ସଫଳତା ଦେଖାଗଲାନି...ହେଲେ ସାମାନ୍ୟ ଶାରିରୀକ ପରିବର୍ତ୍ତନ ପାଇଁ ଲୋକେ ତାଙ୍କୁ ଜଜ୍ କରିବାକୁ ଲାଗିଲେ । ସେ ଥିଲେ ୟୁପି ବୋର୍ଡ ପରୀକ୍ଷାର ଟପ୍ପର ହେଲେ ନିଶ ଦାଢ଼ି ଥିବାରୁ କୃତୀ ଛାତ୍ରୀଙ୍କୁ ବି ଲୋକେ ଟ୍ରୋଲ୍ କରିବାକୁ ପଛାଇଲେନି ।
ସାରିକା... UPSC ୨୦୨୩ରେ କୃତକାର୍ଯ୍ୟ ହୋଇଥିବା ନାଁଟିଏ । ଘର କେରଳରେ । ୯୨୨ ରାଙ୍କ ପାଇଥିବା ସାରିକାଙ୍କ ସଂଘର୍ଷ ପଛର କାହାଣୀ ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ । ସାରିକାଙ୍କ ଏ ସଫଳତା ପଛରେ ଦୁଃଖର କାହାଣୀଟିଏ ଯୋଡା ହୋଇଛି ।
ଦ୍ବିତୀୟ ରାଙ୍କ ପାଇ ଅତ୍ୟନ୍ତ ଖୁସି। ଲାଗୁଛି ଜୀବନର ଲକ୍ଷ୍ୟ ପୂରଣ ହୋଇଛି, ଏକ ମାଇଲଷ୍ଟୋନ ଅତିକ୍ରମ କରିଛି। ମା’-ବାପା ସବୁବେଳେ ଏହି ସ୍ଥାନରେ ମୋତେ ଦେଖିବାକୁ ଚାହୁଁଥିଲେ।
ସ୍ୱାଭିମାନ ଆଗରେ ଟଙ୍କା ପଇସା ଚାକିରି କିଛି ବି ମାଇନା ରଖେନି। ନିଜ ସମ୍ମାନକୁ କାହା ପାଖରେ ପକାଇ ଚାକିରି କରିବାକୁ ସେ ଶ୍ରେୟସ୍କର ମନେ କଲେନି । ଆଉ ଚାକିରି ଛାଡିଦେଲେ। ଏ କାହାଣୀ ହେଉଛି ଏଥରର ଆଇଏଏସ୍ ଟପ୍ପର ଉଦୟ କ୍ରିଷ୍ଣା ରେଡ୍ଡିଙ୍କର ।
ସମସ୍ତଙ୍କ ମନରେ ଉତ୍କଣ୍ଠା, ଏଥର ଆଇଏଏସ୍ ଟପ୍ପର ହୋଇଥିବା ଆଦିତ୍ୟ ଶ୍ରୀବାସ୍ତବ କେମିତି ପଢ଼ାପଢ଼ି କରୁଥିଲେ, ତାଙ୍କ ପଢ଼ାଘର ଓ ପଢ଼ା ଟେବୁଲ୍ କେମିତି ଥିଲା, ସେ କେଉଁ ସବୁ ନୀତିବାଣୀ ମାନି ଚଳୁଥିଲେ। ଦେଖନ୍ତୁ ଏହି ଭିଡିଓ।
ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୨ରେ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ସେ ଦୁଇ ଥର ବିଫଳ ହେବା ପରେ କିପରି ନିଜକୁ ପ୍ରସ୍ତୁତ କରିଥିଲେ ସେ କଥା କହିଛନ୍ତି। ଏହା ସହିତ ଆଗାମି ପିଢିମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।
UPSC ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ଅଛନ୍ତି ଶ୍ରୁତି ଶର୍ମା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା…