Advertisment

ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ : ଯିଏ ବସିଛି, ଭୋଗିଛି ଦୁର୍ଦ୍ଦଶା

ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ

author-image
Prangyan Parimita
ଅଦ୍ୟତନ ହୋଇଛି
pakistan

pakistan

ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ । ଯିଏ ବି ବସିଛି, ଭୋଗିଛି ଆକସ୍ମିକ ଦୁର୍ଦ୍ଦଶା । ୫ ବର୍ଷ ପୂରଣ କରିପାରିନାହାନ୍ତି ଜଣେ ବି ପ୍ରଧାନମନ୍ତ୍ରୀ । କିଏ ଜେଲ୍ ଯାଇଛି, ତ ଆଉ କିଏ ଜୀବନ ହରାଇଛି । ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ।...

Advertisment

ଲିଆକତ ଅଲି ଖାନ୍

୧୯୪୭ ଅଗଷ୍ଟ ୧୫ରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ବନିଥିଲେ

୧୯୫୧ ଅକ୍ଟୋବର ୧୬ରେ ରାୱଲପିଣ୍ଡିରେ ଗୁଳି କରି ହତ୍ୟା

ହୁସେନ୍ ସହିଦ ସୁହରାୱର୍ଦ୍ଦି

ଜାନୁଆରୀ ୧୯୬୨ରେ ଦେଶ ବିରୋଧୀ କାର୍ଯ୍ୟ ପାଇଁ ଗିରଫ ହୋଇଥିଲେ

ଜୁଲଫିକର ଅଲି ଭୁଟ୍ଟୋ

ସେପ୍ଟେମ୍ବର ୧୯୭୭ରେ ଗିରଫ ହୋଇଥିଲେ

ହତ୍ୟା ମାମଲାରେ ୧୯୭୯ରେ ଫାଶି ଦିଆଯାଇଥିଲା

ବେନଜିର ଭୁଟ୍ଟୋ

ଅଗଷ୍ଟ ୧୯୮୫ରେ ୯୦ ଦିନ ନଜରବନ୍ଦୀ ରଖାଯାଇଥିଲା

୧୯୮୬ରେ ସରକାର ବିରୋଧୀ ବୟାନ ପାଇଁ ଗିରଫ

ଏପ୍ରିଲ ୧୯୯୯ରେ ଦୁର୍ନୀତି ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ନୱାଜ ଶରିଫ

ନିର୍ବାସନ ଦଣ୍ଡ ଦେଇଥିଲେ ରାଷ୍ଟ୍ରପତି ପରଭେଜ ମୁଶାରଫ

ଜୁଲାଇ ୨୦୧୮ରେ ତାଙ୍କୁ ଓ ଝିଅ ମରିୟମଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ସାହିଦ ଖାକାନ ଅବ୍ବାସୀ

ଜୁଲାଇ ୨୦୧୯ରେ ଦୁର୍ନୀତି ଅଭିଯୋଗରେ ଗିରଫ

ଶେହବାଜ ସରିଫ

ସେପ୍ଟେମ୍ବର ୨୦୨୦ରେ ମନି ଲଣ୍ଡ୍ରିଂ ମାମଲାରେ ଗିରଫ

୭ ମାସ ଜେଲରେ ଥିଲେ ବର୍ତ୍ତମାନର ପାକ୍ ପ୍ରଧାନମନ୍ତ୍ରୀ

ସେତେବେଳେ ପାକିସ୍ତାନରେ ଇମ୍ରାନ ଖାନ୍ ସରକାର ଥିଲା ।...

Pakistan Prime Minister
Advertisment
Advertisment