ଏମ୍ବର ହର୍ଡ ମାମଲାରେ କୋର୍ଟଙ୍କ ରାୟ ଜନି ଡେପ୍ଙ୍କ ସପକ୍ଷରେ ଯିବା ପରେ ସେ ବିଜୟ ଉତ୍ସବ ମନାଇଛନ୍ତି । ଇଂଲଣ୍ଡରେ ଏହି ରେସ୍ତୋରାଂ ଭାରତୀୟ ଖାଦ୍ୟ ପରିବେଷଣ କରିଥାଏ । ଯେଉଁଠି ୪୮ ଲକ୍ଷ ଖର୍ଚ୍ଚ କରିଛନ୍ତି ସେ ।
ହଲିଉଡ଼ ଷ୍ଟାର ଜନି ଡେପ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇ ପ୍ରୋଫାଇଲ ମାନହାନି ମୋକଦ୍ଦମାର ରାୟ ପ୍ରକାଶ ପାଇଛି। ବୁଧବାର ଏକ ଖଣ୍ଡପୀଠ ଏହାର ଶୁଣାଣି କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି।