• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chemical

Odisha Disaster Preparedness Day
ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା; ସବୁ ପଞ୍ଚାୟତରେ ହେବ ସ୍ୱୟଂକ୍ରିୟ ପାଣିପାଗ କେନ୍ଦ୍ର

ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ, ପିଅନଠୁ ମୁଖ୍ୟଶାସନ ସଚିବ, ସମସ୍ତେ ନେବେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ । ସବୁ ସରକାରୀ କର୍ମଚାରୀ ମଧ୍ୟ ବିପର୍ଯ୍ୟୟ ପରିଚାଳନା କୋର୍ସ କରିବାକୁ ବାଧ୍ୟ ।

America
ବର୍ଷକୁ ଲକ୍ଷେ ଲୋକଙ୍କ ପ୍ରାଣ ନେଉଛି ଏହି କେମିକାଲ୍‌

ବର୍ଷକୁ ଲକ୍ଷେ ଲୋକଙ୍କ ଜୀବନ ନେଉଛି ଏକ ବିଷାକ୍ତ କେମିକାଲ୍ । ଏହି ରାସାୟନିକ ପଦାର୍ଥ ହୃଦରୋଗ କରାଉଛି ଓ ସେଥିରୁ ଲୋକଙ୍କ ମୃତ୍ୟୁ ଘଟୁଛି । ଏକ ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଆତଙ୍କିତ ଆମେରିକୀୟ । ତେବେ ସବୁଠୁ ଅଧିକ ଚିନ୍ତାର କାରଣ ହେଉଛି, ଏହି କେମିକାଲର ପ୍ରଚଳନ ଦୈନନ୍ଦିନ ଜୀବନରେ ଏତେ ବ୍ୟାପକ ଯେ, ଏହାଠୁ ଦୂରେଇ ରହିବା ଏକପ୍ରକାର ଅସମ୍ଭବ

cosmetic and plastic
ବାର୍ଷିକ ଲକ୍ଷେ ଲୋକଙ୍କ ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିବା କେମିକାଲ

ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିଲା କେମିକାଲ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବହୁଳ ଭାବରେ ବ୍ୟବହୃତ ହେଉଛି ରାସାୟନିକ ପଦାର୍ଥ । ଆଉ ଏହି ରାସାୟନିକ ପଦାର୍ଥ କେତେ ମାରାତ୍ମକ ହୋଇପାରେ, ଏହା ନୂତନ ଅନୁସନ୍ଧାନରୁ ଜଣା ପଡିଛି । କେମିକାଲ ବ୍ୟବହାର ଯୋଗୁଁ ଆମେରିକାରେ ଅନେକ ଲୋକ ଜୀବନ ହରାଉଛନ୍ତି