• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lady Blackmailer Archana Nag

Lady Blackmailer Archana Nag
‘ମୁଁ ତ ଆଜି ଆସିଲି, ଅପେକ୍ଷା କର ଆଗକୁ ସମସ୍ତଙ୍କ ମୁଖା ଖୋଲିଦେବି’

ଏକଜାମ୍ ହଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ବିଷୋଦଗାର କରିଥିଲେ ଅର୍ଚ୍ଚନା । କହିଥିଲେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି ।

Jagabandhu Chand
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

Special Story | I will not spare anyone, says lady blackmailer Archana Nag
ଅର୍ଚ୍ଚନାଙ୍କ ୩ ରୂପ : ଇମୋସନାଲ ହେଲେ, ଆଟାକ୍ ପୁଣି ଟାର୍ଗେଟ୍

୩ ରୂପ ଦେଖାଇଲେ ହନିଟ୍ରାପ୍‌ କତୱିନ୍‌ ଅର୍ଚ୍ଚନା ନାଗ। ଫାଷ୍ଟ ଇମୋସନାଲ ହେଲେ, ପରେ ଆଟାକ୍ ଆଉ ଶେଷରେ ଟାର୍ଗେଟ୍ କଲେ। ଆଉ ମୁହଁ ଖୋଲିଲେ ରାଜ୍ୟ ଦୋହଲିବ ବ ବୋଲି କହିଦେଲେ।

sArchana Nag Case:  Where are the so-called victims Says Archana
ରାଗ ଗର ଗର ନାଗ, କହିଲେ- କାହିଁକି ଲୁଚିଛନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ ?

 ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କାହିଁକି ଲୁଚିଛିନ୍ତି ସୋ-କଲ୍‌ଡ୍ ଭିିକ୍ଟିମ୍‌ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା।

Archana Nag case
ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ IAS ଏବଂ IPSଙ୍କ ରହିଛି ଲିଙ୍କ୍ ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି ।

Luxurious Ford Car
ଏଣ୍ଡେଭର୍ କିଣିବାକୁ ଅର୍ଚ୍ଚନାକୁ କିଏ ଦେଇଥିଲା ୪୦ ଲକ୍ଷ ?

ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍‌ର କଳାଚିଠା ।

Archana Nag
ଇଡି ପରେ ଏବେ ଏସ୍‌ଆଇଟି; ଖୋଲିବ କି ଅର୍ଚ୍ଚନା ସହ ପାୱାର କରିଡର୍ ଲିଙ୍କର ମହାଗୁମର ?

ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍‌ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ ଜଗବନ୍ଧୁ ବିରୋଧରେ ବି ଲାଗିଛି ।

Lady blackmailer Archana
ଗିରଫ ପରେ ବି...ଭାରି ମୁହଁଖୋର୍‌ ଲେଡି ବ୍ଲାକ୍‌ମେଲର

୧୫ ଦିନ ଜେଲ୍‌ରେ ରହିଲେଣି ହେଲେ ଏବେ ବି ଫଁ ଫଁ ହେଉଛନ୍ତି ଅର୍ଚ୍ଚନା ନାଗ। କୋର୍ଟ ସାମ୍ନାରେ ଗଣମାଧ୍ୟମକୁ ଦେଲେ ଦୋଷ। କହିଲେ, ବିନା ତଥ୍ୟ ପ୍ରମାଣରେ ମୋ ନାଁରେ ହେଉଛି ଖବର ପରିବେଷଣ...

Archana Nag
ପୋଲିସ ହାତରେ ଜଗବନ୍ଧୁ ଡାଏରୀ, କାହାର ନାଁ ରହିଛି ବଢିଲା ଛନକା

ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି। ସେମାନେ କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ସେସବୁର ତଦନ୍ତ ଚାଲିଛି

Lady blackmailer case: Accused Archana Nag's husband Jagabandhu Chand picked up by police
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Archana Nag
ଅର୍ଚ୍ଚନାର ନାଗଫାଶରେ ୨୫ ହାଇପ୍ରୋଫାଇଲ୍ ନେତା!

ବ୍ଲାକ୍‌ମେଲ୍ କ୍ୱିନ୍ ଅର୍ଚ୍ଚନାର ନାଗଫାସରେ ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ତା ଜାଲରେ ଫସିଛନ୍ତି ପ୍ରାୟ ୧୮ ବିଧାୟକ ! ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ ତଥ୍ୟ ।

Lady blackmailer
ଅର୍ଚ୍ଚନାଙ୍କ ରାଜ ଉଆସ...ଏଇଠି ରାତି ବଢିଲେ ତାତି ବଢେ

ଏଇଟା ଅର୍ଚ୍ଚନାଙ୍କ ରାଜ ଉଆସ । ଯେଉଁଠି ରାତି ୧୨ଟା ପରେ ଦାମୀଗାଡିର ଲାଗେ ଲମ୍ବା ଲାଇନ୍‌। ଦିନରେ ଫିଲ୍ମ ସୁଟିଂ ହୁଏ ଆଉ ରାତି ବଢିଲେ ବେଡ୍‌ ରୁମ୍‌ରେ ବଢେ ତାତି। ନାଗ ଫାସରେ ପଡିଛନ୍ତି ଅନେକ ବଡବଡିଆ । ତେବେ ଅଧ ରାତିରେ ଆଲିଶାନ୍‌ ଘରେ କାହିଁକି ହୁଏ ଏତେ ଭିଡ?

archana naga
ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର

ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ  ।

Archana Naag
ବଡବଡିଆଙ୍କ ସହ କେମିତି ଡିଲ୍‌ କରୁଥିଲେ ଅର୍ଚ୍ଚନା?

ବଡବଡିଆଙ୍କୁ କେମିତି ଫାଶରେ ପକାଇ କୋଟି କୋଟି ଡିଲ୍‌ କରୁଥିଲେ ଅର୍ଚ୍ଚନା?

FIR copy of film producer filed against lady blackmailer Archana Nag
ଖୋଲୁଛି ଅର୍ଚ୍ଚନାଙ୍କ ନାଗ ଫାସର ଜାଲ: ‘୩ କୋଟି ଦିଅ, ନହେଲେ କାଟି ପିସ୍‌ ପିସ୍‌ କରିଦେବି’

ବ୍ଲାକ୍‌ମେଲିଂ ଅଭିଯୋଗ ଆଣି ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଥାନାରେ ଏତଲା ଦେଇଥିଲେ। ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ।