ଏହି ସ୍ଥାନ ବିଷୟରେ କୌଣସି ଲୋକ ଅଧିକ ସୂଚନା ଦେଇପାରନ୍ତି ନାହିଁ । ହେଲେ ଏଠାରେ ବସବାସ କାରୁଥିବା ଲୋକମାନେ ଏହି ରହସ୍ୟମୟ ମନ୍ଦିରକୁ ନେଇ କିଛି କହୁଥିବା ଶୁଣିବାକୁମିଳେ ।
କୋର୍ଟରେ ମାମଲାର ଶୁଣାଣି ସମୟରେ ବିଚାରପତି ଅଭିଯୁକ୍ତକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି ରାୟ ଦେବା ପରେ ତାଙ୍କୁ ଜେଲର ମାନସିକ ରୋଗ ଗୃହରେ ରଖାଯାଇଥିଲା । ସେଠାରେ ତାଙ୍କୁ ପଶୁ ପରି ଖରାପ ବ୍ୟବହାର କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।
ଆଜିକାଲି କର୍ମଚାରୀମାନଙ୍କୁ ଛୁଟି ଦେବା ନେଇ କର୍ପୋରେଟ୍ ଦୁନିଆ ପ୍ରାୟତଃ ଉଦାର ନୁହେଁ। ଗୋଟେ ଜରୁରୀ ଛୁଟି ପାଇଁ ବେଳେବେଳେ ତ ବସ୍ଙ୍କ ସହ ତେରିମେରି ବି ହୋଇଯାଏ। କିନ୍ତୁ ଏମିତି ଏକ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ବର୍ଷ ଛୁଟି ଦେଇଛି ତାହା ପୁଣି ପୂରା ଦରମା ସହିତ।
ଖୁସିର ମାହୋଲ ଭିତରେ ଅତର୍କିତ ଗୁଳିମାଡ଼ । ଚାଲିଗଲା ୪ ଜୀବନ ।
କଲବଲ କରି ୧୦ ମାସର ଛୁଆକୁ ମାରିଦେଲେ । ନିଜ ପିଲାକୁ ମାରିବା ପାଇଁ କିପରି ବାପାମା’ଙ୍କର ହାତ ଗଲା ।
ଦୁବାଇ ସ୍ଥିତ ଏକ ଆବାସିକ ବିଲ୍ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।
୨୧ ବର୍ଷୀୟ ଯୁବକର କାରନାମା କେବଳ ଆମେରିକାକୁ ଚିନ୍ତାରେ ପକାଇନି, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି ।
ଯୁବକ ଜଣକ ଗର୍ଲଫ୍ରେଣ୍ଡ ପାଇବା ପାଇଁ ନିଜର ଅପରେସନ କରାଇଛନ୍ତି । ନିଜର ଉଚ୍ଚତା ୫ ଇଞ୍ଚ ବଢ଼ାଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ୧.୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।
ଜହ୍ନରେ ଇଟା ପ୍ରସ୍ତୁତ କରିବାକୁ ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟକୁ ଡିଜାଇନ୍ କରିଛି । ଏହି ରୋବଟ ସେଠାରେ ପହଞ୍ଚି ଇଟା ତିଆରି କରିବ ।
ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ ।
ଦିନେ ନୁହେଁ କି ଦୁଇ ଦିନ ନୁହେଁ ପରିବାର ଲୋକ ତଥା ସମାଜ ଲୋକଙ୍କ ଠାରୁ ଦୂରେଇ ଦେଢ଼ ବର୍ଷ ଏକ ଗୁମ୍ପାରେ କାଟିଛନ୍ତି ମହିଳା । ହେଲେ କାହିଁକି . . .
ଏକ ରେଲ୍ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ।
ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି।
ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍ ସୂଚନା ନାହିଁ ।
ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍ ? ବାରମ୍ବାର କ୍ୟାପଟେନ୍ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍ବୋଟ୍ ?
ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।
ପ୍ଲାଇଟ୍ ଟିକେଟ୍ ବାବଦକୁ ତାଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିଥିଲା।
ଆମେରିକାର ଟେକ୍ସାସ୍ରେ ଘଟିଛି ଏହି ଅଭାବନୀୟ ଘଟଣା । ଟେକ୍ସାସ୍ର ଏକ ଫାର୍ମରେ ରହୁଥିବା ୧୮ହଜାର ଗାଈ ବିସ୍ଫୋରଣରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।
ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍ ? ବାରମ୍ବାର କ୍ୟାପଟେନ୍ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍ବୋଟ୍ ?
ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।
ଦୁଇ ଦିନ ପରେ ଯେତେବେଳେ ଜିପ୍କୁ ପାଣିରୁ ବାହାର କରାଗଲା, ସେତେବେଳେ ଗାଡ଼ି ଭିତରେ ମହିଳା ଜଣକ ଜୀବିତ ଥିଲେ ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ବିଷ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଦେଖାଯାଉଛି । କାରଣ ଏହାକୁ ନେଇ ଦୀର୍ଘ ଦିନ ଧରି ରିସର୍ଚ୍ଚ ଚାଲିଛି ।
ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।
ସେନା ବିରୋଧରେ ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ । ବିଭିନ୍ନ ସମୟରେ ଜନତାଙ୍କ ଉପରେ ଦମନଲୀଲା ଚଳାଇଛି ମିଆଁମାର (Myanmar)ର ସେନା ସରକାର ।