ଭାରତର ୫ ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ଅଷ୍ଟ୍ରେଲିଆର ୨ ୟୁନିଭର୍ସିଟି ବ୍ୟାନ୍ ଲଗାଇଛି।
୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ଏକ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି। ଏହା ଦୁନିଆର ସବୁଠୁ ବଡ ଟି-ସାର୍ଟ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।
ଏଠାରେ ଥିବା ମୂଳ ପ୍ରତିମାର, ଅଳଙ୍କାର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି । ତଥାପି ଆଜି ବି ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ।
ମେଟା ପୁଣିଥରେ ଛଟେଇ ଘୋଷଣା କରିଛି। ତୃତୀୟ ରାଉଣ୍ଡ ଛଟେଇରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି।
କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।
ଚିକେନ କବାବ୍ କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ। କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ।
ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍।
ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।
ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବରୁ ଏପରି ସମ୍ମାନ ଅନେକ ମିଳିସାରିଛି । ଏବେ ଏହି ତାଲିକା ବଢ଼ି ବଢ଼ି ଚାଲିଛି ।
ଷ୍ଟାଡିୟମର ଏକ ପ୍ରବେଶ ଦ୍ୱାରରେ ଉଭୟ ଟିମ୍ର ପ୍ରଶଂସକ ମୁହାଁମୁହିଁ ହେବା ପରେ ଦଳାଚକଟା ଆରମ୍ଭ ହୋଇଥିଲା
ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ ପାଇଁ ହରାଇ ସାରିଥିଲେ।
ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ଏକ ଦ୍ୱୀପକୁ ଯାତ୍ରା କରିଛନ୍ତି ।
ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ବାଇଡେନ୍ । କହିଲେ, ଆମେରିକାରେ ଆପଣ ଖୁବ୍ ଲୋକପ୍ରିୟ ।
ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ।
କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା।
କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍ ନହେବାରୁ ମାମଲା ଦାଏର୍ କରିଛନ୍ତି ।
ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।
କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।
ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।
ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।
ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଦେଇଦେଲା ଅନେକ ଦୁଃଖ.... କାହା ଘରର ଛପର ଉଡାଇ ଦେଲା, ଆଉ କାହା ଘରକୁ ମାଟିରେ ମିଶାଇ ଦେଲା। ଆଉ ପ୍ରକୃତିର ତାଣ୍ଡବ ଦେଖିବା ପରେ ଏବେ ଅଣ୍ଟା ସଳଖୁଛନ୍ତି ବାତ୍ୟା ପ୍ରପୀଡିତ
୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍ର ଓଜନ ଏକ କିଲୋ ।
ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।