ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ଅର୍ଥାତ ୨୦୨୪ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି।
ମେଟା ପୁଣିଥରେ ଛଟେଇ ଘୋଷଣା କରିଛି। ତୃତୀୟ ରାଉଣ୍ଡ ଛଟେଇରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି।
କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା।
କର୍ମଚାରୀଙ୍କୁ ଛଟେଇ କରିବା ପରେ ମନସ୍ତାପରେ ରହୁଥିଲେ । ଏତେ ଲୋକ ରୋଜଗାର ହରାଇବା ପରେ କମ୍ପାନୀର ସିଏଫ୍ଓ ଜୀବନ ହାରିଦେଲେ ।