ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।
ଅସୁସ୍ଥଙ୍କୁ ମେଡିକାଲ ନେବାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପିସିଆର ଭ୍ୟାନରେ ହସ୍ପିଟାଲ ଯିବା ପରେ ମୃତ ଘୋଷଣା ।
ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା...
ଗତ କିଛି ସପ୍ତାହ ମଧ୍ୟରେ ଯାହା କିଛି ଘଟିଥିଲା ସେ ସବୁ ଭୁଲିଯାଇଥିଲେ । ଏକଥା ସେହି ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜେ ବଖାଣିଛନ୍ତି ।
ଭୁବନେଶ୍ୱର ଏମ୍ସରେ CPR କୌଶଳ ଶିକ୍ଷା ପ୍ରଦାନ କରାଯାଇଛି ।