• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pneumonia

Pneumonia Cases
ଦିଲ୍ଲୀ ଏମ୍ସରେ ନିମୋନିଆ ମାମଲା ବୃଦ୍ଧି, ସରକାରଙ୍କ ତରଫରୁ ବିବୃତ୍ତି ଜାରି

ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।

Viral Fever
ବଢ଼ୁଛି ଖୁଁ ଖୁଁ ସୁଁ ସୁଁ, ମେଡିସିନ ଖାଇଲେ ବି ଛାଡ଼ୁନି ଥଣ୍ଡା, କାଶ

ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ । ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର । ମେଡିସିନ ଖାଉଥିଲେ ବି ଛାଡ଼ୁନି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି । ସେପଟେ ଚିନ୍ତା ବଢ଼ାଉଛି ଚୀନରେ ଉଦବେଗଜନକ ସ୍ଥିତିରେ ଥିବା ନିମୋନିଆ ସଂକ୍ରମଣ ।

Viral Fever
ଚୀନରେ ନିମୋନିଆ, ଓଡ଼ିଶାରେ ଛନକା; ଆଲାରାମ୍‌ ଘଣ୍ଟି ବଜାଇଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟର ବିଭିନ୍ନ ହସପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଔଷଧ ସେବନ ପରେ ବି ଦୀର୍ଘଦିନ ଯାଏଁ ଲାଗି ରହୁଛି କାଶ, କଫ ।

China Pneumonia
ଚୀନର ରହସ୍ୟମୟ ନିମୋନିଆକୁ ନେଇ ଭାରତରେ ଛନକା, କୋଭିଡ୍ ଭଳି ସର୍ଭେଲାନ୍ସ ପାଇଁ କେନ୍ଦ୍ରର ପରାମର୍ଶ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଚୀନରେ ଶିଶୁଙ୍କ ଠାରେ ଦେଖାଦେଇଥିବା ନିମୋନିଆ ସଂକ୍ରମଣ କୌଣସି ନୂଆ ଭୂତାଣୁ ଯୋଗୁ ହୋଇନି। ଏସବୁ ଭୂତାଣୁ ଆମ ଦେଶରେ ବି ରହିଛି ।

pneumonia
ଚୀନରେ ରହସ୍ୟମୟ ନିମୋନିଆ, ହସ୍ପିଟାଲରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା

କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।