Servitors launch campaign for decent dress code in Puri Srimandir
ଶ୍ରୀମନ୍ଦିରକୁ ଯିବାକୁ ହେଲେ କେମିତି ପୋଷାକ ପିନ୍ଧି ଯିବାକୁ ହୁଏ ବୁଝେଇଲେ। ହ୍ୟାପ୍ ପ୍ଟାଣ୍ଟ ଉପରେ ସାଇଜି କରି ଧୋତି ପିନ୍ଧେଇଲେ, କଛା ମାରି ଦେଲେ। ଆଉ ବୋଲ, ଜୟ ଜଗନ୍ନାଥ କହି ମନ୍ଦିରକୁ ଯିବାକୁ ଦେଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ଶାଳୀତନା ପୂର୍ଣ୍ଣ ପୋଷାକ ପରିଧାନକୁ ବାଧ୍ୟତାମୂଳକ ଲାଗୁ କରାଯିବା ପୂର୍ବରୁ ଆଜି ସକାଳୁ ସକାଳୁ ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। କାର୍ତ୍ତିକ ମାସ ଆରମ୍ଭରୁ ହ୍ୟାପ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଦୁଇ ଯୁବ ଭକ୍ତଙ୍କୁ ଏମିତି ଢଙ୍ଗରେ ଶାଳୀନତା ଶିଖେଇ, ନିଜ ହାତରୁ ଧୋଇ କିଣି ପିନ୍ଧେଇ, ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ଯାତ୍ରୀପଣ୍ଡା। ନୂଆ ନିୟମ ସଂପର୍କରେ ଅଜ୍ଞ ଏ ଦୁଇ ଯୁବ ଭକ୍ତ ବି ଖୁସି ଖୁସିରେ ଧୋତି ପିନ୍ଧି ଜଗା ଦର୍ଶନ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)