• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Rishi Sunak biography
ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ବ୍ରିଟେନର ଶାସନ ଭାର ଗ୍ରହଣ କରିଥିବା ରିଷି ସୁନକଙ୍କ ବାପା-ମା ହେଉଛନ୍ତି ମୂଳ ଭାରତୀୟ। ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ରିଷି ସୁନକ ଏବଂ ପେନି ମର୍ଡାଣ୍ଟ ଦୌଡରେ ଥିଲେ। ବୋରିସ୍ ଜନସନ ପଛକୁ ହଟିଲା ପରେ ରିଷି ସୁନକଙ୍କ ରାସ୍ତା ସହଜ ହୋଇଗଲା। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ରୋଚକ କଥା।

Rishi Sunak
ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଭାରତକୁ ୟୁକେରୁ ଦିଓ୍ୱାଲି ଭେଟି। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍‌ରୁ ଓହରିବା ପରେ, ୪୨ ବର୍ଷୀୟ ରିଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି। ରିଷିଙ୍କ ପାଖରେ ୧୩୭ ଦଳୀୟ ସାଂସଦଙ୍କ ସମର୍ଥନ ଥିବା ବେଳେ, ବହୁ ପଛରେ ପଡ଼ିଥିଲେ ପେନି ମରଡଣ୍ଟ।

Rishi Sunak
ବ୍ରିଟେନ୍ ରାଜନୀତିର ସାପଶିଢ଼ି ଖେଳରେ ଜଣେ ଓସ୍ତାଦ୍ ଖେଳୁଆଡ଼ ରିଷି ସୁନକ

କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନସନ୍ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ରିଷି।

Rishi sunak is new uk pm
ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ 

Xi Jinping
ଇତିହାସ ରଚିଲେ ଜିନ୍‌ପିଙ୍ଗ୍‌ ! ତୃତୀୟ ଥର ପାଇଁ ହେଲେ ଚୀନ୍‌ର ସର୍ବେସର୍ବା

କ୍ଷମତାଶାଳୀ ନେତା ଜିନ୍‌ପିଙ୍ଗ (Xi Jinping)ଙ୍କ ଉପରେ ତୃତୀୟ ଥର ପାଇଁ ଚୀନ୍‌ କମାଣ ।

Elon Musk Plans To Fire 75% Employees After Buying Twitter
ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ଟ ଟ୍ୱିଟର(Twitter) ଯଦି ସମ୍ପୂର୍ଣ୍ଣ ଭାବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ(Elon Musk)ଙ୍କ ଅଧିନକୁ ଚାଲିଯାଏ, ତା’ହେଲେ ଅଧିକାଂଶ କର୍ମଚାରୀଙ୍କ ଚାକିରି ଚାଲି ଯିବାର ବିପଦ ରହିଛି।

Girl from Pak undergoes bone marrow transplant in India
କୁନି ଝିଅ ପାଖରେ ହାର ମାନିଲା ଭାରତ-ପାକ୍ ଶତ୍ରୁତା

ଭାରତ ପାକିସ୍ତାନ ଶତ୍ରୁତା ବିଷୟରେ କିଏ ନ ଜାଣେ। ଉଭୟ ଦେଶର ଲୋକେ ପରସ୍ପରକୁ ଘୃଣା ଚକ୍ଷୁରେ ଦେଖିବା ସ୍ୱାଭାବିକ ହୋଇଯାଇଛି। କିନ୍ତୁ ଏକ କୁନିଝିଅ ଆଗରେ ଏସବୁ ଫିକା ପଡିଯାଇଛି । ଜାଣନ୍ତୁ ପୂରା ଖବର…

Allegation Against Imran Khan
ଇମ୍ରାନଙ୍କ ବିରୋଧରେ ଚୋରି ଅଭିଯୋଗ; ରାଜକୋଷରୁ ଉଠାଇ ନେଲେ ଦାମୀ ବନ୍ଧୁକ, ସୁନାଘଣ୍ଟା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନାଁରେ ଚୋରୀ ଅଭିଯୋଗ। ଆଉ କେଉଁଠୁ ନୁହେଁ, ପାକ୍‌ ରାଜକୋଷରୁ ଚୋରି କରିଥିବା ତଥା ଏସବୁ ଜିନିଷକୁ ବଜାରରେ ବିକ୍ରୀ କରିଥିବା ନେଇ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଛି ।

Awake Operation in Rome
ଆନାସ୍ଥେସିଆ ନଦେଇ ବ୍ରେନ ଟ୍ୟୁମର ଅପରେସନ: ଏମିତି ହେଲା ରୋଗୀଙ୍କ ଅବସ୍ଥା...

ଆପଣ ଜାଣିଥିବେ, ବଡ ଧରଣର  ଅସ୍ତ୍ରୋପଚାର ପୂର୍ବରୁ ସାଧାରଣତଃ ରୋଗୀଙ୍କୁ ଅଚେତ କରାଯାଇଥାଏ। ଏହାଦ୍ୱାରା ରୋଗୀ ଯନ୍ତ୍ରଣାକୁ ଅନୁଭବ କରିପାରେନି । ଯଦି ଚେତା ଥିବା ଅବସ୍ଥାରେ କୌଣସି ବଡ ଧରଣର ଅପରେସନ କରାଯାଏ ? କେତେ କଷ୍ଟ ହେଉଥିବ ରୋଗୀଙ୍କୁ ! ତଥାପି ଡାକ୍ତର ଆଜିକାଲି ଏପରି ଉପାୟକୁ କାହିଁକି ଅପଣାଇଥାନ୍ତି ?

RISHI SUNAK
ବଢ଼ୁଛି ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ଲୋକପ୍ରିୟତା, କରିପାରନ୍ତି ବ୍ରିଟେନ୍‌ ଉପରେ ରାଜ୍‌

ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ରେସ୍‌ରୁ ବାହାରେ ରହିବାକୁ ବୋରିସ ଜନସନ୍ ଚାପ ପକାଉଥିବା ଶୁଣିବାକୁ ମିଳୁଛି ।

Imran Khan Creates History In Pak Politics
ଇମ୍ରାନ୍‌ ଖାନ୍‌ଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ

ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

Liz Truss
୫୫ ଦିନରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ ଲିଜ୍ ଟ୍ରସ୍ ! ୪୪ ଦିନରେ ଦେଲେ ଇସ୍ତଫା

ଟିକସ ହ୍ରାସ ନିଷ୍ପତ୍ତି ହେଲା ବୁମେରାଂ । ଦେବାଳିଆ ଅର୍ଥନୀତି ପାଇଁ ଟଳିଲା ଲିଜ୍ ଟ୍ରସଙ୍କ ଗାଦି ।

Boston University Created Artificial Covid-19 Virus In laboratory
ପୁଣି ସାରା ବିଶ୍ୱରେ କରୋନା ବ୍ୟାପିବା ଆଶଙ୍କା ! ସବୁଠୁ ଘାତକ ଭାଇରସ୍‌ ପ୍ରସ୍ତୁତ କଲେ ବୈଜ୍ଞାନିକ

ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍‌ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।

Liz Truss
ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ଇସ୍ତଫା

ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ପଦତ୍ୟାଗ କଲେ ଟ୍ରସ୍

Russia-Ukraine War
ଜଟିଳ ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି : ବ୍ୟାକଫୁଟରେ ଥିବା ଋଷିଆର ପୁଣି ଆକ୍ରମଣ

ୟୁକ୍ରେନ ଯୁଦ୍ଧ ଆରମ୍ଭ ପର ଠାରୁ ଋଷ ବାୟୁସେନାକୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିବା ସୂଚନା ମିଳିଛି ।

Protest against China's Xi Jinping
ଚୀନର ୮ ସହରରୁ ଆସିଲା ‘ଜିନ୍‌ପିଙ୍ଗ ହଟାଓ’ ନାରା, କଟକଣା ସତ୍ତ୍ୱେ ଲାଗିଲା ପୋଷ୍ଟର, ବ୍ୟାନର

ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଜିନପିଙ୍ଗ ବିରୋଧୀ ସ୍ୱର ଶୁଣିବାକୁ ମିଳିଛି ।

putins birthday gift to ex italy pms
‘ ମୋ ଜନ୍ମଦିନରେ ପୁଟିନ ଉପହାର ଦେଲେ ୨୦ ଭୋଡ୍‌କା ଆଉ..’

ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍‌ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌।

indian citizens advised to leave ukraine
ଗମ୍ଭୀର ହେଉଛି ସ୍ଥିତି; ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।

Booker winner Shehan Karunatilaka
ଶ୍ରୀଲଙ୍କା ଔପନ୍ୟାସିକ ଶେହାନ କରୁଣାତିଲକଙ୍କୁ ବୁକର ସମ୍ମାନ

ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ।

Guinness Book Of World Records
ସପ୍ତାହର କେଉଁ ଦିନ ସବୁଠାରୁ ଖରାପ ? ଘୋଷଣା କଲା ଗିନିଜ ୱାର୍ଲ୍ଡ ରେକର୍ଡ

କେଉଁ ଦିନ ଅଫିସ୍‌ କି ସ୍କୁଲ ଯିବାପାଇଁ ଇଚ୍ଛା ହୁଏନି ?

Liz Truss
ନୂଆ ସରକାରକୁ ୨ ମାସ ନପୁରୁଣୁ ବିଦ୍ରୋହ : ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଆସନ ଟଳମଳ

ଟ୍ରସଙ୍କ ନିଷ୍ପତ୍ତିରେ ଆର୍ଥିକ ମାନ୍ଦାବସ୍ଥା ମୁହାଁ ବ୍ରିଟେନ

Killer 'kamikaze' drones
କିଭ୍ ଉପରେ କିଲର୍‌ ‘କାମକାଜି’ ଡ୍ରୋନରେ ଆକ୍ରମଣ : ସନ୍ଦେହ ଘେରରେ ଇରାନ୍‌ ଭୂମିକା

କାମକାଜି ଡ୍ରୋନ ବ୍ୟବହାର ପରେ ୟୁକ୍ରେନ ଯୁଦ୍ଧରେ ଇରାନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ

Military Aircraft Crashes
ଆପାର୍ଟମେଣ୍ଟରେ ମାଡ ହେଲା ଯୁଦ୍ଧ ବିମାନ, ୪ ମୃତ

ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷ ଯୁଦ୍ଧ ବିମାନ। ଆକାଶରେ ଉଡୁଥିବାବେଳେ ହଠାତ୍   ଧକ୍କା ଦେଇଥିଲା ଏକ ଆପାର୍ଟମେଣ୍ଟକୁ । ଦୁର୍ଘଟଣାରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି।

double murder case revealed after 30 years
ବିନ୍ଦୁଏ ରକ୍ତ ଖୋଲିଦେଲା ୩୦ ବର୍ଷ ତଳର ହତ୍ୟା ଗୁମର

ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ଲାଗିଥିଲା ତିନି ଦଶନ୍ଧି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ହିଁ ଖୋଲିଦେଲା ହତ୍ୟା ଗୁମର।

11 dead, 15 wounded in terrorist attack in Russia
ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀ ହମ୍‌ଲା, ହଠାତ୍‌ ଆସିଲେ ଅତର୍କିତ ଗୁଳି ଚଳାଇଲେ...

ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।