• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dress Code

Dress Code
ପୁରୀ ପରେ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଡ୍ରେସ୍ କୋଡ୍ ଦାବି ଉଠିଲା

ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି ।

Servitors launch campaign for decent dress code in Puri Srimandir
ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶିଖେଇଲେ ଶାଳୀନତା; ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା

ଆଗାମୀ ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍ଜିତ ପୋଷାକ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ସେଥିପାଇଁ ପ୍ରତିଦିନ ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ରରେ ମାଇକ ଦ୍ୱାରା ସୂଚନା ଦିଆଯିବା ସହ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଅବଗତ କରାଯାଇଛି ।

Dress Code For Jagannath Temple
JTP ଜଗିବେ ଡ୍ରେସ୍ କୋଡ୍

କିଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି, ଆଉ କେଉଁ ପୋଷାକକୁ ବାରଣ ?। JTP ଜଗିବେ ଡ୍ରେସ୍ କୋଡ୍ । ଶ୍ରୀମନ୍ଦିର ଚାରିଦ୍ୱାର ଓ ବେଢ଼ାରେ ରଖିବେ ନଜର..

Dress Code For Jagannath Temple
ଶ୍ରୀମନ୍ଦିର ଯାଉଛନ୍ତି କି ? ଅଶାଳୀନ ଡ୍ରେସ୍‌ ପିନ୍ଧିଲେ ବାଟ ହୁଡ଼ିବ ଟେମ୍ପଲ୍‌ ପୋଲିସ

ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର ।

Dress Code for Srimandira
ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା। ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ବାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର ସଜ୍ଞା ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ

No lungi or nighties
ଲୁଙ୍ଗି କିମ୍ବା ନାଇଟି ପିନ୍ଧିଲେ ବାହାରେ ବୁଲିବା ମନା !

ସର୍ବସାଧାରଣ ସ୍ଥାନରେ ଲୁଙ୍ଗି କିମ୍ବା ନାଇଟି ପିନ୍ଧିବା ନିଷେଧ, ଏହି ସୋସାଇଟିରେ ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍