• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Youth Dies
‘ମୋ ପୁଅ ତା’ ଜୀବନରେ କ୍ରାଇମ୍‌ କରିନି, ହେଲେ ତାକୁ ଫସାଇ ପୋଲିସ୍‌ ପିଟିପିଟି ମାରିଦେଲା’

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ରାଉନସୁଗର କେସ୍‌ରେ ଫସାଇ ଜଣେ ଯୁବକଙ୍କୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ ହୋଇଛି।

Superstition
ବୃଦ୍ଧ ବାପାକୁ ପୁଅର ବଳି ଉଦ୍ୟମ

ନିଜ ଜନ୍ମଦାତାକୁ କୌଣସି ପୁଅ କଣ କେବେ ବଳିଦେବାକୁ ଯୋଜନା କରିପାରେ। ଏକ ସଭ୍ୟ ସମାଜ ପାଇଁ କଥାଟା ଆଦୌ ଗ୍ରହଣୀୟ ହୋଇନପାରେ, କିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଆଜି ଆସିଛି ଏମିତି ଏକ ଚକିତ କଲାଭଳି ଘଟଣା।

ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ
ଦେଖା ନଦେବାରୁ ବିଡିଓଙ୍କୁ ପିଟିଲେ ବିଧାୟକ !

ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଡିଓ। 

Superstition
ରାତାରାତି ଧନୀ ହେବା ଆଶାରେ ବାପାର ବଳି ଦେବାକୁ ପୁଅ କରିଥିଲା ପ୍ରସ୍ତୁତି, ଧରିଲା ପୋଲିସ

ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି ।

 Youth tries to give father as human sacrifice in Odisha
ବାପାକୁ ବଳି ଦେବା ପାଇଁ ବାହାରିଥିଲା ପୁଅ, ପହଞ୍ଚିଗଲା ପୋଲିସ୍‌...

ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି।

murder
ପାରିବାରିକ କଳହର କରୁଣ ପରିଣତି : ରାଜଧାନୀରେ ସ୍ତ୍ରୀକୁ ପିଟିପିଟି ହତ୍ୟା

ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ଜୀବନରୁ ମାରି ପକାଇଲା ।

  • Saturday, 30 April 2022
  • Murder
Firing
ଫୁଟିଲା ଗୁଳି, ଗଡିଲା ମୁଣ୍ତ

ପୂର୍ବ ଶତ୍ରୁତାକୁ ନେଇ ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି ।

Lovers Cheat
ପ୍ରେମିକ ୯୭ ଲକ୍ଷର ବଡ ନାମଟେ ଦେଲା

ରାଜଧାନୀରେ ବୟଫ୍ରେଣ୍ଡଙ୍କ ଧୋକାବାଜି I ଇଂଜିନିୟରିଂ କଲେଜର ଲେଡ଼ି ଆକାଉଣ୍ଟାଣ୍ଟଙ୍କୁ ଚୁନା I ୯୭ ଲକ୍ଷର ଚୁନା ଲଗାଇଲା ଝାଡ଼ଖଣ୍ଡର ଯୁବକ

Lovers Cheat
ରାଜଧାନୀରେ ଦଗାଦିଆ ପ୍ରେମିକ; ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ରାଜଧାନୀରେ ନିବିଡ଼ ସମ୍ପର୍କ ନାଁରେ ଦୁଇ ଦୁଇ ଜଣ ଯୁବକଙ୍କ ଧୋକାବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାମ ଦେଲା ନିବିଡ଼ ସମ୍ପର୍କ । ଜଣଙ୍କୁ ୯୭ ଲକ୍ଷର ଚୂନା ଲଗାଇ ଚାଲିଗଲା ଦଗାଦିଆ ବୟଫ୍ରେଣ୍ଡ । ଆଉ ଜଣେ ବ୍ଲାକମେଲିଂ କରି ଯୁବତୀ ଠାରୁ ହାତେଇ ନେଇଛନ୍ତି ୧୦ ଭରି ସୁନା ।

Youth body recovered from power channel in Burla
ହାତଗୋଡ଼ ବାନ୍ଧି ପାଣିକୁ ଫିଙ୍ଗି ଦେଲେ, ମୃତଦେହ ମିଳିବା ପରେ ଜଣାପଡ଼ିଲା...

ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।

Know Mystery Behind Maharashtrian Couple, Daughter Death In Bhubaneswar
୧୫ ମାସର ଶିଶୁକୁ ହତ୍ୟା ପରେ ଜୀବନ ହାରିଦେଲେ ବାପା, ମା

ଜୀବନ୍ତ ଲାଗୁଥିବା ଏ ହସ, ହସରେ ରହିଗଲା। ଏହି କୁନି ଝିଅର କଅଁଳ ଡାକ ଆଉ ଶୁଭିବନି। ଯୁବ ଦମ୍ପତିଙ୍କ ଏ ଖୁସିର ମୁହୂର୍ତ୍ତ ଆଉ ଆସିବନି। କାରଣ ଆଜିଠୁ ସବୁକିଛି ଫଟୋରେ ରହିଗଲା। କଠୋର ନିଷ୍ପତ୍ତି କ୍ରମେ ମୃତ୍ୟୁକୁ କୋଳେଇ ନେଇ ଚିରନିଦ୍ରାରେ ଶୋଇଯାଇଛନ୍ତି ସମସ୍ତେ।

Collector Ashish Thakare
ଜିଲ୍ଲାପାଳଙ୍କୁ ପୁଣି ସମନ, ଏଥର ହାଜର ନହେଲେ କାର୍ଯ୍ୟାନୁଷ୍ଠାନ !

ପୂର୍ବରୁ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହୋଇନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା ।

Vigilance Raid
ଭିଜିଲାନ୍ସ ଜାଲରେ ନିଲମ୍ବିତ ASI ! ରେଡ୍‌ ବେଳେ ଧରାପଡ଼ିଲା ଅପର୍ଯ୍ୟାପ୍ତ ସମ୍ପତ୍ତି

ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି ।

Arrest 4 In Kidnapping Case
ସାବଧାନ ! ପିଲାଙ୍କୁ ବାହାରକୁ ଛାଡୁଛନ୍ତି କି ? ଆଇସକ୍ରିମ୍ ଦେବାକୁ କହି ଉଠାଇନେଉଛନ୍ତି ପିଲା ଚୋର

ରାଜଧାନୀରେ ମାତିଛନ୍ତି ପିଲା ଚୋର । ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଯାଉଛନ୍ତି ଦୁର୍ବୃତ୍ତ । ସିସିଟିଭିରେ କେଏଦ୍‌ ହୋଇଛି ପିଲା ଚୋରିର ପୁରା ଦୃଶ୍ୟ ।

Deaf And Dumb Lootera Gang On Prowl In Bhubaneswar
ରାଜଧାନୀରେ ମାତିଛନ୍ତି ନକଲି ମୂକ, ବଧିର ଗ୍ୟାଙ୍ଗ; ଟାର୍ଗେଟ୍‌ରେ ହଷ୍ଟେଲ ଓ ମେସ୍‌

ବିଭିନ୍ନ ହଷ୍ଟେଲ, ମେସ୍‌କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି। 

Hanuman Paisa Racket
ଘାରିଛି କୋଟିପତି ନିଶା, ବାୟା କରୁଛି ହନୁମାନ ପଇସା

ସଙ୍କଟମୋଚକ ପ୍ରଭୁ ହନୁମାନଙ୍କ ନାଁରେ ଚାଲିଛି ମୁଦ୍ରା ରାକେଟ୍। ହନୁମାନ ପଇସା ପାଇଁ ବାଜିରେ ଲାଗୁଛି ଜୀବନ। କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି କୋଟି କୋଟିର ଖେଳ। ଓଡ଼ିଶାରୁ ଅନ୍ତରାଷ୍ଟ୍ରୀୟ ବଜାର ଯାଏଁ ଲମ୍ବିଛି ହନୁମାନ ପଇସା ରାକେଟ୍।  

Husband killed Wife
ପକ୍ଷାଘାତରେ ପୀଡିତ ସ୍ତ୍ରୀକୁ ପୋଖରୀରେ ବୁଡେଇ ମାରିଦେଲା ପିଶାଚ ସ୍ୱାମୀ

ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି।

Five star hotel accountant murder case dead body hidden in dustbin
ସୁରଟ୍‌ରେ ଓଡିଆ ଯୁବକଙ୍କୁ ହତ୍ୟା; ଡଷ୍ଟ୍‌ବିନ୍‌ରୁ ମିଳିଲା ଶବ

ଓଡିଆ ଯୁବକଙ୍କୁ ସୁରଟରେ ହତ୍ୟା। ଡଷ୍ଟ୍‌ବିନ୍‌ରେ ଲୁଚାଯାଇଥିଲା ଶବ। ବୁଟ୍‌ର ରକ୍ତ ଦାଗରୁ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍।

Looting from gold traders by showing guns
ଲୁଟେରାଙ୍କ ଟାର୍ଗେଟରେ ସୁନା ବ୍ୟବସାୟୀ, ୨ ମାସରେ ତିନି ସୁନା ବ୍ୟବସାୟୀଙ୍କୁ ଟାର୍ଗେଟ୍

ଲୁଟେରାଙ୍କ ଗନ୍ ପଏଣ୍ଟରେ ଗହଣା ବ୍ୟବସାୟୀ । ସହରର ଭିତରେ ହେଉ ଅବା ଉପକଣ୍ଠ, ତିନି ତିନି ଜଣ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ ହେଲା , ମାତ୍ର ଲୁଟେରାଙ୍କ ଟେର ପାଉନି ପୋଲିସ । ଏହା ପଛର କାରଣ କଣ ? ଅପରାଧୀଙ୍କ ଗୁପ୍ତତଥ୍ୟ ରଖିବାରେ ଫେଲ ମାରୁଛି କି ପୋଲିସ? ଅନଭିଜ୍ଞ ଅଫିସରଙ୍କ ଫାଇଦା ଉଠାଇଛନ୍ତି କି ଲୁଟେରା ? ବାରମ୍ବାର ବିଫଳତାର ସ୍ୱାଦ ଚାଖିଥିବା କମିଶନରେଟ ପୋଲିସ ଆଗରେ ଏବେ ଏଭଳି ଅନେକ ପ୍ରଶ୍ନ ।

Maoist
ବିପଦ ! ୪ ରାଜ୍ୟରେ ମାଓବାଦୀ ଆକ୍ରମଣ ଆଶଙ୍କା

ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍‌ର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ସଚିବାଳୟରେ ହୋଇଥିବା ଏକ ବୈଠକରେ ଏହିସବୁ ରାଜ୍ୟ ଗୁଡ଼ିକୁ ସୂଚନା କେନ୍ଦ୍ର ତରଫରୁ କୁହାଯାଇଛି ।

Odia Man Killed
ସୁରତରେ ପୁଣି ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା, ଅଳିଆ ଗଦାରୁ ମୃତଦେହ ଉଦ୍ଧାର

ହୋଟେଲର ବେସମେଣ୍ଟରେ ଏକ ଅଳିଆ ଗଦାରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।

  • Wednesday, 27 April 2022
  • Surat
doctor beat patient relative
ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କୁ ଘରେ କବାଟ ଦେଇ ପିଟିଲେ ଡାକ୍ତର

ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Crime
ମୁଥ ମାରି ଶିକ୍ଷାଧିକାରୀଙ୍କ ନାକ ଫଟାଇଦେଲେ ଦମ୍ପତି

DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।

Vigilance Raid
ଗିରଫ ହେଲେ କୋଟିପତି GRS, ୫୯ ପ୍ଲଟ୍‌ ସହ ଆଖି ଟେରା ହେଲା ଭଳି ସମ୍ପତ୍ତି ରଖିଥିଲେ

ବାବୁଲି ପଢ଼ିଆରି ଜଣେ ଜିଆରଏସ୍‌ ହୋଇ ମଧ୍ୟ ୫୯ ପ୍ଲଟ୍‌ର ମାଲିକ । ତେବେ ଏହି ସମ୍ପତ୍ତି କେଉଁଠୁ ଆସିଲା, କିଏ ଦେଲା ? ବାବୁଲି ସତ କହୁଛନ୍ତି ନା ମିଛ ? ଏନେଇ ଭିଜିଲାନ୍ସ ତଦନ୍ତ ଚଳାଇଛି ।

Odia Tele Actor
ନିଜର ହାଣ୍ତସମ୍‌ ଲୁକ୍‌ରେ ପାଗଳ କରୁଥିଲେ ଯୁବତୀଙ୍କୁ ଓ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ସାମ୍ନାକୁ ଆସିଲା ସୁମନଙ୍କ ସାଙ୍ଘାତିକ ସତ। ନିଜର ସୁନ୍ଦର ଚେହେରା, ଆଉ ମିଠା କଥା ପାଇଁ ସୁନ୍ଦର ଯୁବତୀଙ୍କ ସହ ରଖୁଥିଲେ ଲିଭ୍‌ ଇନ୍ଜ‌ ରିଲେସନସିପ୍‌। ପ୍ରେମର ମାୟାଜାଲରେ ଏମିତି ଛନ୍ଦି ଦେଉଥିଲେ ଯେ, ସୁମନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ତରୁଣୀ ଯୁବତୀ ।