ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ ସ୍ୱାମୀଙ୍କୁ ଛକିଥିଲା ଯମ, ଘରେ ପହଞ୍ଚିଥିଲେ ପୂଜା ହୋଇଥାଆନ୍ତେ...ହେଲେ ଘରକୁ ତ ଫେରିଲେ ପୂଜା ପାଇଁ ନୁହେଁ ବରଂ ଶବ ହୋଇ
Published By: Sarbeswar
Last updated: 22 May 2023, 06:34 AM IST
ବ୍ୟାଙ୍କରୁ ଟଙ୍କା ଉଠାଇଲା ବେଳେ, କେତେବେଳେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମିଶୁ ନଥିଲା ତ ତେକେବେବେଳେ ଆଖି ସମସ୍ୟା ଓ ଲିଙ୍କ ଫେଲୁଅର ପାଇଁ ଟଙ୍କା ଉଠାଇ ହେଉ ନଥିଲା।