• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

International Yoga Day
ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଡ଼ି ହେଲା ସାରା ଜଗତ; କାଶ୍ମୀର ଉପତ୍ୟକାରେ ଯୋଗକଲେ ପ୍ରଧାନମନ୍ତ୍ରୀ

ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ। 

Diphtheria Disease
‘ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ’

କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ ।

Diphtheria Disease
ଡିପଥେରିଆ ନେଲା ଆଉ ଏକ ଜୀବନ, ମୃତକ ୧୦ ବର୍ଷର ବାଳକ

ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ।

Health
'ଡିପଥେରିଆ ବ୍ୟାକ୍ଟେରିଆର ହେବ ଜିନମ ସିକ୍ୱେନ୍ସିଂ': ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ହେବ । ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ ।

Diphtheria Disease
ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଟିକାକରଣ, ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।

Diphtheria disease
ଡିପଥେରିଆ ରୋଗ କଣ ? କେମିତି ହୋଇଥାଏ ସଂକ୍ରମଣ ? ଜାଣନ୍ତୁ...

ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଲାଣି ଡିପଥେରିଆ । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି । ତେବେ କଣ ଏହି ଡିପଥେରିଆ ରୋଗ  ?

Diphtheria
କାୟା ମେଲାଉଛି ‘ଡିପଥେରିଆ’, ମୁନୁଷପଦର ଗାଁରେ ବଢୁଛି ମୃତ ଓ ସଂକ୍ରମିତ ଶିଶୁଙ୍କ ସଂଖ୍ୟା

ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ ।

Diphtheria
'ଡିପ୍‌ଥେରିଆ ଜୀବାଣୁ ବାହିତ ରୋଗ, ଟିକାକରଣ ଦ୍ୱାରା ନିରାକରଣ ସମ୍ଭବ'

ରାୟଗଡ଼ା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି କାରଣ ଖୋଜା ।

Human Killing Bacteria
ଡରାଇଲାଣି ମାଂସ ଖିଆ ଜୀବାଣୁ, ୪୮ ଘଣ୍ଟାରେ ମଣିଷ ଜୀବନ ନେବାକୁ ସକ୍ଷମ

ଗ୍ରୁପ୍ ଏ ଷ୍ଟ୍ରେପଟୋକୋକସ୍ (GAS) ଯୋଗୁ ସାଧାରଣତଃ ଶରୀର ଫୁଲିଥାଏ ଓ ଗଳାରେ ସମସ୍ୟା ହୋଇଥାଏ। ପିଲାମାନଙ୍କ ଗଳାରେ ଘା ମଧ୍ୟ ସୃଷ୍ଟି ହେବା ଦେଖାଯାଏ। ତେବେ କେତେକ ପ୍ରକାରର ଜୀବାଣୁ କ୍ଷେତ୍ରରେ ଲକ୍ଷଣ ଦ୍ରୁତଗତିରେ ମାଡ଼ି ଯିବାର ମଧ୍ୟ ନଜିର ରହିଛି।

Betel Leaf
ସ୍ୱାସ୍ଥ୍ୟ ପାଇଁ ଭଲ ପାନ, ଖାଇଲେ ହେବନି କ୍ୟାନସର୍ !

ଆମ ଭାରତୀୟ ସଭ୍ୟତାରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହାର ବୈଜ୍ଞାନିକ ନାଁ ହେଲା – ପାଇପର ବିଟଲ । ଆୟୁର୍ବେଦ ଶାସ୍ତ୍ର ଅନୁସାରେ, ପାନର ବ୍ୟବହାର ପ୍ରାୟ ଖ୍ରୀ.ଅ ୭୫ରୁ ଖାଇବା ପରର ଖାଦ୍ୟ ଭାବେ ଚାଲିଆସିଛି ।

new study reveals shocking facts high intensity workout may increase your weight
Health Tips: ଆପଣ ଘଣ୍ଟା ଘଣ୍ଟା ଧରି ହାଇ ଇଣ୍ଟେନ୍‌ସିଟି ୱାର୍କଆଉଟ୍ କରୁଛନ୍ତି କି; ହୋଇପାରେ ଏମିତି ସମସ୍ୟା

ଅନେକ ଲୋକଙ୍କ ମୁଣ୍ଡରେ ୱାର୍କଆଉଟ୍ କରିବାର ଭୂତ ପଶିଛି। ସେମାନେ ଜିମ୍‌କୁ ଯାଇ ହାଇ ଇଣ୍ଟେନ୍‌ସିଟି ୱାର୍କଆଉଟ୍ କରିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ୱାରା ଲାଭ ପରିବର୍ତ୍ତେ ସ୍ୱାସ୍ଥ୍ୟ ପାଇଁ କିଛି କ୍ଷତି ବି କରିପାରେ।

Dengue
ବର୍ଷା ଦିନ ଆସିନି, ଡରାଇଲାଣି ଡେଙ୍ଗୁ; ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ

ରାଜ୍ୟରେ ମୌସୁମୀ ନଆସୁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ । ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି, ସେ ମଧ୍ୟରେ ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି ।

do these two yoga asanas daily you will look 25 at 55
Yogasana: ଆପଣ ବୃଦ୍ଧ ଅବସ୍ଥାରେ ଯୁବକ ଭଳି ଦେଖାଯିବାକୁ ଚାହାନ୍ତି କି… କରନ୍ତୁ ଏହି ୨ ଆସନ

ଏପରି କିଛି ଆସନ ଅଛି ଯାହା ଦ୍ୱାରା ଆମେ ବୃଦ୍ଧାବସ୍ଥାରେ ମଧ୍ୟ ଯୁବକ ଦେଖାଯିବା। ଏ ସବୁ କରିବା ଦ୍ୱାରା ଆମେ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ପାଇବା। ଅନେକ ବଡ ବଡ ରୋଗ ପାଇଁ ଆମେ ଔଷଧ ଖାଇଥାଉ। ଏହା କେବଳ ଏହିସବୁ ଯୋଗ ଦ୍ୱାରା ମଧ୍ୟ ଭଲ ହୋଇପାରିବ।

World Brain Tumor Day 2024
World Brain Tumor Day 2024: କିପରି ଜାଣିବେ ବ୍ରେନ୍ ଟ୍ୟୁମର୍; ଏଥିରୁ ମୁକୁଳିବାର ୪ଟି ଘରୋଇ ଉପାୟ

‘ମସ୍ତିଷ୍କ ଟ୍ୟୁମର ଦିବସ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଏଥିରୁ ବଞ୍ଚିବାର କେତେକ ଘରୋଇ ଉପଚାର।

dry fruits
ଡ୍ରାଏଫ୍ରୁଟ୍ସ ଖାଉଛନ୍ତି କି ?

ଆପଣ ଡ୍ରାଏଫ୍ରୁଟ୍ସ ଖାଉଛନ୍ତି କି ? ଜଣେ ବ୍ୟକ୍ତି କେତେ ପରିମାଣର ଡ୍ରାଏଫ୍ରୁଟ୍ସ ଖାଇବା ଆବଶ୍ୟକ ? ଜାଣନ୍ତୁ

  • Thursday, 06 June 2024
Ayushman Bharat
‘ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Uncontrollable Laughter
କମେଡି ଦେଖୁଥିଲେ, ହସିହସି ପଡ଼ିଗଲେ...ଚେତା ଆସିବା ପରେ ଡାକ୍ତର କହିଲେ ଏମିତି...

ବ୍ୟକ୍ତି ଜଣକ ଚାହା ପିଉଥିବା ବେଳେ ହଠାତ୍‌ ତାଙ୍କ ହାତରୁ କପ୍‌ଟି ତଳେ ପଡିଯାଇଥିଲା। ସେ ଶରୀର ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଚୌକିରୁ ତଳେ ପଡିଗଲେ। କିଛି ମିନିଟ୍‌ ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ।

  • Monday, 03 June 2024
Sun Stroke
ପ୍ରାଣଘାତୀ ସାଜିଛି ଅଂଶୁଘାତ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ !

ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

unnatural death
ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି, ୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ

ରାଉରକେଲା ସହରରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

green tea for hair
କେଶ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ସହଜ ଉପାୟ

କେଶ ସମସ୍ୟା ଅନେକଙ୍କଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହାକୁ ଅତି ସହଜ ଉପାୟରେ ଆପଣମାନେ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। । ଏହା ମୁଖ୍ୟ ଉପାଦାନଟି ହେଉଛି 'ଗ୍ରୀନ୍ ଟି' ।

Weather
ଖରା ପାଇଁ ଯାଉଛି ଜୀବନ, ଥମୁନି ମୃତ୍ୟୁ; ପିକ୍ ଆୱାର୍ ରେ ନବାହାରିବାକୁ ପରାମର୍ଶ

ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

World Milk Day Know the benefits of milk
World Milk Day 2024: ଦୈନିକ ରାତିରେ ପିଅନ୍ତୁ କ୍ଷୀର; ଓଜନ କମିବ, ଭଲ ନିଦ ହେବ

କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଫାଇଦା…

Weather
କାହିଁକି ଜୀବନ ଝାମ୍ପି ନେଉଛି ରୌଦ୍ର ନିଆଁ ? ଅଂଶୁଘାତ ସତର୍କତାକୁ ହେୟଜ୍ଞାନ କି କାରଣ ?

କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି ।

Sun Stroke
ଜଳୁଛି ଜୀବନ, ମୃତ୍ୟୁର ଖେଳ ଖେଳୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ; ଗଲାଣି ୨୦ ଜୀବନ

ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।

World No Tobacco Day
ବିଶ୍ୱ ତମାଖୁ ବର୍ଜନ ଦିବସ: ‘ଶୈଶବ ନଷ୍ଟ କରୁଛି ତମାଖୁ’

ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% ​​କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।