ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ।
ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୨ରେ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ସେ ଦୁଇ ଥର ବିଫଳ ହେବା ପରେ କିପରି ନିଜକୁ ପ୍ରସ୍ତୁତ କରିଥିଲେ ସେ କଥା କହିଛନ୍ତି। ଏହା ସହିତ ଆଗାମି ପିଢିମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।
ଦେଶର ସବୁଠାରୁ କଠିନ ପରୀକ୍ଷା UPSCରେ ବାଜି ମାରିନେଇଛନ୍ତି ଝିଅ। ଟପ୍ପର ହୋଇଛନ୍ତି ଈଶିତା କିଶୋର। କିଏ ଏହି ଈଶିତା, କୋଉଠି ସେ ପାଠ ପଢୁଥିଲେ, କିପରି ଥିଲା ତାଙ୍କ ସ୍କୁଲ ଶିକ୍ଷା ଆସନ୍ତୁ ଜାଣିବା।
UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।