• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Hijab Protest
ହିଜାବ ବିରୋଧୀ ଆନ୍ଦୋଳନରେ ଗଡିଲା ପ୍ରଥମ ମୁଣ୍ଡ

ସୁରକ୍ଷାକର୍ମୀଙ୍କୁ ସେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

  • Saturday, 10 December 2022
  • Iran
Elon Musk
ପଛରେ ପଡ଼ିଲେ ଏଲନ୍‌ ମସ୍କ; ଏବେ ପ୍ରଥମ ନୁହେଁ, ଦ୍ୱିତୀୟ..

ଫୋବର୍ସ ତାଲିକାରେ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି ।

North korea people to give kids patriotic names like bomb and gun
ସରକାରୀ ନିର୍ଦ୍ଦେଶ; ପିଲାମାନଙ୍କ ନାଁ ‘ବୋମା’ ‘ବନ୍ଧୁକ’ ନ ରଖିଲେ ଦଣ୍ଡ

ଉତ୍ତର କୋରିଆରୁ ଆସିଛି ତାନାଶାହା ଶାସନର ଆଉ ଏକ ନମୁନା। ପିଲାମାନଙ୍କ କ୍ରୁର ନାଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୋମା’ ‘ବନ୍ଧୁକ’ ଆଦି ନାଁ ରଖିବାକୁ କୁହାଯାଇଛି। ନିୟମ ନ ମାନିଲେ ଦିଆଯିବ ଦଣ୍ଡ।

Elon Musk
କର୍ମଚାରୀଙ୍କ ପାଇଁ ଅଫିସ୍‌ ରୁମ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ ଏଲନ୍‌.. ଜାଣନ୍ତୁ କାରଣ..

ସାନ୍‌ଫ୍ରାନସିସ୍‌କୋରେ ଥିବା ଟ୍ୱିଟର ହେଡ୍‌ ଅଫିସ୍‌ର ଅଧିକାଂଶ ଫ୍ଲୋରକୁ ବେଡ୍‌ରୁମ୍‌ ଭଳି ସଜାଇଛନ୍ତି ଏଲନ୍ ।

Gold Tongues
ଇଜିପ୍ଟରେ ୨୫ଶହ ବର୍ଷ ତଳର ସୁନା ଜିଭ ଠାବ

ମୃତଦେହକୁ ସଂରକ୍ଷଣ କରାଯାଉଥିବା ମମି ଭିତରୁ ସୁନାର ଜିଭ ମିଳିଛି ।

Covid Was Man-Made Virus
'କରୋନା ଭୂତାଣୁକୁ ତିଆରି କରିଛି ମଣିଷ'

ହଫ୍‌ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।

Woman Wins Lottery Worth Rs 81 Lakh
ଘରକୁ ଲକ୍ଷ୍ମୀ ଆସିଲେ... ୮୧ ଲକ୍ଷର ଲଟେରି ଜିତିଲେ

ଭାଗ୍ୟର କି ସଂଯୋଗ ! ସେହି ଦିନହିଁ ବ୍ରେଣ୍ଡା ତାଙ୍କର ତୃତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

Lightyear 0 electric vehicle charges while driving
ଆସୁଛି ବୈଦ୍ୟୁତିକ କାର୍; ଡ୍ରାଇଭିଂ ବେଳେ ରିଚାର୍ଜ ହେବ

ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।

Indonesia Set To Penalise Sexual Relationship Before Marriage
ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ଛଡ଼ା ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ଜେଲ୍‌ !

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍‌। ଖୁବ୍‌ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍‌ ଲାଗୁ ହେବାକୁ ଯାଉଛି।

Robot
ବଜାରକୁ ଆସିବ ରଜନୀକାନ୍ତଙ୍କ ‘ଚିଟ୍ଟି’, ଯାହାକୁ ଦିଆଯିବ ଲାଇସେନ୍ସ ଟୁ କିଲ୍..!

ଏକ ମେସିନ୍‌କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।

Migrants spend 11 days in sea from nigeria
୧୧ଦିନ ଭୋକଶୋଷରେ ରହିବା ପରେ ୩ ପଳାୟନକାରୀ ଜାହାଜରୁ ଉଦ୍ଧାର

୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଏକ ବଡ ଜାହାଜରେ ଏମାନେ ନାଇଜେରିଆର ଲାଗୋସ୍ ଛାଡି ଲୁଚି ପଳେଇଯାଉଥିବା ବେଳେ କେନରୀ ଦ୍ୱୀପରେ ପହଞ୍ଚିଥିଲେ।

Scientists big mistake 48500 years old virus activated
ଦୁନିଆ ପାଇଁ ବିପଦ: ବୈଜ୍ଞାନିକଙ୍କ ଭୁଲ୍ ଯୋଗୁ ସକ୍ରିୟ ହେଲା ୪୮,୫୦୦ ବର୍ଷର ପୁରୁଣା ଭାଇରସ୍‌

ଆଜି ବି ଅନେକ ଦେଶ କରୋନା ଭାଇରସ୍ ସହ ଯୁଝୁଛନ୍ତି। କରୋନା ଯୋଗୁଁ ଚାଇନାରେ ହିଂସା ଦେଖାଦେଇଛି। ଏହାରି ଭିତରେ ଦୁନିଆ ପାଇଁ ଦେଖାଦେଇଛି ଆଉ ଏକ ଭୟ। ବୈଜ୍ଞାନିକମାନେ ୪୮,୫୦୦ ବର୍ଷର ପୁରୁଣା ଜାମ୍ବି ଭାଇରସ୍‌କୁ ପୁନର୍ଜୀବିତ କରିଛନ୍ତି।

Meth addicts
ଡ୍ରଗ୍ସର ହବ୍‌ ପାଲଟିଥିଲା ମନ୍ଦିର ! ପୋଲିସ ଚଢ଼ଉ ବେଳେ ନିଶାରେ ଚୁର୍‌ ଥିଲେ ସବୁ ସାଧୁସନ୍ୟାସୀ

ଏବେ ସୁଧାର ଗୃହରେ ରହିବେ ମନ୍ଦିରର ମୁଖ୍ୟଙ୍କ ସମେତ ଅନ୍ୟ ସମସ୍ତ ସାଧୁସନ୍ୟାସୀ ।

China likely to have 1,500 nuclear warheads by 2035
ଚୀନ୍‌ର ଯୋଜନାକୁ ନେଇ ପେଣ୍ଟାଗନ୍‌ ଦେଲା ବଡ଼ ସୂଚନା

ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା।

  • Wednesday, 30 November 2022
Xi Jinping
ଚୀନରେ ଦାଉ ଦାଉ ଆନ୍ଦୋଳନର ନିଆଁ ! ଶୁଭୁଛି ଜିନପିଙ୍ଗ୍ ଗାଦି ଛାଡ଼ ନାରା

ଅଡ଼ୁଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍

  • Tuesday, 29 November 2022
  • China
Office Work 4 Days
୬ ଦିନ ବଦଳରେ ୪ ଦିନ କାମ କଲେ ବି ମିଳୁଛି ସମାନ ରେଜଲ୍ଟ , ତେବେ...

ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।

Tibet's independence is the solution to the Chin-Indian border dispute
ତିବ୍ବତର ସ୍ୱାଧୀନତା ହିଁ ଚୀନ-ଭାରତ ସୀମା ବିବାଦର ସମାଧାନ!

ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ ଉପରେ ଏହାର ଆଖି ରହିଛି।

accident
ଡାକ୍ତରାଣୀ ମା’ କୋଳରେ ଜୀବନ ହାରିଲା ଝିଅ ! ହେଲେ ଜାଣି ପାରିଲେନି ଜନ୍ମଦାତ୍ରୀ . .

ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ

Asim Munir
ଭାରତ ପ୍ରତି କ’ଣ ରହିବ ପାକ୍‌ର ନୂଆ ସେନା ମୁଖ୍ୟଙ୍କ ଆଭିମୁଖ୍ୟ ?

ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍‌ର ନୂଆ ସେନା ମୁଖ୍ୟ ମୁନୀର

Michelle obama emotional post about marriage
‘ବାରାକ’ଙ୍କୁ ନିଜ ଘର ବୋଲି କହିଲେ ମିସେଲ ଓବାମା

ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।

Xi Jinping
ଥମୁନି କରୋନା କଟକଣା ଆନ୍ଦୋଳନ ! ଜାଳିଦେଲେ ଆପାର୍ଟମେଣ୍ଟ, ଚାଲିଗଲା ୧୦ ଜୀବନ

ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

Anoushka Sunak
କୁଚୁପୁଡ଼ି ନାଚରେ ଜଲୱା ଦେଖାଇଲେ ରିଷି ସୁନକ୍‌ଙ୍କ ଝିଅ ! ବିମୋହିତ ହେଲେ ଦର୍ଶକ

ରିଷି ସୁନକ୍‌ ଅନୌକ୍ଷାଙ୍କ ଝିଅଙ୍କ ଶାସ୍ତ୍ରୀୟ ନୃତ୍ୟରେ କମ୍ପିଲା ମଞ୍ଚ ।

51 Year Old Woman Dead Body Found In Pieces Who Had Gone To Meet Her Lover
ପ୍ରେମିକକୁ ଭେଟିବା ପାଇଁ ୫ ହଜାର କି.ମି. ଗଲେ, ଫେରିଲା ପ୍ରେମିକାର ଖଣ୍ଡ ଖଣ୍ଡ ଶରୀର...

ଅନ୍‌ଲାଇନ୍‌ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।

TikTok dance
ଭିଡିଓରେ ନାଚିଲେ, ସ୍ୱାମୀ ମୃତ୍ୟୁର ପର୍ଦ୍ଦାଫାଶ କଲେ

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଆଲବମ୍‌ ଗୀତରେ ନାଚି ନାଚି ସ୍ୱାମୀ ମୃତ୍ୟୁ ରହସ୍ୟର କଲେ ପର୍ଦ୍ଦାଫାଶ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

HP Layoff
ଚିନ୍ତାରେ ଘରୋଇ ସଂସ୍ଥାର କର୍ମଚାରୀ ! ଗୋଟିଏ ପରେ ଗୋଟିଏ ବଡ଼ ସଂସ୍ଥା କରୁଛନ୍ତି ଛଟେଇ

ସମସ୍ତଙ୍କ ମନରେ ସେଇ ଗୋଟିଏ ଛନକା, କାଳେ ନିଜ କମ୍ପାନୀ ବି କରିବ ଛଟେଇ । ଆଉ ଆଖିପିଛୁଳାକେ ଚାଳିଯିବ ଚାକିରି ।

  • Friday, 25 November 2022
  • HP