ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଦେଇଦେଲା ଅନେକ ଦୁଃଖ.... କାହା ଘରର ଛପର ଉଡାଇ ଦେଲା, ଆଉ କାହା ଘରକୁ ମାଟିରେ ମିଶାଇ ଦେଲା। ଆଉ ପ୍ରକୃତିର ତାଣ୍ଡବ ଦେଖିବା ପରେ ଏବେ ଅଣ୍ଟା ସଳଖୁଛନ୍ତି ବାତ୍ୟା ପ୍ରପୀଡିତ
Published By: Chandan Shishu
Last updated: 15 May 2023, 11:37 PM IST
ଇଏ ସାଇକ୍ଲୋନ ମୋଚା ଲ୍ୟାଣ୍ଡଫଲ କରିବାର ପୂର୍ବର ଦୃଶ୍ୟ, ଦେଖନ୍ତୁ କେମିତି ଆସୁଛି ଉଚ୍ଚ ଜୁଆର
ଛାରଖାର କରିଦେଇଛି ବାତ୍ୟା ମୋକା, ଘରର ଛାତକୁ ବି ଉଡାଇଦେଇଛି
ବାତ୍ୟା ପବନରେ ଇଲେକ୍ଟ୍ରି ଖୁଣ୍ଟି ଉପୁଡି ରାସ୍ତାରେ ପଡ଼ିଛି
ମୋକା ପ୍ରଭାବରେ ଉପୁଡି ପଡ଼ିଛି ଗଛ, ଯାତାୟାତ ବାଧାପ୍ରାପ୍ତ
ଆମେ ବି ବଞ୍ଚିବୁ... ତୁମେ ବି ବଞ୍ଚିବ
ଘରକୁ ମାଟି ମିଶାଇ ଦେଇଛି ପ୍ରକୃତିର କରାଳ ରୂପ