ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।
Published: Otv Khabar Bureau
Last updated: 15 June 2022, 01:30 PM IST
ମତେ ପଲଟିକାଲ ମର୍ଡର କରାଯାଇଛି। ସୁନ୍ଦର ନାରୀର ସୌନ୍ଦର୍ଯ୍ୟ ହେଉଛି ନିଜ ସୁନ୍ଦର। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ମାରିବା ଠିକ୍ ନୁହେଁ। ମୋ ଟିକେଟ୍ କଟିଲା କାହିଁକି ମୁଁ ଜାଣେ...ହେଲେ ପରିପ୍ରକାଶ କଲେନି। କୋହ ନଥିଲେ ମଣିଷ ହେବା କେମିତି? ଶୁଣନ୍ତୁ ଖୋଲାକଥାରେ ଆଉ କଣ ମନଖୋଲି କହୁଛନ୍ତି ପାଟ୍ଟଶାଣୀ