• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Action will be taken to curb black marketing of onions
ପିଆଜ କଳାବଜାରୀ କରୁଥିଲେ ସାବଧାନ ! କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ...

ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Ram Pathara
କେନାଲରେ ଭାସୁଥିଲା ପଥର, ଲୋକେ କାଢ଼ି ଆଣି କରୁଛନ୍ତି ପୂଜାର୍ଚ୍ଚନା...

କେନାଲରେ ପଶି ପଥରକୁ ବାହାରକୁ ଆଣିଲେ । ତାପରେ ଦେଖିଲେ ସତରେ ଏଇ ପଥରଟି ଭାସୁଛି । ତାପରେ ଆରମ୍ଭ ହେଲା ପୁଜାର୍ଚ୍ଚନା ।

  • Sunday, 29 October 2023
RTI activist Pradip Pradhan arrested by Mahila Police station
ପଚରାଉଚରା ପରେ ସୂଚନା ଅଧିକାର କର୍ମୀଙ୍କୁ ଗିରଫ କଲା ପୋଲିସ୍‌...

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି । 

Rationalists eat non veg food during Lunar Eclipse
ଗ୍ରହଣରେ ଆମିଷ, ଭେଜ୍‌ ବିରିୟାନୀ ଖାଇଲେ ହେତୁବାଦୀ

ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । 

Death
କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀ ରଶ୍ମିତାଙ୍କ ଜୀବନ

ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଅବହେଳିତ ଅବସ୍ଥାରେ ସ୍ମୃତି
ସେ ଗୀତିନାଟ୍ୟର ସମ୍ରାଟ, ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଜୀବନ ସମର୍ପିତ

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।

Bahanaga Train Tragedy
ନିଲାମ ହେଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି

କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏହାର କୋଚ୍ ଓ ଇଞ୍ଜିନ୍‌ ନିଲାମ କରାଯାଇଛି । ହାୱଡାର ମୋହିତ ଷ୍ଟିଲ କମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ୍ ଓ କୋଚ୍ ସବୁକୁ ୩ କୋଟି ୮୨ ଲକ୍ଷ ଟଙ୍କା ଦେଇ କିଣିଛି ।

Locals express corruption over extortion of money in name of accommodation
ଟଙ୍କା ପାଇଛନ୍ତି ମିଛ ହିତାଧିକାରୀ

ଉଠାଦୋକାନୀଙ୍କୁ ଥଇଥାନ ନାଁରେ ସହାୟତା ରାଶି ହଡ଼ପ ।

ECI
ଆଜିଠୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ୍ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ୍ ସଂଖ୍ୟା ବଢ଼ି ୩୭ ହଜାର ୮୦୯ରେ ପହଞ୍ଚିଛି।

Koraput Khalashi association to organize International Gold Cup football
ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି ଖଲାସି

ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍‌ ଖେଳିବା । ଟିକିଏ ଫୁରସତ୍‌ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି । 

Andhra Health Camp In Kotia
ପୁଣି କୋଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ, ଧୂଳିପଦର ପଞ୍ଚାୟତରେ ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟ ଶିବିର

ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି।

Plot Booking To Begin For Cuttack Baliyatra From Oct 30
ଆସନ୍ତା ୩୦ରୁ କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।

Lingaraj Temple
ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।

Controversy increases over suspension of Niti rituals in Lingaraj temple
ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।

Odisha MLA attends to patients in Rajgangpur hospital as doctors remain absent
ଡାକ୍ତର ନଥିବାରୁ ରୋଗୀ ଦେଖିଲେ ବିଧାୟକ

ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀ ଦେଖିଲେ ରାଜଗାଙ୍ଗପୁର ବିଧାୟକ । ରାଜଗାଙ୍ଗପୁର CHCରେ ଗତ ଦୁଇ ଦିନ ହେଲା ଡାକ୍ତର ନାହାନ୍ତି...

  • Thursday, 26 October 2023
The MLA doing treatment
ରାଜଗାଙ୍ଗପୁରରୁ ଆସିଲା ଅଭାବନୀୟ ଦୃଶ୍ୟ, MLA ଦେଖିଲେ ରୋଗୀ

ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।

Lord Lingaraj
ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ; ଗତକାଲି ମଙ୍ଗଳଆଳତି ପରଠୁ ଆଉ ହୋଇନି ନୀତିକାନ୍ତି

ସେବାୟତଙ୍କ ବିବାଦରୁ କାଲିଠୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଗତକାଲି ମଙ୍ଗଳ ଆଳତୀ ପରଠାରୁ ଆଉ ଠାକୁରଙ୍କର ନୀତିକାନ୍ତି ହୋଇନଥିଲା କି ଭୋଗ ମଧ୍ୟ ହୋଇନଥିଲା ।

  • Thursday, 26 October 2023
Raghubar Das
ରାଜ୍ୟପାଳ ନିଯୁକ୍ତ ହେବା ମୋ ପାଇଁ ଗୁରୁ ଦାୟିତ୍ୱ: ରଘୁବର ଦାସ

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ରଘୁବର ଦାସ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ।

Private bus strike
ଆଜି ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ବସିବ ବୈଠକ; ସରକାର-ବସ୍ ମାଲିକ ସଂଘ ମଧ୍ୟରେ ହେବ ଆଲୋଚନା

ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ ବାହାରି ପାରିନଥିଲା କୌଣସି ନିଷ୍କର୍ଷ ।

Family members seek for help to bring their kins body from Hyderabad
ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ଶବ, ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ...

 ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି ।

  • Tuesday, 24 October 2023
Retired teacher
ରାସ୍ତା ନିର୍ମାଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କ ଅନଶନ; ହେଲେ ପ୍ରଶାସନ ରଖିଲାନି ପ୍ରତିକ୍ରିୟା

ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।

5T Secretary VK Pandian takes voluntary retirement
ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍‌

5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS ମିଳିଛି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ।

Tiger returns to Gajapati
ଦିନରେ ଜଙ୍ଗଲରେ ବୁଲୁଛି, ସଂଜ ହେଲେ ଗାଁ ମୁହାଁ ହେଇ ଗାଈଗୋରୁ ଖାଉଛି

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି। ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ।

Tiger returns to Gajapati
ଓଡ଼ିଶା ମୁହାଁ ଆନ୍ଧ୍ର ବାଘ; ରାତି ହେଲେ ଗାଁରେ ପଶି କରୁଛି ଶିକାର

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା।

Sans bridge
ପ୍ରତିଶ୍ରୁତିର ପୋଲ ଏଠି କେବେ ? ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି..

ଗାଁକୁ ରାସ୍ତା ନାହିଁ, ଆଗରୁ ଥିଲା ବାଲିବସ୍ତା ଏବେ କାଠ ପୋଲ ହିଁ ଭରସା । ପ୍ରତିଶ୍ରୁତି ମିଳିଛି ଯେ, କେବେ ପୋଲ ହେବ ଜଣାନାହିଁ ?