• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid

China Faces New Virus
Metapneumovirus: କରୋନାର ୫ ବର୍ଷ ପରେ ପୁଣି ଆସିଲା ନୂଆ ଭାଇରସ୍‌; ଖେଳାଉଛି ଆତଙ୍କ, ଚିନ୍ତାରେ ଲୋକେ !

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ଭାଇରସ୍‌ ଆତଙ୍କ ଖେଳାଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଏଚ୍‌ଏମ୍‌ପିଭି (HMPV) ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି। 

CAG find Irregularities
CAG find Irregularities: ମହାମାରୀ ନାଁରେ ମହା ଘୋଟାଲା; ସତ ଧରିଲେ ସିଏଜି, ଜୋର ଧରିଲା ରାଜନୀତି

କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ସିଏଜି ଧରିଲେ ଅନିୟମିତତା ।

Kin of teacher lost life during COVID yet to receive govt help | Ganjam
ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର...

ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର... ସ୍ୱାମୀଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। ପରିବାରରେ କେହି ରୋଜଗାରିଆ ନଥିବାରୁ ଦିନକୁ ଦୁଇ ମୁଠା ଆହାର ଯୋଗାଡ଼ କରିବା ଏବେ ହୋଇ ପଡ଼ିଛି କଷ୍ଟକର...

Masani Bandhu
ମଲା ପରେ ବି ଅସ୍ଥି ନେବାକୁ ଆସିଲେନି.. କିନ୍ତୁ ପ୍ରୟାଗରାଜରେ ହେବ ଅସ୍ଥି ବିସର୍ଜନ..

ଜନ୍ମରୁ ମୃତ୍ୟୁ ଯାଏ ଏମିତିକି ମୃତ୍ୟୁ ପରେ ବି ରକ୍ତ ସମ୍ପର୍କମାନଙ୍କୁ ଖୋଜାପଡ଼େ.. ଏନ୍ତୁଡ଼ିଶାଳରୁ ମଶାଣି ଆଉ ପିଣ୍ଡଦାନ ପର୍ଯ୍ୟନ୍ତ କୂଳ, ପରିବାର, ସମ୍ପର୍କୀୟ ଖୋଜାପଡ଼ନ୍ତି..

Covid
ଡରାଇଲାଣି କରୋନା, ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ

ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

One more Covid positive case detected in Odisha, active tally at 3
ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ; ପୁଣି ଆସିଲା ପଜିଟିଭ୍‌ ମାମଲା

ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିନକରେ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । କୋଭିଡରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି ।

Why December
ସେଇ ଡିସେମ୍ବର .. ସେଇ ଶୀତ.. ପୁଣି କରୋନା .. କାହିଁକି !

୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା ।

Covid-19
ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

Masks back in Parliament
ପାର୍ଲାମେଣ୍ଟରେ କରୋନା ପ୍ରଭାବ : ଗୃହକୁ ମାସ୍କ ପିନ୍ଧି ଆସିଲେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ଉପରାଷ୍ଟ୍ରପତି

ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଭାରତ, ପାର୍ଲାମେଣ୍ଟରେ ଆଜିଠୁ ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ

Asha ra Aloka - Love story kindles from school days but breaks during Covid
ସ୍କୁଲ ବେଳୁ ପ୍ରେମ ହେଲା....କରୋନା ବେଳେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା...କିନ୍ତୁ କାହିଁକି?

ସ୍କୁଲ ବେଳୁ ପ୍ରେମ ହୋଇଥିଲା। ପରେ ଭିନ୍ନ ଜାତିରେ ବିବାହ ବି କଲେ। କରୋନା ବେଳେ ଉଭୟଙ୍କ ମଧ୍ୟରେ କିନ୍ତୁ ସୃଷ୍ଟି ହେଲା ଫାଟ। ଭିନ୍ନ ଜାତିରେ ବିବାହ କରିଥିବାରୁ ଘର ଲୋକ ଶୁଦ୍ଧି ବି ହୋଇଯାଇଛନ୍ତି...ଏବେ ଦୁହେଁ କରିବେ କ’ଣ? କେମିତି ମିଶିବେ ପୂଜା-ଚନ୍ଦନ...

Covid ।  11 More Containment Zones Declared In Bhubaneswar
BMCରେ ବଢ଼ିଲା କଣ୍ଟେନମେଣ୍ଟ

ଭୁବନେଶ୍ୱରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି..ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC

COVID Vaccination Of 15-18 Year Olds From Today
ଆଜିଠୁ ପିଲାଙ୍କୁ ଦିଆଯିବ କୋରୋନା ଟିକା

ଆଜିଠୁ ଆରମ୍ଭ ହେବ ୧୫-୧୮ ବର୍ଷ ପିଲାଙ୍କ କୋଭିଡ୍ ଟିକାକରଣ.. ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ପିଲାମାନେ.. ଟିକା ନେବାକୁ ଉତ୍ସୁକ ପିଲାମାନେ କୋ-ଓ୍ୱିନ୍ ଆପରେ ନିଜକୁ ପଞ୍ଜିକୃତ କରିପାରିବେ..

Covid Resurgence In Maharashtra, Delhi Worries Govt
ମହାରାଷ୍ଟ୍ରରେ ହାଇ ଆଲର୍ଟରେ

ମହାରାଷ୍ଟ୍ରରେ କରୋନା ପିକ୍ ନେଲାଣି। ଦିନକୁ ଦିନ କରୋନା ଗ୍ରାଫ୍ ଉପରକୁ ବଢୁଥିବାରୁ ମହାରାଷ୍ଟ୍ରରେ ହାଇ ଆଲର୍ଟରେ।

vaccine
୨୪ ଘଣ୍ଟାରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ, ଜୀବନ ପ୍ରତି ବିପଦ ଥିବା କହିଲେ ବିଶେଷଜ୍ଞ ଟିମ୍

ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।

Padma Shri Nanda Sir No More, Succumbs To Covid Complications
ଚାଲିଗଲେ ସମସ୍ତଙ୍କ ପ୍ରିୟ ନନ୍ଦ ସାର୍

ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍.. ୧୦୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି

2021 Records Highest Number Of Tourists Thronging Kashmir Amid COVID Restrictions
ମନ ମୋହୁଛି ଡାଲ ଲେକ-ମୋଗଲ ଗାର୍ଡେନ୍‌

କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।

ଭିମସାରରେ ୬୦ ଛୁଇଁଲା...

ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ । ଏହାପରେ ୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।

vaccination
ରାଜ୍ୟରେ ୬୭% ପ୍ରଥମ ଡୋଜ ଟିକାକରଣ

ଗତକାଲି ରାଜ୍ୟରେ ୪ ଲ‍କ୍ଷ ୫ ହଜାର କୋଭିଡ ଟୀକାକରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୬୭% ଲୋକେ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି ଏବଂ ୭୨% ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୩ ମାସ ବ୍ୟବଧାନ ଯୋଗୁଁ ଲୋକେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଭୁଲି ଯାଇଛନ୍ତି।

Special Story | Locals In Angul Forget COVID Restrictions To Catch Fish In River
ଆଜି ମାଗୁର ଓ ଶେଉଳ ଝୋଳଟେ ହବ... ଦେଖନ୍ତୁ ଡିଜିଟାଲ୍ ଫ୍ୟୁଜ୍

ଆଜି ପୁଅ ମାଗୁର, ସେଉଳ ଝୋଳ ଟେ ହବ। ଘରେ ଆଗତା ସୋରିଷ ବେସର ବଟା ହେଇଛି। ଠକରା ଆମ୍ବୁଲ ଖଣ୍ଡେ ପଡ଼ିବ। ଜୁକୁଜୁକିଆ ରାନ୍ଧଣାଟେ ହବ।

corona
ସୁଧୁରୁଛି ସ୍ଥିତି, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ କରୋନା ନିୟନ୍ତ୍ରଣକୁ ଆସୁଛି

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ…

COVID
ଟିକାକରଣରେ ହେବ ସମସ୍ୟା ! ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ମୁହଁ ମୋଡ଼ିଲେ ଟିକା କମ୍ପାନୀ

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ପୁଣି ହୋଇପାରେ ସମସ୍ୟା । ୧୮ରୁ ୪୪ ବର୍ଷ ଭିତରେ ୨ କୋଟି ନାଗରିକଙ୍କୁ ମାଗଣା ଟିକାକରଣରେ ହୋଇପାରେ ବିଳମ୍ବ । କାରଣ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଲାଗିଛି ଶକ୍ତ ଝଟକା । ଟେଣ୍ଡର ପ୍ରକ୍ରିୟାରେ…