଚନ୍ଦନଯାତ୍ରା ପୂର୍ବରୁ ପ୍ରତିବର୍ଷ ପଇତାଲାଗି କରାଯାଇଥାଏ । ଏହି ନୀତି ଅତି ଗୁପ୍ତ ଭାବେ କରାଯାଇଥାଏ ।

ଅଲିଭ ରିଡଲେ
ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ ରିଡଲେ କଇଁଛ, ମଜା ନେଉଛନ୍ତି ପର୍ଯ୍ୟଟକ

ଅଲିଭ୍ ରିଡଲେ କଇଁଛଙ୍କର ନିଜ ଜନ୍ମସ୍ଥାନ କହିଲେ ସମୁଦ୍ର ବେଳାଭୂମି। ଏବେ ସମୟ ଆସିଛି... ଅଣ୍ଡାରୁ ଫୁଟି ବାହାରିବା ପରେ କୂଳରେ ବିଚରଣ କରୁଛନ୍ତି ଛୋଟ ଛୋଟ ଅଲିଭ ରିଡଲେ। ଦେଖନ୍ତୁ ଋଷିକୂଲ୍ୟା ବେଳାଭୂମିର କିଛି ଝଲକ୍...

Nuapada Tiger
ନୂଆପଡ଼ାରେ କାବୁ ହେଲା କଲରାପତରିଆ

ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।