ଦୁଃଖ ଦେଇଛି ଭାରତ ବିଭାଜନ । ସେ ସମୟରେ ଅନେକଙ୍କୁ ନିଜର ଭିଟାମାଟି ଛାଡ଼ି ଯିବାକୁ ପଡ଼ିଛି । ଅନେକ ଯନ୍ତ୍ରଣାର କାହାଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାକ୍ଷୀ ହୋଇରହିଛି । ଆଜି ବି ଭାବିଲେ ଦେହ ଶିତେଇ ଉଠେ ।