ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି। ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି।
ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି ୮୩ ଦିନ ପରେ ଫେରିଲେ । ସାଇକେଲରେ ୯୩୪୦କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ
ଜୀବନରେ କେବେ ମୋଟର ସାଇକେଲ ଚଢି ନାହାନ୍ତି ପ୍ରଶାନ୍ତ
ଦିନେ ସାଇକେଲ ଧରି ସବୁଆଡ଼େ ଯାଉଥିଲେ, ଏବେ ନିଜେ ପାଦରେ ଚାଲିପାରୁନାହାନ୍ତି। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୫ ବର୍ଷ ହେଲାଣି ଏମିତି ବିଛଣାରେ ପଡ଼ିଛନ୍ତି। ଜମି ବନ୍ଧା ପକାଇ ଟଙ୍କା ଆଣିଥିଲେ...ସବୁ ସରିଗଲା ସତ କିନ୍ତୁ ଚିକିତ୍ସା ସରିଲାନି କି ହୁଆଲଦାର ବିଛଣାରୁ ଉଠିଲେନି। ସାହାଯ୍ୟ ଅପେକ୍ଷାରେ ପୂରା ପରିବାର
ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍। ନୂଆ ହେଉ କି ପୁରୁଣା...ସାଇକେଲ୍ ସଜାଡ଼ିବାରେ ସେ ମାହିର।
ଗୋଟେ ହାତରେ ସାଇକେଲ୍, ଆଉ ଗୋଟେ ହାତରେ ଚା ବ୍ୟାଗ୍ କୁନି ସାଇକେଲ୍ ଖଣ୍ଡିଏ ଧରି ସକାଳୁ ସକାଳୁ ବୁଲୁଚନ୍ତି କଟକର ଗଳିକନ୍ଦିରେ ଆଉ ଛକ ଛକରେ ଅଟକି ଲୋକଙ୍କୁ ଚା ଦେଉଛନ୍ତି ଲୋକେ ବି ଚା ପିଇ ଖୁବ୍ ପ୍ରଶଂସା କରୁଛନ୍ତି
କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି