• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fitness

Health Tips Liver detoxifying cauliflower
Health Tips: ଫୁଲକୋବିର ଅନେକ ଗୁଣ; ମୋଟାପଣ କରେ ଦୂର, ଶରୀରକୁ କରେ ଡିଟକ୍ସିଫାଏ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।

What is sickle cell disease know treatment
World Sickle Cell Awareness Day: କାହିଁକି ହୁଏ ସିକଲ୍ ସେଲ୍ ରୋଗ; ଜାଣନ୍ତୁ ଏହାର ଚିକିତ୍ସା

ଦ୍ରୁତଗତିରେ ବଢୁଥିବା ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ଶିକାର ହେଉଛନ୍ତି। ଏହା ମଧ୍ୟରୁ ସିକଲ୍ ସେଲ୍ ଏମିତି ଏକ ରୋଗ, ଯାହା ରକ୍ତ ସହିତ ଜଡିତ ଏକ ସମସ୍ୟା। ତେବେ ଆସନ୍ତୁ ଜାଣିବା ଏହି ବ୍ୟାଧି କ’ଣ, ଏହାର କାରଣ, ଲକ୍ଷଣ ଓ କିପରି କରିବେ ଚିକିତ୍ସା।

fitness, Odisha Police
ଫିଟନେସ୍‌ ଲାଗି ପୁରସ୍କାର ପାଇଲେ ପୋଲିସ୍‌

ରାଉରକେଲା ୪ର୍ଥ ବାଟାଲିୟନର ପୋଲିସ କର୍ମଚାରୀ ରାମଚନ୍ଦ୍ର ମହନ୍ତ । ଯିଏ କି ଜାତୀୟସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ପେଶା ପୋଲିସ ଚାକରି । ଦେଶ ଓ ସମାଜ ପାଇଁ ଅନବରତ କରୁଛନ୍ତି ପ୍ରୟାସ । ଖାଲି ଡ୍ୟୁଟି କରୁଛନ୍ତି ତାହା ନୁହେଁ ବରଂ ଯୋଗ ବି ଶିଖାଉଛନ୍ତି । ରାଉରକେଲା ସେକ୍ଟର ୨୧ ନୟାବଜାର ସ୍ଥିତ ୪ର୍ଥ ବାଟାଲିୟନରେ ଚାକରି କରୁଛନ୍ତି ରାମଚନ୍ଦ୍ର । ଯୋଗ ଶିଖାଇବା ପରେ ଜାତୀୟ ଓ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ବହୁ ପୁରସ୍କାର ଓ ମେଡାଲ ମଧ୍ୟ ପାଇଛନ୍ତି ।

 gets felicitated for fitness
ଫିଟନେସ୍‌ ଲାଗି ପୁରସ୍କାର ପାଇଲେ ପୋଲିସ୍‌

ପେଟ ବଢିଯାଉଛି, ଅଳସୁଆ ହୋଇଯାଉଛି ପୋଲିସ୍‌ । ଫିଟ୍‌ ନରହିଲେ ଚାକିରି ଯିବ..ଏମିତି ଚର୍ଚ୍ଚା ଭିତରେ ଏବେ ନିଜର ଫିଟ୍‌ନେସ୍‌ ପାଇଁ ପୁରସ୍କାର ପାଇଲେ ଜଣେ ପୋଲିସ ଅଧିକାରୀ । ସିଏ ପୁଣି ଜାତୀୟ ସ୍ତରର...

Fitness of this 73 YO
୭୩ ବର୍ଷର ଭେଣ୍ଡିଆ କୋଚ୍.. ଜୋସ୍ ଦେଖିଲେ ହୋସ୍ ଉଡିଯିବ

ଦେଖୁଛନ୍ତି ତ ଜୋଶ୍..କିଏ କହିବ ୟାଙ୍କୁ 73 ବର୍ଷ ବୟସ ବୋଲି..ଏବେ ବି ଜିତୁଛନ୍ତି ସ୍ୱର୍ଣ୍ଣ ପଦକ

Why most of the celebrities suffering from heart attack
କାହିଁକି ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି ସେଲିବ୍ରିଟି ?

ନିଜକୁ ଫିଟ୍ ରଖିବା ଲାଗି ଏବେକାର ଯୁବପିଢି ଅଧିକ ସମୟ ଜିମ୍‌ରେ ରହୁଛନ୍ତି।  ଅଧିକ ସମୟ ବ୍ୟାୟାମ କରିବା ସହ ସୁନ୍ଦର ଦେଖାଯିବା ଲାଗି ବିଭିନ୍ନ ପ୍ରକାର ଷ୍ଟେରଏଡ୍ ବା ଔଷଧ ସେବନ କରୁଛନ୍ତି। ଷ୍ଟେରଏଡ୍ ନେବା ସ୍ୱାସ୍ଥ୍ୟ ପାଇଁ ଘାତକ ସାଜିପାରେ। 

OTV Special | 95 Yr Old Cuttack\'s Malati Mausi Will Stun You With Her Fitness
୯୫ ବର୍ଷ ବୟସରେ ପୂରା ଚାଙ୍ଗା ମାଳତୀ ମାଉସୀ

ମାଳତୀ ମାଉସୀ ୯୫ ବର୍ଷ ବୟସରେ ଗୀତ ଗାଉଛନ୍ତି, ଚିତ୍ର ଆଙ୍କୁଛନ୍ତି, ଉଲ୍ ବୁଣୁଛନ୍ତି। କନା କଣ୍ଢେଇ କରୁଛନ୍ତି। ନାତି ନାତୁଣୀ ଖେଳାଉଛନ୍ତି। ନିଜର ସବୁ କାମ ନିଜ ହାତରେ କରିବା ସହିତ ଆଖ ପାଖ ଝିଅ ବୋହୂଙ୍କୁ ନିଜେ ଶିଖିଥିବା କାମ ଶିଖାଉଛନ୍ତି। ତାଙ୍କ କଥା ଶୁଣିଲେ ଆପଣଙ୍କ ଦେହରେ ବି ଜୋସ୍ ଚାଲି ଆସିବ। ଚାଲନ୍ତୁ କଟକରେ ଭିଟିବା ମାଳତୀ ମାଉସୀଙ୍କୁ

Youngest celebret fitness instructor
ଦୁର୍ଘଟଣା ବଦଳେଇଦେଲା ଜୀବନ : ଏବେ ସେ ସେଲିବ୍ରିଟି ଫିଟନେସ୍ ଟ୍ରେନର୍‌

ବଲିଉଡର ପ୍ରତ୍ୟେକ ସେଲିବ୍ରିଟି ଏହି ପ୍ରଶିକ୍ଷକଙ୍କଠାରୁ ଫିଟ୍‌ନେସ୍ ଟିପ୍ସ ନେବାକୁ ଚାହାଁନ୍ତି। ସମସ୍ତେ ମଧ୍ୟ ତାଙ୍କ ଟିପ୍ସ ପାଇ ଫିଟ୍ ହୋଇ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ନାମ ତିଆରି କରିଛନ୍ତି। ହଁ, ଆମେ ସେଲିବ୍ରିଟି ଫିଟ୍‌ନେସ୍ ଟ୍ରେନର ନମ୍ରତା ପୁରୋହିତଙ୍କ କଥା କହୁଛୁ। ପ୍ରକାଶଥାଉ ଯେ ପିଲାଦିନେ ସେ ଖେଳକୁ ବହୁତ ଭଲ ପାଉଥିଲେ। ସେ ସର୍ବଦା ସକ୍ରିୟ ଥିଲେ ଏବଂ ପ୍ରତ୍ୟେକ ଖେଳରେ ଭାଗ ନେଉଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ଫୁଟ୍‌ବଲ୍‌ ଏବଂ ସ୍କ୍ୱାସ୍‌ରେ ମଧ୍ୟ ଭାଗ ନେଇଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଏକ ଘୋଡାରୁ ଖସିପଡିଥିଲେ।