• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Flipkart  delivery  become expensive
ମହଙ୍ଗା ହେବ ଫ୍ଲିପକାର୍ଟ ସପିଂ; ‘କ୍ୟାସ ଅନ ଡେଲିଭରି’ ପାଇଁ ଦେବେ ଅଧିକ ଟଙ୍କା

ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍‌କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍‌କାଟ୍‌ ଅଧିକ ଫି ଦାବି କରିବ।

Twitter
ଟୁଇଟର ଭେରିଫାଏଡ ୟୁଜର୍ସଙ୍କୁ ଝଟ୍‌କା, ବ୍ଲୁ-ଟିକ୍‌ ପାଇଁ ଦେବାକୁ ପଡ଼ିବ ଅଧିକ ଫି’

ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।

151 Dead In Stampede In South Korea
ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଅଭାବନୀୟ ଘଟଣା: ଦଳାଚକଟାରେ ଚାଲିଗଲା ୧୫୧ ଜଣଙ୍କ ଜୀବନ

ଶନିବାର ଦିନ ସିଓଲର ଇଟେଓନରେ ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି। କରୋନା ପାଇଁ ଗତ ୨ ବର୍ଷ ଧରି ଏ ପର୍ବ ପାଳନ ହୋଇନଥିବାବେଳେ ଏଥର ପାଳ ହେଉଥିଲା।

Mystery Of Poveglia Island Worlds Most Haunted-Island
ଏମିତି ଏକ ଦ୍ୱୀପ ଯେଉଁଠି କେବଳ ଭୂତଙ୍କ ରାଜ୍‌, ରହସ୍ୟ ଜାଣିବା ପାଇଁ ଯିଏ ଥରେ ଯାଇଛି ଆଉ ଫେରିନି...

ପୃଥିବୀ ପୃଷ୍ଠରେ ଏମିତି ଏକ ଦ୍ୱୀପ ଅଛି, ଆପଣ ଚାହିଁଲେ ମଧ୍ୟ ଏହି ଦ୍ୱୀପକୁ ଯାଇପାରିବେ ନାହିଁ। କାରଣ ଏହି ଦ୍ୱୀପ ସବୁଠାରୁ ଭୟଙ୍କର ବୋଲି ଏହି ଦେଶର ସରକାର ନିଜେ କହିଛନ୍ତି।

Vladimir Putin and PM Narendra Modi
‘ମୋଦି ଜଣେ ପ୍ରକୃତ ଦେଶଭକ୍ତ’ : ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ପୁଟିନ

ଭ୍ଲାଦିମିର୍‌ ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

Mark Zuckerberg  lost 61% of his wealth
ଗରିବ ହେଉଛନ୍ତି କୋଟିପତି ଜୁକରବର୍ଗ, ସମ୍ପତ୍ତିର ମୂଲ୍ୟ ବର୍ଷକରେ ୬୧% ଖସିଲା

ଦ ମେଟାର ସିଇଓ ତଥା କୋଟିପତି ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି। ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ସତେ ଯେମିତି ଭାଗ୍ୟ ତାଙ୍କୁ ଆଉ ସାଥ୍‌ ଦେଉନି। ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।

Elon Musk Takes Over twitter
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ବିଦା ହେଲେ ପୁରୁଣା ସିଇଓ, ସିଏଫଓ

ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏ‍ବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି। 

Pope Francis
ନନ୍‌ ଓ ପାଦ୍ରି ବି ଦେଖନ୍ତି ପର୍ଣ୍ଣ ! ଚାଞ୍ଚଲ୍ୟକର ଖୁଲାସା କଲେ ଖ୍ରୀଷ୍ଟିଆନ ଧର୍ମଗୁରୁ

ଅଶ୍ଳୀଳତାର ଜାଲରୁ ଧର୍ମଯାଜକମାନେ ମଧ୍ୟ ମୁକୁଳି ପାରୁନାହାନ୍ତି ।

a unique love story
ପ୍ରଥମ ଦେଖାରେ ମରାମରି, ତା’ ପରେ ମଟନ ଝୋଳ ଦେଇ କଲେ ମନ ଚୋରି

ପ୍ରଥମ ଦେଖାରେ ଗଣ୍ଡଗୋଳ, ମରାମରି। ଆଉ ତା’ପରେ ସୁଆଦିଆ ଖାଦ୍ୟ ଖୁଆଇ କରିନେଲେ ମନ ଚୋରି । ଏମିତି ଏକ ନିଆରା ପ୍ରେମ କାହାଣୀ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

5 PM in 6 years
କ୍ଷମତା ପାଇଁ ମ୍ୟୁଜିକ ଚେୟାର ଖେଳ; ୬ ବର୍ଷରେ ୫ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲାଣି ଦେଶ

ବ୍ରିଟେନ ରାଜନୀତିରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଶାସନଗାଦିରେ ଦେଖିଲାଣି ଏ ଦେଶ ।

Putin watches Russian nuclear drills as Moscow fears nuke strike by Ukraine
ୟୁକ୍ରେନୀୟ ‘ଡାର୍ଟି ବମ୍’ର ଜବାବ ଦେବ କି ରୁଷ୍ ? ଚାଲିଛି ଜୋରଦାର ସମରାଭ୍ୟାସ

ୟୁକ୍ରେନ୍ ଦ୍ୱାରା ସମ୍ଭାବ୍ୟ ‘ଡାର୍ଟି ବମ୍’ ହମ୍‌ଲାର ଜବାବ ପରମାଣୁ ବୋମାରେ ଦେବାକୁ ପ୍ରସ୍ତୁତ ହେଉଛି କି ରୁଷ୍ ? ୟୁକ୍ରେନ୍‌ର ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହୋଇଛି। 

Joe Biden Trolled
ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କୁ ନେଇ ପୁଣି ଜବରଦସ୍ତ ଟ୍ରୋଲ ! ହସିଲେ ୟୁଜର୍ସ...

ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌ ।

António Luís Santos da Costa
ବିଦେଶକୁ ନେତୃତ୍ୱ ଦେଉଥିବା ୯ ଭାରତୀୟ ବଂଶୋଦ୍ଭବ...ଫଟୋରେ ଦେଖନ୍ତୁ ଖବର

ନିକଟରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଖାଲି ରିଷି ସୁନକ ନୁହଁନ୍ତି, ଏମିତି ଅନେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ଏବେ ବିଦେଶକୁ ନେତୃତ୍ୱ ଦେଉଛନ୍ତି। ତେବେ ଆସନ୍ତୁ ଏମିତି କିଛି ଭାରତୀୟ ବଂଶୋଦ୍ଭବ ନେତାଙ୍କ ଉପରେ ନଜର ପକାଇବା।

କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।

Indian origin Rishi Sunak
ନିଜ ଟେବୁଲରେ କାହିଁକି ଗଣେଶଙ୍କ ମୂର୍ତ୍ତି ରଖିଥାନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ

ବ୍ରିଟେନରେ  ରିଷି ସୁନକ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବି ଉତ୍ସାହର ଲହରି  । କାରଣ ସୁନକଙ୍କର ଭାରତ ସହ ରହିଛି ନିଗୂଢ ସଂପର୍କ।  ବ୍ରିଟେନ୍ ନାଗରିକ ହୋଇଥିଲେ ବି ଗୋଟିଏ ପ୍ରକାରେ ସେ ଭାରତର ପୁଅ,  ଅନ୍ୟପଟେ ଭାରତର ଜ୍ୱାଇଁ ବି  ।  

special story
ଭାଇ ଖେଳ ଦେଖିବ ପଛରେ...ଆଗେ ନିଜ ଦେଶର ପତାକାକୁ ଠିକ୍‌ରେ ଧର

ଚାଲିଥିଲା ଭାରତ-ପାକିସ୍ତାନ୍‌ ମ୍ୟାଚ୍‌...ବାସ୍‌ ଏତିକିବେଳେ ପାକିସ୍ତାନ ପ୍ରଶଂସକ ନିଜ ଦେଶକ ପତାକାକୁ ଓଲଟା ଉଡାଉଥିଲେ। ହେଲେ ଏହାକୁ ଦେଖି ଓଲଟା ଉଡାଉଛ ବୋଲି କହିଲେ ଭାରତୀୟ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Property of Akshyata Murthy
ରିଷି ସୁନକଙ୍କ ପତ୍ନୀ ଅକ୍ଷତାଙ୍କ ସମ୍ପତ୍ତି ଆଗରେ ଫିକା ପଡିଯିବେ ରାଣୀ ଏଲିଜାବେଥ

ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।

Rishi Sunak Creates History
ମାନ୍ଦାବସ୍ଥା ସୁଧାରିବାକୁ କଣ ମ୍ୟାଜିକ୍ କରିବେ ରିଷି ?

ଲୋକଙ୍କ ଆଶା, କେବଳ ସେ ହିଁ ବ୍ରିଟେନ୍ ଅର୍ଥନୀତି ପାଇଁ ସାଜିପାରିବେ ସଂକଟମୋଚକ।

WhatsApp
୧୧୦ ମିନିଟ ପରେ ପୁଣି କାମ କଲା WhatsApp, ମୋବାଇଲ୍‌ ଖୋଲିବା ମାତ୍ରେ ଖାଲି ‘Hi’ ମେସେଜ୍‌...

୧୧୦ ମିନିଟ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ (WhatsApp)। ସାରା ଦେଶରେ ୧୧୦ ମିନିଟ୍ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ଡାଉନ୍ ଥିଲା। ଦିନ ୧୨ଟା ୩୦ରୁ ୨ଟା ୨୦ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ଡାଉନ୍ ଥିଲା। ଆଜି ଅପରାହ୍ଣରେ ଭାରତର ବିଭିନ୍ନ ସ୍ଥାନରେ ହ୍ୱାଟ୍ସଆପ୍‌ କାମ କରୁ ନଥିବା ସୂଚନା ମିଳିଥିଲା।

Shashi Tharoors tweet on Rishi Sunak
କଂଗ୍ରେସ ନେତା ଶଶି ଥରୁରଙ୍କ ତେର୍‌ଛା ଟୁଇଟ..ଅଳ୍ପରେ କହିଲେ ମରମ କଥା

ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରିଷି ସୁନକଙ୍କୁ ଶୁଭେଚ୍ଛା ଜଣାଇ କରିଛନ୍ତି ଏକ ଟୁଇଟ। ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍‌ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ କହେ ଅନେକ କଥା।

Akshata Murthy
କ’ଣ କରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକ୍‌ଙ୍କ ପତ୍ନୀ ଅକ୍ଷତା ?

ଅକ୍ଷତା ମୂର୍ତ୍ତି(Akshata Murthy) ଭାରତୀୟ ଆଇଟି କମ୍ପାନୀ ଇନଫୋସିସ୍‌ର ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଝିଅ

David Cameron Prediction About UK PM Before 7 Years
ସତ ହେଲା ୭ ବର୍ଷ ପୂର୍ବର ଭବିଷ୍ୟବାଣୀ...

ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। 

diwali festival in white house
ଦିୱାଲିରେ ବାଇଡେନ ଜାଳିଲେ ଦୀପ, ଚମକିଲା ହ୍ୱାଇଟ ହାଉସ

ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ ଜ୍ଞାନର ଏହି ଦୀପ ଏବେ ଭାରତୀୟଙ୍କ ଘର ଅଗଣାରୁ ଯାଇ ପହଞ୍ଚିଛି ହ୍ୱାଇଟ ହାଉସରେ