Advertisment

ଗୁରୁଦ୍ୱାର ଉପରେ ଆତଙ୍କବାଦୀ ଆକ୍ରମଣ, ବ୍ୟାକ୍‌ ଟୁ ବ୍ୟାକ୍‌ ବିସ୍ଫୋରଣରେ ଥରିଲା କାବୁଲ

କାବୁଲ ସ୍ଥିତ ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି।  ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Blast hits Gurudwara in Kabul

Blast hits Gurudwara in Kabul

ଆଫଗାନିସ୍ତାନ କାବୁଲ ସ୍ଥିତ ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି।  ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ଗୁରୁଦ୍ୱାର ପରିସରରେ ବିସ୍ପୋରଣ ହୋଇଥିଲା। ପରେ ଆଉ ଦୁଇଥର ବିସ୍ଫୋରଣ ହୋଇଥିଲା।

Advertisment

ବିସ୍ଫୋରଣରେ ଗୁରୁଦ୍ୱାରକୁ ଲାଗି ରହିଥିବା କିଛି ଦେକାନରେ ନିଆଁ ଲାଗି ଯାଇଛି। ବିସ୍ଫୋରଣକାରୀମାନେ ଗୁରୁଦ୍ୱାର ପରିସରରେ ଲୁଚି ରହିଥିବା ସୂଚନା ମିଳିଛି। ତାଲିବାନ୍ ପୋଲିସ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି।  

Afghanistan Kabul Blast Hits Gurudwara
Advertisment
Advertisment