ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି।
ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।
ବ୍ଲାକ୍ମେଲିଂ ଅଭିଯୋଗ ଆଣି ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଥାନାରେ ଏତଲା ଦେଇଥିଲେ। ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।
ଭାଇରାଲ୍ ଫଟୋ ସମ୍ପର୍କରେ ଅକ୍ଷୟ ପ୍ରତିକ୍ରିୟା ଦେବାକୁ ବି ଏଡ଼ାଇ ଯାଇଛନ୍ତି କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଭିଡ଼ିଓରେ ଯେଉଁ ଯୁବତୀ ଅଭିଯୋଗ ଆଣିଛନ୍ତି।
ଅଭିନେତ୍ରୀ କରାଇବା ଆଳରେ ପ୍ରଯୋଜକ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି।