• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Preparations For Rathayatra

Ratha Kattha
ଏଠି ନିଆରା ରଥଯାତ୍ରା, ରଥ ନିର୍ମାଣ ପାଇଁ ଆଜ୍ଞା ଦିଅନ୍ତି ଶ୍ରୀବଳଦେବଜୀଉ

ଅନ୍ୟସବୁ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ଆରମ୍ଭ ହୋଇଥାଏ ରଥ ନିର୍ମାଣ କାର୍ଯ୍ୟ.. ହେଲେ କେନ୍ଦୁଝରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି..

Preparations for Rathayatra
ରଥଯାତ୍ରା ପାଇଁ ପ୍ରସ୍ତୁତି, ଆଗେଇ ଚାଲିଛି ରଥ ନିର୍ମାଣ କାମ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯିବା ସହ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଛି ।