• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

America President Election
ସାଉଥ କରୋଲିନା ନିର୍ବାଚନରେ ବାଇଡେନ ବିଜୟୀ...ଡେମୋକ୍ରାଟିକ ପାର୍ଟି ରେସରେ ଆଗୁଆ

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନ୍‌ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଆଉ ପାଦେ ଆଗେଇଛନ୍ତି।

Chile Forest Fire
ଜନବସତିକୁ ବ୍ୟାପିଲା ଜଙ୍ଗଲ ନିଆଁ...୪୬ ମୃତ, ୧୧୦୦ରୁ ଅଧିକ ଘର ପାଉଁଶ

ଭାଲପାରାଏଜୋରେ ନିଆଁକୁ ଆୟତ୍ତ କରିବା ପାଇଁ ୧୯ଟି ହେଲିକାପ୍ଟର ଓ ୪୫୦ରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଛି । ନିଆଁ ବ୍ୟାପିବା ଯୋଗୁଁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

Taliban
ତାଲିବାନୀ ଶାସନରେ ଅତିଷ୍ଠ ମହିଳା... ଭୋଗୁଛନ୍ତି ନର୍କ ଯନ୍ତ୍ରଣା

ମହିଳାମାନଙ୍କୁ ଜେଲରେ ବନ୍ଦୀଭାବରେ ରଖାଯାଇଛି। ସେଠାରେ ଶାରୀରିକ ନିର୍ଯାତନା ଦିଆଯାଉଛି। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡର ବ୍ୟବସ୍ଥା କରାଯାଇଛି।

 US Air Strikes
ଆମେରିକା ଟାର୍ଗେଟରେ ଆତଙ୍କୀ ଆଡ୍ଡା: ଇରାକ ଓ ସିରିୟାରେ ଏୟାର ଷ୍ଟ୍ରାଇକ୍

ଆତଙ୍କୀ ଆଡ୍ଡା ଉପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଯଦି କେହି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ ଆମେ ଚୁପ୍ ବସିବୁ ନାହିଁ ବୋଲି ବାଇଡେନ୍ କହିଛନ୍ତି।

Chinese Lovers Executed
ପ୍ରେମିକା କଲା ପାଗଳ... ଦୁଇ ପିଲାଙ୍କୁ ୧୫ମହଲାରୁ ଫିଙ୍ଗିଦେଲା ବାପା

ଝାଙ୍ଗ ପୋଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପିଲାମାନେ ଅସାବଧାନତା ବଶତଃ ପଡିଯାଇଥିଲେ। ତଳେ ଲୋକଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା।

Indian Student Dead
ପୁଣି ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସପ୍ତାହେ ମଧ୍ୟରେ ଗଲାଣି ୩ ଜୀବନ

ଚଳିତ ବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା।

  • Friday, 02 February 2024
Nokia Mobile
ବଦଳିଲା ନୋକିଆ ୱେବସାଇଟର ନାଁ...ନୂଆ ରୂପରେ ଆସିବ ଆଗାମୀ ଫୋନ

ନୋକିଆର ୱେବ ସାଇଟ ଓ ସୋସିଆଲ ମିଡିଆ ଆକାଉଣ୍ଟର ନାମ ପରିବର୍ତ୍ତନ ହୋଇଯାଇଛି । ନୋକିଆର ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ୱେବସାଇଟର ନାଁ ବଦଳାଇ ହ୍ୟୁମାନ ମୋବାଇଲ ଡିଭାଇସ ରଖିଛି ।

Whatsapp
Whatsapp Feature: ହ୍ୱାଟସଆପରେ ଆସିଲା ନୂଆ ଫୋଲ୍ଡର...ଏଇଠି ରହିବ ସିକ୍ରେଟ ଚାଟ୍

ହ୍ୱାଟସଆପରେ ଆସିଲା ନୂଆ ଫିଚର । ଏଥର ଚାଟକୁ କରିପାରିବେ ଲକ୍ । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ ।

Mark Zuckerberg Apology
ଏମିତି କ’ଣ ହେଲା ଯେ ସମସ୍ତଙ୍କ ଆଗରେ ଭୁଲ୍ ମାଗିଲେ ଜୁକରବର୍ଗ ?

ଏଥିପାଇଁ ଅନେକ ନିରୀହ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏପରି କ୍ଷେତ୍ରରେ ଆପଣ ପୀତିତଙ୍କ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ଦେଇଛନ୍ତି? ପ୍ରଶ୍ନ ବାଣରେ ଅଭିଯୋଗକାରୀଙ୍କ ଓକିଲ ଜୁକରବର୍ଗଙ୍କୁ ଘାଇଲା କଲେ।

China backs Pakistan charge of India hand in mysterious killings
ଭାରତ ବିରୋଧରେ ଷଡ଼ଯନ୍ତ୍ର ! ପାକିସ୍ତାନ ଦାବିକୁ ଚୀନ କରୁଛି ସମର୍ଥନ

ଭାରତ ବିରୋଧରେ ଚାଲିଛି କି ଷଡ଼ୟନ୍ତ୍ର ? ଏକାଠି ହାତ ମିଳାଇଛନ୍ତି କି ଚୀନ ଆଉ ପାକିସ୍ତାନ । ସୀମା ବିବାଦକୁ ନେଇ ଏହି ଦୁଇ ଦେଶ ଭାରତ ସହ ଅନେକ ଥର ଶତ୍ରୁତା କରିଛନ୍ତି ।

Corruption index
ଦୁର୍ନୀତି ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ...୯୩ତମ ସ୍ଥାନରେ ଭାରତ

୧୮୦ଟି ଦେଶର ସାଧାରଣ ଜନତା, ବିଶେଷଜ୍ଞ ଓ ବ୍ୟବସାୟୀଙ୍କୁ ନେଇ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସୂଚକାଙ୍କ ଅନୁଯାୟୀ ଶୂନ୍ୟ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ, ୧୦୦ଅତ୍ୟନ୍ତ ସ୍ୱଚ୍ଛ। ୨୦୨୩ ମସିହାରେ, ଭାରତର ମୋଟ ସ୍କୋର ୩୯ ଥିବାବେଳେ ୨୦୨୨ରେ ଏହା ୪୦ରେ ପହଞ୍ଚିଥିଲା।

Imran Khan
ଉପହାର ନେବା ପଡ଼ିଲା ମହଙ୍ଗା...ଇମ୍ରାନ ଓ ପତ୍ନୀଙ୍କୁ ସଜା ଶୁଣାଇଲେ କୋର୍ଟ

ଗତକାଲି ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିବା ବେଳେ ଆଜି ଇମ୍ରାନଙ୍କ ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଗତକାଲି ଇମ୍ରାନଙ୍କୁ ବିବାଦୀୟ ସାଇଫର୍ ଅର୍ଥାତ ଗୁପ୍ତ ଦସ୍ତାବିଜ ଲିକ ମାମଲାରେ ଜେଲ ଦଣ୍ତ ମିଳିଥିଲା ।

Salvador Jail
ଏହି ଜେଲରେ ଅଛନ୍ତି ଦୁନିଆର ସବୁଠୁ ଖତରନାକ କଏଦୀ, ଯେଉଁଠୁ ମୁକୁଳିବାର ରାସ୍ତା କେବଳ ମୃତ୍ୟୁ!

ସାଲଭାଡୋରର ଜେଲକୁ ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ ବୋଲି ବିବେଚନା କରାଯାଏ। ଏଠାରେ ଲୋକଙ୍କୁ ଜୀବନ୍ତ ପୋଡି ଦିଆଯିବା ଏବଂ ମୁଣ୍ଡ କାଟିବା ପରେ ଫୁଟବଲ ଖେଳିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି।

Imran Khan
ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଶକ୍ତ ଝଟକା, ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସିଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ।

Blue Aliens
‘ମୁଁ ଏଲିୟନଙ୍କ ବଂଶଜ, ସେଥିପାଇଁ ସେମାନେ ମୋତେ ଭେଟିବାକୁ ଆସିଥିଲେ’

କୋଲିୟ କହିଛନ୍ତି ଯେ, ସେହି ଏଲିୟନ୍‌ମାନେ ବିସିୟସ୍‌ ଓ ମୋରୋନେୟ ନାମକ ଏଣ୍ଡ୍ରୋମିଡିଅନ୍‌ ଭାବେ ଜଣାଶୁଣା ।

  • Tuesday, 30 January 2024
  • Alien
Four-Day Work Week
ଆଉ ଚାପରେ ରହିବେନି କର୍ମଚାରୀ; ସପ୍ତାହକୁ ୩ ଦିନ ଛୁଟି, ଅଫିସ୍‌ ଆସିବେ ୪ ଦିନ !

ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ ଅଫିସରେ କାମ କରିବେ ମାତ୍ର ୪ ଦିନ । କର୍ମଚାରୀମାନଙ୍କ ଚାପ ଓ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

29Storey Building
୨୯ ମହଲା ଉପରୁ ଡେଇଁଲେ ଯୁବକ; କିନ୍ତୁ ଖୋଲିଲାନି ପାରାଚ୍ୟୁଟ୍‌, ଚାଲିଗଲା ଜୀବନ

କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍‌ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍‌ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ ।

MonaLisa
ପ୍ୟାରିସର ଲୁଭ୍ ମ୍ୟୁଜିୟମରେ ପେଣ୍ଟିଂ ଉପରକୁ ସୁପ୍ ମାଡ଼

ଅବଶ୍ୟ ଏହି ଦୁର୍ମୂଲ୍ୟ ପେଣ୍ଟିଂଟି ବୁଲେଟ ପ୍ରୁଫ୍ କାଚ ବାକ୍ସ ଭିତରେ ଥିବାରୁ, ତାର କିଛି କ୍ଷତି ହୋଇନାହିଁ । ତେବେ ସୂଚନା ମିଳିଛି ଯେ, ଫ୍ରାନ୍ସ ସରକାରଙ୍କ କୃଷିନୀତିକୁ ବିରୋଧ କରି ଏବଂ ଚାଷୀଙ୍କ ଅଧିକାର ଦାବିରେ ଏହି ପ୍ରତିବାଦ କରାଯାଇଛି ।

Maldives Parliament
ସଂସଦ ଗୃହ ନା ରେସଲିଂ ରିଂ ! ଶାସକ-ବିରୋଧୀ ଭିତରେ ବିଧା, ଗୋଇଠା, ଚୁଟି ଝିଙ୍କାଝିଙ୍କି... ଦେଖନ୍ତୁ ଭିଡିଓ

୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP ।

Indian Navy
ସାହସ ଦେଖାଇଲେ ଭାରତୀୟ ବୀର, ମୃତ୍ୟୁ କବଳରୁ ଉଦ୍ଧାରିଲେ ୨୩ ଜୀବନ

ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳୁଥିବା ଜାହାଜ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌବୀର । ୟେମେନ ହୁତି ଗ୍ରୁପର ମିଜାଇଲ୍ ଆକ୍ରମଣରେ ବ୍ରିଟେନର ଏକ ତୈଳ ବୋଝେଇ ଜାହାଜରେ ନିଆଁ ଲାଗିଯାଇଥିଲା ।

Britain student
ଭୁଲିଲେନି ପରମ୍ପରା...ଷ୍ଟେଜକୁ ଉଠିଲେ..ଶିକ୍ଷକଙ୍କ ପାଦ ଛୁଇଁ କହିଲେ ଜୟ ସିୟାରାମ

ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।

Death
ଆଖିରେ ଦେଖିଲେ ମୃତ୍ୟୁଦଣ୍ତ, ଅମ୍ଳଜାନ ବିନା ଛଟପଟ ହେଉଥିଲା ଜୀବନ

ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି ।

Snake
ଚାଲୁଥିଲା ଗାଡ଼ି, ହଠାତ୍ କାର୍‌ର ଏସି ଜାଲି ଭିତରୁ ବାହାରିଲା ସାପ..ଆଉ ତା’ପରେ…

କାର୍‌ ଭିତରୁ ବାହାରିଲା ସାପ । ସେପୁଣି ଆଉ କେଉଁଠୁ ନୁହେଁ ସାମ୍ନାରେ ଥିବା ଏସି ଜାଲି ଭିତରୁ । ଏପରି ଭୟଙ୍କର ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।

  • Saturday, 27 January 2024
  • Snake
Emergency Exit
୭୭ ଜୀବନ ବଞ୍ଚାଇଲେ ଯାତ୍ରୀ; ବିମାନ ଡୋର୍‌ ଖୋଲି ଡେଣାରେ ବସିଲେ

AM672 ବିମାନରେ ଅତି କମରେ ୭୭ ଜଣ ଯାତ୍ରୀ ଥିଲେ । ବିମାନରେ ଏପରି ଘଟଣା ଘଟିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀମାନଙ୍କ ଠାରୁ ଏ ସମ୍ପର୍କରେ ମତାମତ ମଗାଯାଇଥିଲା ।

  • Saturday, 27 January 2024
World Court
ଇସ୍ରାଏଲକୁ ଇଣ୍ଟରନ୍ୟାସନାଲ କୋର୍ଟର ନିର୍ଦ୍ଦେଶ; ଗାଜାରେ ତୁରନ୍ତ ବନ୍ଦ କର ନରସଂହାର

ଗତବର୍ଷ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ, ଗାଜାପଟ୍ଟି ଉପରେ ବୋମାବର୍ଷଣ ଆରମ୍ଭ କରିଛି ଇସ୍ରାଏଲ୍ ।

  • Saturday, 27 January 2024
  • Israel