• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odia jawan martyred in Poonch terror attack
ଦିନକ ପରେ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, ହେଲେ ତା’ପୂର୍ବରୁ ଦେଶ ପାଇଁ ସହିଦ ହୋଇଗଲେ ଓଡ଼ିଆ ଯବାନ

ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

sambalpur violence
ଆସନ୍ତାକାଲିଠୁ ସମ୍ବଲପୁରରେ ଆହୁରି କୋହଳ ହେବ କର୍ଫ୍ୟୁ

ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।

  • Thursday, 20 April 2023
  • Curfew
Sambalpur internet Issue
ସମ୍ବଲପୁରରେ ଆଉ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା: ଅନଲାଇନ୍ ଆସିପାରୁନଥିବାରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରେ ଆଜିକୁ ୮ ଦିନ ହେବ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ୍। ଗୋଟେପଟେ କର୍ଫ୍ୟୁ ଅନ୍ୟ ପଟେ ଇଣ୍ଟରେନେଟ୍ ସେବାରେ କଟକଣାରୁ ଦୁର୍ବିସହ ହୋଇପଡ଼ିଛି ଜିଲ୍ଲାବାସୀଙ୍କ ଜୀବନ।

Odisha records highest growth in c-section deliveries
ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି ଟ୍ରେଣ୍ଡ୍

ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ- ୧୫ ପ୍ରତିଶତରେ ସୀମିତ ରଖ । ହେଲେ ରାଜ୍ୟର ଘରୋଇ ହସ୍ପିଟାଲରେ ଏଇ ହାର ୭୦ ପ୍ରତିଶତରୁ ଅଧିକ ।

Sambalpur Net Issue
ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା...କର୍ଫ୍ୟୁ କଷଣ ସାଙ୍ଗକୁ ୮ ଦିନ ଧରି ଇଣ୍ଟରନେଟ୍ ସେବା ବନ୍ଦରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ । ଜରୁରୀ ଆବଶ୍ୟକତା ପାଇଁ ପଡ଼ୋଶୀ ଜିଲ୍ଲାକୁ ଧାଉଁଛନ୍ତି ଲୋକେ

Summer holidays
ଆଗୁଆ ହେଲା ଖରାଛୁଟି; କାଲିଠୁ ପ୍ରଥମରୁ ଦ୍ୱାଦଶ ଯାଏଁ ସବୁ ସ୍କୁଲ ବନ୍ଦ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।

sp office road problem
ଚରମସୀମାରେ ଦୁର୍ନୀତି : ଏସ୍‌ପି ଅଫିସ ରାସ୍ତା ମାସେ ନପୁରୁଣୁ ଫାଟି ଆଁ କଲାଣି

ଯାଜପୁର ଏସ୍‌ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।

School Problem
ସ୍କୁଲ ଘର ଅଧାପନ୍ତରିଆ : ଭୂତ ଖାଇଗଲା ଟଙ୍କା !

ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।

CRPF Jawan Deadbody Found Hanging From Forest In Jajpur
ଜଙ୍ଗଲରୁ ମିଳିଲା ଯବାନଙ୍କ ଝୁଲନ୍ତା ମୃତଦେହ, ଛୁଟିରେ ଘରକୁ ଆସିଥିଲେ...

ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି।

Controversial Koida BDO transfered to violence-hit Sambalpur
ବିବାଦୀୟ କୋଇଡ଼ା ବିଡିଓଙ୍କ ବଦଳି

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍‌ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍‌ଙ୍କ ବଦଳି ହୋଇଛି।  ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ।

Sambalpur violence: internet services suspended for another 48 hours
ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ।

  • Thursday, 20 April 2023
  • Curfew
Patients suffer due to scarcity of sheds at SCB hospital in Cuttack
ବିଶ୍ୱସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ: ଧୂ ଧୂ ଖରାରେ ସିଝୁଛି ରୋଗୀଙ୍କ ଜୀବନ

ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି।

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ପୁଣି ତେଜିଲା 'ମହାନଦୀ' ରାଜନୀତି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ । ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମ ଦିନରେ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ବୁଲି ଦେଖିଛି । ତେଣେ ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲକୁ ଯିବାର ନଥିଲା ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟରେ ବି ରାଜନୀତି ତେଜିଛି ।

OTV Cares holds counselling for tailoring course
ଓଟିଭି କେୟାର୍ସ ପକ୍ଷରୁ ଟେଲରିଂ ପାଇଁ କାଉନସେଲିଂ ଆରମ୍ଭ

ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...

Meet Bhanjanagar’s Mitanjali
ଟେଲରିଂରୁ ସଫଳ ବ୍ୟବସାୟ

ସଂଘର୍ଷମୟ ଜୀବନରୁ ସଫଳତାର ସ୍ୱାଦ ଚାଖିଥିବା ମଣିଷଟେ ହେଉଛନ୍ତି ମିତାଞ୍ଜଳି ବିଷୋୟୀ.. ଆସନ୍ତୁ ଜାଣିବା ତାଙ୍କ କାହାଣୀ..

Know How To Update Aadhaar Card For Free
ଜାଣନ୍ତୁ, ମାଗଣାରେ କେମିତି କରିବେ ଆଧାର କାର୍ଡ ଅପଡେଟ୍‌...

କାର୍ଡଧାରୀଙ୍କ ଡକ୍ୟୁମେଣ୍ଟରେ ପ୍ରତ୍ୟେକ ଅପଡେଟ୍‌ ପାଇଁ ୫୦ ଟଙ୍କା ଚାର୍ଜ ଲାଗିଥାଏ। ତେବେ UIDAI ଏକ ଦମଦାର ଅଫର ଆଣିଛି। ଯଦ୍ୱାରା ଆଧାର କାର୍ଡ ହୋଲ୍ଡର ମାଗଣାରେ ସେମାନଙ୍କର ଆଧାରକାର୍ଡର ତଥ୍ୟ ଅପଡେଟ୍‌ କରିପାରିବେ।

Electricity Supply Disconnecting From School
କୋଟିଆ ସ୍କୁଲ୍‌ରୁ ବିଜୁଳି ସଂଯୋଗ କାଟିଲା ଆନ୍ଧ୍ର; ଗରମରେ ଛଟପଟ କୁନି କୁନି ଛାତ୍ରଛାତ୍ରୀ

ସୁଧୁରୁନି ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର।

Minor girl
ହୃଦୟ ଜିତୁଛି, କୁନିଝିଅ ଜୟନ୍ତୀ

ପଙ୍କରୁ ପଦ୍ମ ଫୁଟିଲା ଭଳି ଜୟନ୍ତୀର ଜୀବନ.. ସବୁ କଷ୍ଟ ଦୁଃଖ ଭିତରେ ସେ ସୁନ୍ଦର କଣ୍ଠଟିଏ ପାଇଛି, ଅସହାୟତା ଭିତରେ ବି ସ୍ୱପ୍ନ ଦେଖୁଛି, ମାଆର ସ୍ନେହ ଖୋଜୁଥିବା ଏଇ କୁନି ଝିଅଟି ତା ଭାଇମାନଙ୍କ ପାଇଁ ଅଜାଣତରେ ମାଆ ସାଜିଯାଇଛି..

Awas yojana
ଶୌଚାଳୟରେ ମେଲିଛି ପଦ୍ମା ମାଉସୀର ସଂସାର

ଟୟଲେଟରେ ରହୁଛନ୍ତି ପଦ୍ମା ମାଉସୀ: ଅସହାୟ ପଦ୍ମା ମାଉସୀଙ୍କ ଏଭଳି ଅବସ୍ଥା ଦେଖିଲେ, ଗରିବ କଲ୍ୟାଣ ଯୋଜନା କାହାପାଇଁ ବୋଲି ମନରେ ପ୍ରଶ୍ନ ଉଙ୍କିମାରୁଛି.. ଆଉ ବ୍ୟବସ୍ଥାକୁ ଗାଳି ଦେବାକୁ ଇଚ୍ଛା ହେଉଛି.. ଆଜି ଯାଏ ପଦ୍ମା ନାଏକଙ୍କ ଉପରେ ପଞ୍ଚାୟତ ଏବଂ ବ୍ଲକ୍ କତୃପକ୍ଷଙ୍କ ନଜର କେମିତି ପଡିନି?

Big Statement Of Chhattisgarh CM Over Mahanadi Water Dispute
ଭୂପେଶ ବାଘେଲଙ୍କ ବଡ଼ ବୟାନ- ‘ଛତିଶଗଡ଼ରୁ ମହାନଦୀ ବାହାରିଛି...ସବୁ ପାଣି ନେଉଛି ଓଡ଼ିଶା, ଆମକୁ ବନ୍ଧ ଦରକାର’

ମହାନଦୀ ଟ୍ରିବ୍ୟୁନାଲ୍‌ଙ୍କ କ୍ଷେତ୍ର ପରିଦର୍ଶନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ହେଲେ ଆମର ଏଠି କୌଣସି ବନ୍ଧ ନାହିଁ। 

Sambalpur violence: Internet services suspended for another 24 hrs
ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଗୋଟିଏପଟେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। 

Berhampur people annoyed over parking fee collection in MKCG hospital premises
ଏଠି ଚିକିତ୍ସା, ଔଷଧ ମାଗଣା...ହେଲେ ମେଡିକାଲ୍‌ ପରିସରରେ ଗାଡ଼ି ରଖିଲେ ୧୦ ଟଙ୍କା ଦେବାକୁ ବାଧ୍ୟ

ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ ଦିଅ। ଏମ୍‌କେସିଜି ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ। 

News Fuse
ଓଡ଼ିଶା ପଣାର ସ୍ୱାଦ ଅଲଗା

ଓଡ଼ିଶା ପଣାର ସ୍ୱାଦ ଅଲଗା..ପଣା ପିଇକି ପେଟ ଥଣ୍ଡା କଲେଣି ନେତା ଆଗକୁ ନିର୍ବାଚନ

VHP observes dawn to dusk bandh in 14 western Odisha districts
୧୪ ଜିଲ୍ଲାରେ VHPର ବନ୍ଦ ଡାକରା: ଦୋକାନ, ବଜାର ସହ ବସ୍ ଚଳାଚଳ ବନ୍ଦ  

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି। 

Water Scarity on Odisha
ପିଇବା ପାଣି ପାଇଁ ଡହଳ ବିକଳ ସ୍ଥିତି: ନଳକୂପ ଥାଇ ବି ପାଣି ବାହାରୁନି

ଗୋଟିଏ ପଟେ ସାରା ରାଜ୍ୟରେ ତାତି ବଢିବାରେ ଲାଗିଛି ଆଉ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଇବା ପାଣିର ସମସ୍ୟା।