କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।
ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।