• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Savitri Brata

Sabitri Brata
ସାବିତ୍ରୀ ଓଷା କରିଥିଲା ସ୍ତ୍ରୀ: ରାସ୍ତାରୁ ସ୍ୱାମୀକୁ ନେଇଗଲା ଯମ

ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ ସ୍ୱାମୀଙ୍କୁ ଛକିଥିଲା ଯମ, ଘରେ ପହଞ୍ଚିଥିଲେ ପୂଜା ହୋଇଥାଆନ୍ତେ...ହେଲେ ଘରକୁ ତ ଫେରିଲେ ପୂଜା ପାଇଁ ନୁହେଁ ବରଂ ଶବ ହୋଇ

Sabitri
ସାବିତ୍ରୀ ଓଷା କରିଥିଲା ସ୍ତ୍ରୀ: ରାସ୍ତାରୁ ସ୍ୱାମୀକୁ ନେଇଗଲା ଯମ

ସାବିତ୍ରୀ ଓଷା କରିଥିଲା ସ୍ତ୍ରୀ...ଘରକୁ ଫେରୁଥିଲା ସ୍ୱାମୀ । ଅଧା ରାସ୍ତାରେ ବାଡେଇ ଦେଲା ଗାଡି...ମେଡିକାଲ ନେଉ ନେଉ ଚାଲିଗଲା ଜୀବନ । ଆଉ ତା’ପରେ...

Savitri Brata
ସ୍ୱାମୀ ପର କରିଦେଉ...ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

Savitri Brata
ସ୍ୱାମୀ ପର କରିଦେଉ...ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

Sabitri Brata 2023; Story about Sabitri
Sabitri Brata: ଯମ ନେଇଯାଇଥିଲେ ସ୍ୱାମୀଙ୍କ ଜୀବନ; କିପରି ଫେରିପାଇଲେ ସାବିତ୍ରୀ

ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହୁଏ ସାବିତ୍ରୀ ବ୍ରତ। ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନେଇ ମଙ୍ଗଳ କାମନା କରି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ରହିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ବ୍ରତ ପଛର କାହାଣୀ।

Take care this way during fast in Savitri Brata
Sabitri Brata: ସାବିତ୍ରୀ ବ୍ରତ ପାଳୁଛନ୍ତି କି… କିପରି ନିଜର ଯତ୍ନ ନେବେ ଜାଣନ୍ତୁ

ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସରେ ପଡୁଥିବାରୁ ପ୍ରବଳ ଗରମ ହୁଏ। ବର୍ତ୍ତମାନ ସମୟରେ ମଧ୍ୟ ସାରା ଦେଶ ତାତିରେ ଜଳୁଛି। ଏପରି ପରିସ୍ଥିତିରେ ଉପବାସ ସହିତ ନିଜର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ। ତେବେ ଏହି ଗରମ ଉତ୍ତାପରେ ଉପବାସ ସମୟରେ ନିଜକୁ କିପରି ହାଇଡ୍ରେଟ୍ ରଖିବେ ସେ ବିଷୟରେ ଜାଣନ୍ତୁ।

Savitri Brata puja fasting rules for newly married women
Sabitri Brata: ବିବାହ ପରେ ନୂଆ ସାବିତ୍ରୀ ବ୍ରତ କରୁଛନ୍ତି କି… ଜାଣନ୍ତୁ ବ୍ରତ ନିୟମ

ବିଶ୍ୱାସ କରାଯାଏ ଯେ ବିବାହିତ ମହିଳାମାନେ ଯେଉଁମାନେ ସାବିତ୍ରୀଙ୍କ ଉପବାସ ପାଳନ କରନ୍ତି, ସେମାନେ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବିବାହ ପରେ ପ୍ରଥମ ଥର ପାଇଁ ସାବିତ୍ରୀ ଉପବାସ ପାଳନ କରିବାକୁ ଯାଉଛନ୍ତି, ତେବେ ପୂଜାପାଠ ସହିତ ଜଡିତ ନିୟମଗୁଡ଼ିକର ଜାଣି ନିଅନ୍ତୁ।

Why do sadhabha women worship banyan tree in Savitri Vrata?
Sabitri Brata: ସଧବା ନାରୀମାନେ ସାବିତ୍ରୀ ବ୍ରତରେ କାହିଁକି ପୂଜା କରନ୍ତି ବରଗଛ

ସାବିତ୍ରୀ ଓଷାକୁ ସର୍ବ ଭାରତୀୟ ସ୍ତରରେ ‘ବଟ ସାବିତ୍ରୀ ବ୍ରତ’ ଭାବେ ପାଳନ କରାଯାଏ। ଏହି ଦିନ ସଧବା ମହିଳାମାନେ ବଟ ବୃକ୍ଷ ବା ବରଗଛକୁ ପୂଜା କରି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

Savitri Brata 2023
ରାତି ପାହିଲେ ସାବିତ୍ରୀ ଓଷା: ବଜାରରୁ ଫଳ କିଣିଲାବେଳକୁ କରେଣ୍ଟ ମାରୁଛି ଆକାଶଛୁଆଁ ଦର

ସେଓ କିଲୋଗ୍ରାମ ପ୍ରତି ଦର ୨୦୦ରୁ ୨୫୦ ଟିପିଥିବା ବେଳେ ଲିଚୁ ୨୦୦ ଛୁଇଁଛି। ଅଙ୍ଗୁର ୨୦୦ରୁ ତେଣିକି ଏବଂ ପିଜୁଳି କିଲୋ ୧୦୦ରୁ ଅଧିକ।

Savitri Brata
ରାତି ପାହିଲେ ସାବିତ୍ରୀ ଓଷା

ରାତି ପାହିଲେ ସାବିତ୍ରୀ ବ୍ରତ। ପତିର ଦୀର୍ଘ ଆୟୁଷ ସହ ମଙ୍ଗଳ ମନାସି ସଧବା ପାଳନ କରିବେ ସାବିତ୍ରୀ । ଏଣେ ପୂଜା ପାଇଁ ଭଳିକି ଭଳି ଫଳ କିଣିଲାବେଳକୁ କରେଣ୍ଟ ମାରୁଛି ଆକାଶଛୁଆଁ ଦର ।

Fruit Price Hike For Savitri Brata
ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ରେଟ୍‌, ଆମ୍ବକୁ ଛାଡ଼ିଦେଲେ ସବୁ ମହଙ୍ଗା

କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।

Married women observe Savitri Brata in Bhubaneswar
ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ସାବିତ୍ରୀ ପାଳୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ପାଇଁ ସ୍ତ୍ରୀ ପାଳୁଛନ୍ତି ସାବିତ୍ରୀ ବ୍ରତ.. ଉପବାସ ରଖିବାସହ ମନ୍ଦିରରେ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କରୁଛନ୍ତି ପୂଜାର୍ଚ୍ଚନା । ଦେଖନ୍ତୁ ଭୁବନେଶ୍ୱରରେ ମହିଳାମାନେ କିପରି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ ...

Transgender Community Celebrate
କିନ୍ନର ପାଳିଲେ ସାବିତ୍ରୀ ବ୍ରତ, ଦେଖନ୍ତୁ ଫଟୋ...

ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ନାରୀମାନେ ବ୍ରତ ରଖିଛନ୍ତି । ଏହାସହ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି... ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

 Savitri Brata: Read to learn the history & signific
କେଉଁ ତିନୋଟି ବର ମାଗିଥିଲେ ସତୀ ସାବିତ୍ରୀ, ଜାଣନ୍ତୁ...

ଆଜି ସାବିତ୍ରୀ ଅମାବାସ୍ୟା...ଆଜିର ଦିନରେ ନିଜ ସ୍ୱାମୀଙ୍କ ଜୀବନ ଯମରାଜଙ୍କ ଠାରୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ମହା ସତୀ ସାବିତ୍ରୀ...ସେହି ଦିନ ଠାରୁ ସ୍ବାମୀଙ୍କ ପରମାୟୁ ଲାଗି ପତ୍ନୀ ମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି । ହେଲେ ଜାଣନ୍ତି କି କେଉଁ ତିନୋଟି ବର ମାଗିଥିଲେ ସତୀ ସାବିତ୍ରୀ ?

Savitri Brata - Know History & Significance Of The Ritual
କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ?

କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ? ଜାଣନ୍ତି କି ?

Sabitri Brata : Wives pray for long lives of husbands
ଆଜି ସାବିତ୍ରୀ ଅମାବାସ୍ୟା; ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିବେ ପତ୍ନୀ

ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।

fruits market
ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ଜମୁଛି ବେପାର

ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଉପବାସ ରଖି ଏହି ବ୍ରତ ପାଳନ କରନ୍ତି। ସାରା ଦିନ ଉପବାସ ରହି ପତ୍ନୀମାନେ କେବଳ ଫଳମୂଳ ଖାଇ ପୂଜା ଆରାଧନା କରନ୍ତି। ତେବେ ସାବିତ୍ରୀ ବ୍ରତ ପାଳନ ବେଳେ ଫଳର ଗୁରୁତ୍ୱ ଥିବାରୁ ଭଲ ଜମିଥାଏ ଫଳ ବଜାରରେ ବେପାର।