• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Ukraine Russia War
କିଭ୍ ସ୍ଥିତ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ

୨୧ ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।

ICJ
ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।

Earthquake
ଜାପାନ୍‌ରେ ଭୂ-କମ୍ପ ! ବିଚ୍ଛିନ୍ନ ହେଲା ବିଦ୍ୟୁତ ସେବା, ୨ କୋଟି ଘର ଅନ୍ଧାରରେ

ଭୂମିକମ୍ପ ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ୨ କୋଟି ଘର ଅନ୍ଧାରରେ ରହିଛି ।

zelensky With Biden
ଥମୁନି ଋଷର ନିଷ୍ଠୁରତା ! ଖୋଲାଖୋଲି ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାଯ୍ୟ ମାଗିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।

Union External Affairs Minister S Jaishankar
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

Ukraine Russia War
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ : ୟୁକ୍ରେନର ଜନବସତିକୁ ଟାର୍ଗେଟ୍ କରୁଛି ଋଷ,ଧ୍ୱସ୍ତବିଧ୍ୱସ୍ତ ବଡ଼ ବଡ଼ କୋଠା

ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

Russia-Ukraine War
୨୧ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ : କିଭରେ ଗୁରୁବାର ପର୍ଯ୍ୟନ୍ତ ପୁଣି ଲାଗିଲା କର୍ଫ୍ୟୁ

ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି

internet
ୟୁକ୍ରେନ୍‌ରେ ପୋଟାସିୟମ ଆୟୋଡାଇଡ୍ ଟାବଲେଟ୍‌ର ହାଇ ଡିମାଣ୍ଡ୍

ଆଣବିକ ବିକିରଣରୁ ରକ୍ଷା ପାଇବା ପାଇଁ ଲୋକେ ସେବନ କରୁଛନ୍ତି ପୋଟାସିୟମ ଆୟୋଡାଇଡ୍

Ukraine-Russia War
ଯୁଦ୍ଧ ପାଇଁ ଋଷ ପାଖରେ ଆଉ ନାହିଁ ଅସ୍ତ୍ରଶସ୍ତ୍ର ! ଚୀନକୁ ମାଗିଲା

ୟୁକ୍ରେନକୁ କବଜ୍‌ କରିବା ସହଜ ନୁହେଁ। ଯୁଦ୍ଧ କରି କରି ଋଷ ପାଖରୁ ସରିଗଲାଣି ଅସ୍ତ୍ରଶସ୍ତ୍ର । ଏବେ ଚୀନକୁ ମାଗିଲା ସାହାଯ୍ୟ। କହିଲା ମତେ ତୁରନ୍ତ ଦିଅ

Model
ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

୨୩ ବର୍ଷୀୟ ଋଷୀୟ ମଡେଲର ନାମ ଗ୍ରେଟା ୱେଡଲର। ପୁଟିନ ଜଣେ 'ମାନସିକ ରୋଗୀ' ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

World's best sniper
ଋଷ ବିରୋଧରେ ଯୁଦ୍ଧ ଲଢ଼ିବେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲି : ସାଢ଼େ ୩ କିଲୋମିଟର ଦୂରରୁ ଲକ୍ଷ୍ୟଭେଦର ରହିଛି ରେକର୍ଡ

ରୟାଲ୍ କାନାଡିଆନ୍ ୨୨ତମ ରେଜିମେଣ୍ଟରେ ଥିବା ବେଳେ ଓ୍ୱାଲି ଇରାକ୍ ଓ ‌ଆଫଗାନିସ୍ତାନରେ ବି ଯୁଦ୍ଧ ଲଢ଼ିଛନ୍ତି

Special Story
ବିଶ୍ୱର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ରହିଛି ସୁଇମିଂ ପୁଲ ସୁବିଧା

କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ।

Russia Ukraine War
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

Volodymyr Zelenskyy
ଆକ୍ରମଣର ୧୯ ଦିନରେ ଆହୁରି ତୀବ୍ର ହୋଇଛି ଋଷର ମିଶନ୍ କିଭ୍

ବିମାନ ଫ୍ୟାକ୍‌ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି ।

Volodymyr Zelenskyy
ଭୀତ-ତ୍ରସ୍ତ କିଭ ! ଆଖି ପିଛୁଳାକେ ବୋମା ବର୍ଷା, ଦାଉ ଦାଉ ୯ ମହଲା କୋଠା

ୟୁକ୍ରେନ୍‌ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଛି ।

russia-seeks-military-equipment-from-china
ୟୁକ୍ରେନ୍‌ ସହ ଯୁଦ୍ଧରେ ଋଷିଆର ସ୍ଥିତି ଖରାପ ? ଚୀନ ଠାରୁ ସାମରିକ ସହାୟତା ଲୋଡ଼ିଲେ ପୁଟିନ୍‌ ସରକାର

ଚୀନ ଠାରୁ ଋଷିଆ ସାମରିକ ସହାୟତା ଲୋଡ଼ିଥିବା ସୂଚନା । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ।

Ukraine President Volodymyr Zelensky issues chilling warning to NATO
NATOକୁ ଚେତାଇଲେ ଜେଲେନ୍‌ସ୍କି, କହିଲେ-  ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ

 ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍‌ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ। 

Russia Ukraine War
ୟୁକ୍ରେନ୍‌ରେ ବର୍ଷୁଛି ବୋମା : ୧୩ଶହ ୟୁକ୍ରେନ ସୈନ୍ୟ ନିହତ, କେବଳ ମରିପଲ ସହରରେ ୨୧ ଶହରୁ ଅଧିକ ଲୋକ ମୃତ

ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି ।

American Journalist Shot Dead
ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Ukraine-Russia War
"ଆମ ସମସ୍ତଙ୍କୁ ମାରିବା ପରେ ହିଁ ସେମାନେ କିଭ୍‌ରେ ପଶିପାରିବେ"

କିଭ୍ ପାଇଁ କର ବା ମର ସ୍ଥିତି । ଉତ୍ତର, ପଶ୍ଚିମ ଓ ଉତ୍ତରପୂର୍ବ ଦିଗରୁ ଘେରି, ୟୁକ୍ରେନ୍ ରାଜଧାନୀର ଆହୁରି ନିକଟତର ହୋଇଛି ଋଷୀୟ ସେନା । ଆଉ କେବଳ ପୂର୍ବ ପଟୁ ଦଖଲ କରିବା ବାକି ରହିଲା ।

Ukraine-Russia War
ରକ୍ତମୂଖା ଋଷ୍ ମାଡି ଚାଲିଛି

୧୮ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି ଧ୍ୱଂସର ତାଣ୍ଡବ । ଲିଭିଭ୍ ଅଞ୍ଚଳର ଏକ ମିଲିଟାରୀ ବେସ୍ ଉପରେ ଘନଘନ ରୁଷୀୟ ଏୟାର୍ଷ୍ଟ୍ରାଇକ୍ ଯୋଗୁଁ ୩୫ ଜଣଙ୍କ ଜୀବନ ଯାଇଛି ।

Putin- Zhelensky
ପୁଟିନ୍‌ଙ୍କୁ ସିଧାସଳଖ ଭେଟିବାକୁ ଚାହୁଁଛନ୍ତି ଜେଲେନ୍‌ସ୍କି

ଋଷ ଯୁଦ୍ଧ ବିରତି ଘୋଷଣା କଲେ ହିଁ, ସେ ଜେରୁସେଲମ୍‌ରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Hang Till Death
ଏକାଥରକେ ୮୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ, ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍‌କାଏଦା ଓ ଆଇଏସ୍‌ଆଇଏସ୍ ଆତଙ୍କୀ ଅଛନ୍ତି ।

Russia Ukraine War
ଛିନ୍‌ଛତ୍ର ହୋଇଗଲାଣି ୟୁକ୍ରେନ୍‌ ! ଋଷର ୩୦ ମିଜାଇଲ ମାଡ଼, ପୁଣି ୩୫ ମୃତ

ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭ୍‌ରେ ଆଜି ହୋଇଛି ମିଜାଇଲ୍ ମାଡ଼ । ରୁଷିଆ ୩୦ଟି କ୍ରୁଜ ମିଜାଇଲ ମାଡ଼ କରିବାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।