ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି।
ଦେଶକୁ ଦେଶ ଘୁରି ବୁଲୁଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ....
ରାଷ୍ଟ୍ରପତି ଗୋଟାବାୟାଙ୍କ ପଳାୟନ ସତ୍ତ୍ୱେ ଶ୍ରୀଲଙ୍କାରେ ଥମୁନି ଅଶାନ୍ତିର ନିଆଁ...
ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍ ଅଛନ୍ତି। ୮୮ ଭୋଟ୍ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍।
ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଗଲେ ରାଜପକ୍ସେ, ପୂର୍ବରୁ ଦେଶ ଛାଡ଼ି ମାଳଦ୍ୱୀପରେ ଥିଲେ
ଦେଶରେ ସ୍ଥିତି ନିୟନ୍ତ୍ରଣ ଲାଗି ବିକ୍ରମସଙ୍ଘେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।
ଏପଟେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କଲେ କାମଚଳା ରାଷ୍ଟ୍ରପତି ବିକ୍ରମାସିଂଘେ
ବୋରିସ ଜନସନ୍ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବୋରିସ୍ ଜନ୍ସନ୍ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।
‘ରୋଗରେ ପଡ଼ନ୍ତୁ ନାହିଁ କି, ଦୁର୍ଘଟଣାର ଶିକାର ହୁଅନ୍ତୁ ନାହିଁ।’ କାରଣ ଦେଶରେ ଆଉ ଔଷଧ ନାହିଁ। ଏଭଳି କିଛି ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ଶ୍ରୀଲଙ୍କାର ଡାକ୍ତର।
ସମୁଦ୍ର ଦେଖା ହେଲା କାଳ । ବାପା ଓ ଦୁଇ ଛୁଆ ସମୁଦ୍ରରେ ଭାସିଗଲେ ।
ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି।
ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ଜଣାପଡ଼ିଛି।
ସାରା ବିଶ୍ୱର ନଜର ଏବେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ଥିବା ବେଳେ, ତେଣେ ବାହାରେ ଜନତାଙ୍କ ଦୁର୍ଦ୍ଦଶାରେ କୌଣସି ସୁଧାର ଆସିନି । ପେଟ୍ରୋଲ ଓ ଡିଜେଲ ପାଇଁ କଲମ୍ବୋରେ ଲମ୍ବା ଲାଇନ୍ ଲାଗିଛି ।
ରାଷ୍ଟ୍ରପତିଙ୍କ ବାସଭବନ ଦେଖିବାକୁ ଜନତାଙ୍କ ଉତ୍କଣ୍ଠା । ଲମ୍ବା ଲାଇନ୍ରେ ଛିଡ଼ା ହୋଇଛନ୍ତି ହଜାର ହଜାର ଲୋକ...
ପେଟ୍ରୋଲ କି ଡିଜେଲ୍ ମିଳୁନି, ସାଇକେଲ ଆଡ଼କୁ ଢ଼ଳୁଛନ୍ତି ଶ୍ରୀଲଙ୍କାବାସୀ ।
୧୩ରେ ରାଷ୍ଟ୍ରପତି ଗୋଟାବାୟାଙ୍କ ଗାଦି ଛାଡିବା ପୂର୍ବରୁ ବଢୁଛି ଉତ୍କଣ୍ଠା । ଆନ୍ଦୋଳନକାରୀ କହିଲେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ହିଁ ଘରକୁ ଯିବୁ ।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଏହି ଆଇନ୍ ଦ୍ୱାରା କର୍ମଚାରୀ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିବେ ଓ ଯାତାୟାତ ସମୟ ମଧ୍ୟ ବଞ୍ଚିଯିବ
ଶ୍ରୀଲଙ୍କାରେ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ଦୁଇ ଦୁଇଟି ଭିନ୍ନ ଘଟଣା ଘଟିଛି । ପ୍ରଥମତଃ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହେବା ସହ ଏନେଇ ଘୋଷଣା କରିଛନ୍ତି ଗୋଟାବାୟା ରାଜପାକ୍ସେ। ଏହାର କିଛି ସମୟ ମଧ୍ୟରେ ହିଁ ଶ୍ରୀଲଙ୍କା ସରକାରର ସମସ୍ତ ମନ୍ତ୍ରୀ ଆଜି ସାମୁହିକ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାକୁ ଶାସନ କରିବେ ବିରୋଧୀ !
ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ । ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା?
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍ସନ୍ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।
ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସବୁଠି ଅଶାନ୍ତିର ନିଆଁ। ଆର୍ଥିକ ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବିଦ୍ରୋହ ଥମୁ ନାହିଁ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି।
ଶ୍ରୀଲଙ୍କାର ଆର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପକ୍ସେ ।
ସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ସେ ସମୁଦ୍ର ମଝିରେ ନୌସେନା ଜାହାଜରେ ଆଶ୍ରୟ ନେବେ।
ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ କମି ନାହିଁ। ଦେଶରେ ତେଲ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଲୋକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଲ୍ ଷ୍ଟାଡିୟମକୁ ଘେରିଛନ୍ତି। ବିକ୍ଷୋଭରେ ସାମିଲ ଅଛନ୍ତି ସନଥ୍ ଜୟସୁରିଆ।