• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Dengue
ରାଜଧାନୀ ଡେଙ୍ଗୁ ହଟସ୍ପଟ୍!! ରୋଗୀଙ୍କ ସଂଖ୍ୟା ୨୪ ଶହ ପାର୍ ..

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

Monkey pox
ଆପଣ ମଙ୍କିପକ୍ସ ସଂକ୍ରମିତ କି ? କେମିତି ଜାଣିବେ, କ'ଣ ଏହାର ଲକ୍ଷଣ, କେମିତି ବ୍ୟାପେ ?

କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Know these yoga asanas benefits for house wife
Yogasana: ପ୍ରତ୍ୟେକ ଗୃହିଣୀଙ୍କ ପାଇଁ ୪ ସହଜ ଆଉ ଜରୁରୀ ଯୋଗାସନ; କରିଲେ ଅନେକ ଲାଭ

ଅଧିକାଂଶ ମହିଳା ମେଦବହୁଳତା, ରକ୍ତଚାପ, ସୁଗାର୍, ଥାଇରଏଡ୍ ଏବଂ ଆଣ୍ଠୁ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଗ ଏକ ମାତ୍ର ଉପାୟ।

Health tips home remedies for dengue malaria
Health Tips: ବ୍ୟାପିବାରେ ଲାଗିଛି ଡେଙ୍ଗୁ-ମ୍ୟାଲେରିଆ; ଏଥିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ

ବର୍ଷାଋତୁ ଯୋଗୁଁ ବ୍ୟାପିବାରେ ଲାଗିଛି ଡେଙ୍ଗୁ-ମ୍ୟାଲେରିଆ। ଏପରି ପରିସ୍ଥିତିରେ, ଘରେ ଏବଂ ଆଖପାଖରେ ଥିବା କିଛି ଜିନିଷ ବ୍ୟବହାର କରି ଏହାକୁ ଏଡାଇ ଦିଆଯାଇ ପାରେ। ଏନେଇ କିଛି ଟିପ୍ସକୁ ଅନୁସରଣ କରିବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।

Avoid these common yoga mistakes that may cause physical problem
Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

ଅଧିକାଂଶ ଲୋକ ଯୋଗ ଅଭ୍ୟାସ କରିବା ସମୟରେ କିଛି ସାଧାରଣ ଭୁଲ କରନ୍ତି, ଯାହା ସକରାତ୍ମକ ହେବା ପରିବର୍ତ୍ତେ ନକରାତ୍ମକ ହୋଇଥାଏ ଆଉ ଶରୀରକୁ ବହୁ କ୍ଷତି କରିଥାଏ। ତେବେ ଯୋଗ ଅଭ୍ୟାସ କରିବାବେଳେ କେଉଁସବୁ ଭୁଲକୁ ଏଡାଇବା ଉଚିତ ଆସନ୍ତୁ ଜାଣିବା।

Heart Attack
ପେଟ୍ରୋଲ ପକାଇଲେ...ପଇସା ଦେଲେ, ତା’ପରେ ଟଳିପଡ଼ିଲେ..!

ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା...

Office workers sgould know yoga exercises to do at office desk
Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଅଫିସ୍‌ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାମ କରିବା ଦ୍ୱାରା ଅନେକଙ୍କ ଅଣ୍ଟା-ପିଠି ସମସ୍ୟା ଦେଖାଯାଏ। ଯଦି ଜଣେ ବ୍ୟସ୍ତବହୁଳ ଜୀବନଶୈଳୀରେ ଯୋଗ ଅଭ୍ୟାସ କରିବାକୁ ସମୟ ନ ପାଏ, ତେବେ ଏମିତି କିଛି ଯୋଗ ମଧ୍ୟ ଅଛି ଯାହାକୁ ଅଫିସରେ ଅଭ୍ୟାସ କରାଯାଇପାରେ। ଆସନ୍ତୁ ଜାଣିବା…

Mpox
ଡରାଇଲାଣି ମଙ୍କିପକ୍ସ.. ସବୁ ବିମାନ ବନ୍ଦରକୁ ଆଲର୍ଟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି

ଘାତକ ସାଜିଥିବା ମଙ୍କିପକ୍ସ ପାଇଁ ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ କରାଯାଇଛି ।

  • Tuesday, 20 August 2024
  • Health
Dengue Cases
ରାଜ୍ୟକୁ ଡରେଇଲାଣି ଡେଙ୍ଗୁ; BMCକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଏକାମ୍ର MLA...

ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।

Dengue
ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ୍, ରାଜ୍ୟ ଦେଖିଲାଣି ୨ ହଜାର କେସ୍

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି ।

Mpox Disease
କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

do yoga regularly for thick and long hair
Yogasana: ପ୍ରତିଦିନ କରନ୍ତୁ ଏହି ୪ ଯୋଗାସନ; ଝଡିବନି କି ପାଚିବନି ଚୁଟି, ହେବ ଗହଳିଆ

ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ପ୍ରଭାବଶାଳୀ ହୋଇଥାଏ। ଯୋଗ କରିବା ଦ୍ୱାରା ଚୁଟିର ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏ ସବୁ ଫଳ ମିଳିବ ସେ ବିଷୟରେ ଜାଣିନେବା।

FIR
କଠୋର ହେଲେ ସରକାର,ଏଣିକି ହେଲଥକେୟାର କର୍ମଚାରୀ ହିଂସାର ଶିକାର ହେଲେ...

ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।

SCB
‘ଅତି ଜରୁରୀ ନଥିଲେ SCB ନଆସିବାକୁ ପରାମର୍ଶ’

ଅତି ଜରୁରୀ ନଥିଲେ SCB ଆସନି । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କ’ଣ ହେବ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି SCB ଅଧୀକ୍ଷକ । 

How to develop positive mindset know some easy ways for happy life
Tips and Tricks: ଆଜିର ବ୍ୟସ୍ତବହୁଳ ଜୀବନରେ ନିଜକୁ କେମିତି ରଖିବେ ପଜିଟିଭ୍‌; ଜାଣନ୍ତୁ ୭ ଟିପ୍ସ

ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ସକରାତ୍ମକ ରଖିବାକୁ ହେଲେ କେତେକ ଟିପ୍ସ ଉପରେ ନଜର ରଖିବାକୁ ହେବ। ତେବେ ଆସନ୍ତୁ ସେହି ଟିପ୍ସଗୁଡିକ କ’ଣ ଜାଣିନେବା ଆଉ ନିଜକୁ ସବୁ ପରିସ୍ଥିତିରେ ବି ପଜିଟିଭ୍ ରଖିବା।

diarrhoea
ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି; ୪ ଦିନରେ ଗଲାଣି ୩ ଜଣଙ୍କ ଜୀବନ

ଗାଁରେ ମେଡିକାଲ ଟିମ୍‌ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

BSKY
'ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ BSKY ଜାରି ରହିବ'

ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। 

Do ustrasana daily to manage thyroid gland improves
Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

ଉଷ୍ଟ୍ରାସନ ଅନେକ ଶାରିରୀକ ସମସ୍ୟାକୁ ଦୂର କରେ। ଏହା ଏମିତି ଏକ ଯୋଗାସନ ଯାହା ସାହାଯ୍ୟରେ ଆପଣ ନିଜ ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିପାରିବେ। ଏହା ଦ୍ୱାରା ହରମୋନ୍ ସମସ୍ୟା ସହଜରେ ସନ୍ତୁଳିତ ହୋଇପାରିବ। ଆସନ୍ତୁ ଜାଣିବା ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ କ’ଣ…

How late can you eat the last meal of your day
Health Tips: ରାତ୍ରି ଭୋଜନର ଶେଷ ସମୟ କେତେବେଳେ ହେବା ଉଚିତ; ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଆଜିକାଲିର ବ୍ୟସ୍ତବହୁଳ ସମୟ ଭିତରେ ଅନେକ ନିଜ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ। ବିଶେଷକରି ରାତ୍ରି ଭୋଜନକୁ ଅନେକ ଅବହେଳା କରନ୍ତି। ଏହା କିନ୍ତୁ ସାଂଘାତିକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ରାତ୍ରି ଭୋଜନର ପ୍ରକୃତ ସମୟ କ’ଣ…

Foods To Avoid in Breakfast
Health Tips: ସକାଳ ଜଳଖିଆରେ କେବେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ କର୍କଟ-ଡାଇବେଟିସ୍

ନିକଟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକମାନେ ଜଳଖିଆରେ କେଉଁ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ। ଇନ୍‌ଷ୍ଟାରେ ଶେୟାର ହୋଇଥିବା ଭିଡିଓରେ, ସେହିସବୁ ଜଳଖିଆଗୁଡିକ ଦେଖାଯାଇଛି, ଯାହା ସକାଳେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

head and neck cancers
ସର୍ଭେରେ ଆସିଲା ଚିନ୍ତାଜନକ ରିପୋର୍ଟ; ଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା...

ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି ।

Diphtheria
ଡିପ୍‌ଥେରିଆ ରୋଗ କଣ ?

ଡିପ୍‌ଥେରିଆ ଏକ ଗଳା ସମ୍ବିନ୍ଧିତ ରୋଗ । ସାଧାରଣତଃ ଏହି ରୋଗ ୫ ବର୍ଷ ପିଲାଙ୍କଠାରେ ଦେଖାଯିବା ସହ ୬୦ ବର୍ଷ ପରେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି । ଏହା ବାୟୁ ବାହିତ ସଂକ୍ରମଣ ରୋଗ । ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର ବ୍ୟବହୃତ ବସ୍ତ୍ର, ଖ୍ୟାଦ୍ୟ ପଦାର୍ଥ ଆଦିରେ ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।

  • Saturday, 27 July 2024
Diet Plan
ଡାକ୍ତର ବାବୁଙ୍କ ବୟସ ଥିଲା ୭୮, ଏବେ ହେଲା ୫୭... ଜାଣନ୍ତୁ ଏହା ପଛର ରହସ୍ୟ ...

ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।

Tips to avoid vomiting when travelling follow these suggestions
Health Tips: ଗାଡ଼ିରେ ଗଲେ ବାନ୍ତି ହେଉଛି କି; ଆପଣାନ୍ତୁ ଏହିସବୁ ଘରୋଇ ଟିପ୍ସ, ଆଉ ହେବନି

ଭ୍ରମଣ ସମୟରେ ଆପଣ ଯଦି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।

Tattoos
ଦେହରେ ଟାଟୁ କରୁଥିଲେ ସାବଧାନ; ହୋଇପାରେ ବ୍ଲଡ କ୍ୟାନସର !

ଟାଟୁରୁ ହୋଇପାରେ ଲିମ୍ଫୋମା ବ୍ଲଡ କ୍ୟାନସର ବା ରକ୍ତ କର୍କଟ। ସ୍ବିଡେନରେ କରାଯାଇଥିବା ଏକ ଷ୍ଟଡିରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।